Browsing Category

ଖେଳ

କ୍ରିକେଟ୍ ଜଗତରେ ଖେଳିଗଲା ଶୋକର ଲହରୀ : ପାକିସ୍ତାନର ପୂର୍ବତନ ଅଲରାଉଣ୍ଡରଙ୍କ ପରଲୋକ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ କ୍ରିକେଟ୍ ଦଳର ଅଲରାଉଣ୍ଡର ବିଲି ଅବଦୁଲ୍ଲାଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ଯଦିଓ ତାଙ୍କର କ୍ରିକେଟ୍ କ୍ୟାରିଅର୍ ସ୍ୱଳ୍ପ ଥିଲା, ଯେଉଁଠାରେ ସେ ୧୯୬୪ ରୁ ୧୯୬୭ ପର୍ଯ୍ୟନ୍ତ…

ରୋମାଞ୍ଚକର ମୁକାବିଲା ଜିତି କୋପା ଆମେରିକା କବ୍ଚା କଲା ଆର୍ଜେଣ୍ଟିନା, ମ୍ୟାଚରେ କାନ୍ଦିଲେ ସୁପରଷ୍ଟାର ମେସି…

ଓଡିଶା ଭାସ୍କର: ହାର୍ଡ ରାଁକ ଷ୍ଟାଡିୟମରେ ଗୁଞ୍ଜରିତ ହୋଇ ଉଠୁଥିଲା ଫୁଟବଲ ପ୍ରେମୀଙ୍କ ଭଲପାଇବା । ପଡିଆରେ ଲଢୁଥିଲେ ଦୁଇ ପ୍ରତିନ୍ଦ୍ୱନ୍ଦୀ ଆର୍ଜେଣ୍ଟିନା ଓ କଲମ୍ବିଆ । ନିର୍ଦ୍ଧାରିତ ସମୟରେ ଫାଇନାଲରେ କେହି କାହକୁ…

Euro Cup Final: ସ୍ପେନକୁ ମିଳିଲା ୟୁରୋ ତାଜ, ଇଂଲଣ୍ଡ ଘାଇଲା, ଚତୁର୍ଥଥର ଜିତିଲା ୟୁରୋକପ…

ନୂଆଦିଲ୍ଲୀ: ସ୍ପେନ ୮୭ ମିନିଟରେ ମିକେଲ ଓୟାରଜାବଲଙ୍କ ଦ୍ୱାରା ଦିଆଯାଇଥିବା ଗୋଲ ବଳରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଐତିହାସିକ ଭାବରେ ତାହାର ଚତୁର୍ଥ ୟୁରୋପୀୟ ଚାମ୍ପିଅନସିପ ଟ୍ରଫି କବ୍ଚା କରିଛି । ଏହି…

ଇତିହାସ ରଚିଲେ କାର୍ଲୋସ ଅଲକାରାଜ: ନୋବାକ ଜୋକୋବିଚଙ୍କୁ ପରାସ୍ତ କରି ଜିତିଲେ ୱିମ୍ବଲଡନ ଟାଇଟଲ

ନୂଆଦିଲ୍ଲୀ: ୱିମ୍ବଲଡନ୍ ୨୦୨୪ ର ଫାଇନାଲରେ ନୋଭାକ୍ ଜୋକୋବିଚଙ୍କୁ ପରାସ୍ତ କରି ସ୍ପେନର କାର୍ଲୋସ୍ ଅଲକାରାଜ୍ ଦ୍ୱିତୀୟ ଥର ପାଇଁ ୱିମ୍ବଲଡନ୍ ଟାଇଟଲ୍ ଜିତିଛନ୍ତି । ଜୋକୋବିଚଙ୍କୁ ୬-୨, ୬-୨, ୭-୬ ରେ ପରାସ୍ତ କରି…

ଟିମ୍ ଇଣ୍ଡିଆକୁ ପଠାଅ…. PCB ଦେଉଛି ଭାରତକୁ ଧମକ! ରିପୋର୍ଟ କହିଲା ଏ କି କଥା…..

