Browsing Category
ଖେଳ
ଦେଶରେ ଯୁଦ୍ଧ ରୋକିବାକୁ ଅପିଲ କଲେ ଫୁଟବଲର: ମଇଦାନରେ ହାତ ଯୋଡି କହିଲେ ୟୁକ୍ରେନ ଖେଳାଳି
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଏହି ଯୁଦ୍ଧ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ସାରା ବିଶ୍ୱ । ଯାହାର ପ୍ରଭାବ ଏବେ କ୍ରୀଡା ଜଗତରେ ମଧ୍ୟ ଦେଖିବାକୁ ମିଳିଛି । ଖେଳ ମଇଦାନରେ ଏହି ଯୁଦ୍ଧ…
ବିବାଦକୁ ଅଧିକ ବଢାଇ ମୁସ୍କିଲରେ ଋଦ୍ଧିମାନ ଶାହା, ବିସିସିଆଇ ପଠାଇବ କାରଣ ଦର୍ଶାଅ ନୋଟିସ୍ !
ମୁମ୍ବାଇ: ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଦ୍ଧିମାନ ଶାହାଙ୍କ ଉପରେ ବିପଦ ଘନୀଭୂତ ହେବାରେ ଲାଗିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ତାଙ୍କୁ ଦଳରୁ ବାଦ୍ ଦିଆଯିବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି…
ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହେବ IPL ମ୍ୟାଚ୍
ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ର ସଂସ୍କରଣ ଆରମ୍ଭ ହେବ । ଆଇପିଏଲ ଗଭର୍ଣ୍ଣିଂ ବୈଠକରେ ଏ ବାବଦରେ ନିଷ୍ପତ୍ତି ହୋଇଛି । ଚଳିତ ଆଇପିଏଲରେ ମୋଟ ୧୦ଟି ଟିମ୍ ଭାଗ…
ପ୍ରଥମ ଟି-୨୦ ମ୍ୟାଚରେ କବଜା କଲା ଟିମ ଇଣ୍ଡିଆ: ଇଶାନ କିଶାନ ଏବଂ ଶେୟସ ଅୟରଙ୍କ ଅର୍ଦ୍ଧଶତକ ଆଗରେ ସିଂହଳୀ ଫେଲ
ନୂଆଦିଲ୍ଳୀ: ଭାରତ-ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚକୁ ନିଜ କବଜାରେ କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଓପନର ଇଶାନ କିଶାନ ଏବଂ ଶ୍ରେୟସ ଅୟରଙ୍କ ଦମଦାର ପାଳି ଆଗରେ ହାର ମାନିଛି ସିଂହଳୀ ଦଳର ବୋଲିଙ୍ଗ…
ମଇଦାନରେ ଜାଡେଜାଙ୍କ ପୁଷ୍ପା ଷ୍ଟାଇଲ: ୱିକେଟ ନେଇ କହିଲେ ‘ଝୁକେଗା ନେହିଁ’
ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚରେ ବ୍ୟାଫୁଯରେ ପଡିଛି ଶ୍ରୀଲଙ୍କା ଦଳ । ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛନ୍ତି ଭାରତୀୟ ବୋଲର । ଏହି ମ୍ୟାଚରେ ଶ୍ରୀଲଙ୍କା ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ…
ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା: ୬ଟି ବଡ ପରିବର୍ତ୍ତନ ସହ ମଇଦାନକୁ ପ୍ରଥମ ମ୍ୟାଚରେ ଓହ୍ଲାଇଲା ରୋହିତ ସେନା
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି ଅତିଥି ଦଳ । ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶନାକା ଟସ ଜିତିବା ପରେ ଭାରତକୁ ବ୍ୟାଟିଙ୍ଗ କରିବା…
କାହିଁକି ବିରାଟ ଛାଡିଲେ RCBର ନେତୃତ୍ୱ: ସାମାନାକୁ ଆସି ନିଜେ ରଖିଲେ ଅଧିନାୟକ ପଦ ଛାଡିବାର କାରଣ
ନୂଆଦିଲ୍ଲୀ: ମିଳିଲା IPLର ଏକ ବିରାଟ ପ୍ରଶ୍ନର ଉତ୍ତର । କାହିଁକି କୋହଲି ଛାଡିଲେ RCBର ଅଧିନାୟକ ପଦ । ସବୁ କ୍ରିକେଟପ୍ରେମୀଙ୍କ ମନରେ ଥିବା ଏହି ପ୍ରଶ୍ନର ଉତ୍ତର ଏବେ ନିଜେ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି । “ଦ…
IPL 2022: ପଞ୍ଜାବ କିଙ୍ଗ୍ସର ନୂତନ ଅଧିନାୟକ ହେବେ ମୟଙ୍କ ଅଗ୍ରଓ୍ଵାଲ, ଖୁବ୍ ଶୀଘ୍ର ଘୋଷଣା କରିବ ଫ୍ରାଞ୍ଚାଇଜି
ନୂଆଦିଲ୍ଲୀ: ମୟଙ୍କ ଅଗ୍ରଓ୍ଵାଲ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଗତ ଦୁଇଟି ସିଜିନରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଏବଂ କେଏଲ ରାହୁଲ ଦଳକୁ ଓପନିଂରେ ମଜବୁତ ସ୍ଥିତି ଦେଇଥିଲେ। ଉଭୟ…
ଆଜିର ଦିନରେ ଇତିହାସ ରଚିଥିଲେ ସଚିନ ତେନ୍ଦୁଲକର, ପ୍ରଥମ ବ୍ୟାଟସମ୍ୟାନ ଭାବେ କରିଥିଲେ ୨୦୦ ରନ
ନୂଆଦିଲ୍ଲୀ: ଦୁନିଆର ମହାନ ବ୍ୟାଟର ସଚିନ ତେନ୍ଦୁଲକର ଆଜିର ଦିନରେ ଅର୍ଥାତ ୨୦୨୦ ଫେବୃଆରୀ ୨୪ରେ କ୍ରିକେଟ୍ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ। କ୍ରିକେଟର ଭଗବାନ ନାମରେ ପ୍ରସିଦ୍ଧ ସଚିନ ଏହି ଦିନ…
ଭାରତୀୟ କ୍ରିକେଟ୍ ଦଳ ପାଇଁ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଜାରି, ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ମଇଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର- ନଭେମ୍ବର ମାସରେ ଅଷ୍ଟ୍ରେଲିଆ ଆୟୋଜନ କରିବ ପରବର୍ତ୍ତୀ ଟି- ୨୦ କ୍ରିକେଟ ବିଶ୍ୱକପ । ତେଣୁ ଭାରତୀୟ ଦଳ ଏହାକୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ ଦଳ ଗଠନ ପ୍ରକ୍ରିୟା ଆରମ୍ଭ କରିଛି ।…