ଓଡିଶା ଭାସ୍କର: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଯିବ ନା ନାହିଁ ତାହାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉ ନାହିଁ । କେତେକ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

(Video) ଗୋଟିଏ ବଲରୁ ୧୩ ରନ୍… ରେକର୍ଡ କଲେ ଯଶସ୍ୱୀ ଜଏସ୍ୱାଲ: ଶେଷ ଟି-୨୦ କାହାର?

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚ ପରାସ୍ତ ହେବା ପରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପରବର୍ତ୍ତୀ ୩ଟି ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିବା ସହ ସିରିଜ ମଧ୍ୟ ଅକ୍ତିଆର କରିଛି । ତେବେ ଆଜି ଉଭୟ ଦଳ ମଧ୍ୟରେ ପଞ୍ଚମ ତଥା…

ୱିମ୍ବଲଡନ ପୁରୁଷ ଏକକ ଫାଇନାଲ: ଲଢୁଛନ୍ତି କାର୍ଲୋସ ଅଲ୍କାରାଜ ଓ ନୋବାକ ଜୋକୋବିଚ…

ଓଡିଶା ଭାସ୍କର: ଡିଫେଣ୍ଡିଂ ଚାମ୍ପିଅନ କାର୍ଲୋସ ଅଲ୍କାରାଜଙ୍କ ସହ ୱିମ୍ବଲଡନ ପୁରୁଷ ଏକକରେ ଲଢୁଛନ୍ତି ଟେନିସ ଷ୍ଟାର ନୋବାକ ଜୋକୋବିଜ । ଏହି ଫାଇନାଲ ଫାଇଟ ଅଲ ଇଂଲଣ୍ଡ କ୍ଲବର ପ୍ରତିଷ୍ଠିତ ସେଣ୍ଟର କୋର୍ଟରେ…

ଏହି ଭାରତୀୟ ଖେଳାଳିଙ୍କୁ କ୍ୟାନସର: ସାହାଯ୍ୟର ହାତ ବଢାଇଲା BCCI, ବଡ଼ ଘୋଷଣା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ପାଇଁ ସଦାସର୍ବଦା ସାଥୀରେ ରହିଛି ଭାରତୀୟ କ୍ରିକେଟ ବୋର୍ଡ ବା ବିସିସିଆଇ । ବର୍ତ୍ତମାନ ଏହାର ପ୍ରମାଣ ମଧ୍ୟ ମିଳିଛି । ଭାରତର ଜଣେ ଖେଳାଳିଙ୍କ ଚିକିତ୍ସା ପାଇଁ ସାହାଯ୍ୟର…

୨୬ ରୁ ଆରମ୍ଭ ଅଲମ୍ପିକ୍ସ ମହାଲଢେଇ, ଭାଗ ନେଉଛନ୍ତି ୧୦ ହଜାର ପ୍ରତିଯୋଗୀ, ଅଲମ୍ପିକ୍ସରେ ୫ ଟି ରଙ୍ଗର ରିଙ୍ଗ କାହିଁକି ଥାଏ, ଜାଣନ୍ତୁ ଏହାର…

ଓଡିଶା ଭାସ୍କର: ସାରା ବିଶ୍ୱରେ ପ୍ୟାରିସ ଅଲମ୍ପିକ୍ସ ୨୦୨୪ କୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ୨୬ ଜୁଲାଇରୁ ଏହା ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏଥିରେ ପ୍ରାୟ ୧୦ ହଜାର ପ୍ରତିଯୋଗୀ ଭାଗ ନେବେ ।…

ଅଲ୍ ଟାଇମ୍ ପ୍ଲେଇଂ XI ଚୟନ କଲେ ଯୁବରାଜ ସିଂହ; ଧୋନୀଙ୍କୁ କଲେ ନାହିଁ ସାମିଲ, ଫ୍ୟାନ୍ସ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ନିଜ ପସନ୍ଦର ପ୍ଲେଇଂ XI ଘୋଷଣା କରିଛନ୍ତି । କହିରଖୁଛୁ ଚଳିତ ବର୍ଷ ଯୁବରାଜ ସିଂହଙ୍କ ଅଧିନାୟକତ୍ୱରେ ଭାରତୀୟ ଚମ୍ପିଆନ୍ସ ଦଳ ପାକିସ୍ତାନ ଚମ୍ପିଆନ୍ସଙ୍କୁ…