Browsing Category
ଖେଳ
ପ୍ରଥମ ଟେଷ୍ଟ: ଦ୍ୱିତୀୟ ଦିନର ଖେଳ ଧୋଇନେଲା ବର୍ଷା, ପଡି ପାରିଲାନି ଗୋଟିଏ ବି ବଲ୍
ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବର୍ଷା ସାଜିଛି ସ୍ପଏଲସ୍ପୋର୍ଟ । ଦ୍ୱିତୀୟ ଦିନରେ କ୍ରମାଗତ ବର୍ଷା କାରଣରୁ ଗୋଟିଏ ବି ବଲ୍ ପଡି ପାରିନଥିଲା । ଦୁଇଟି…
କ୍ରିକେଟ ଜଗତର ଏହି ୫ ଜଣ ଖେଳାଳି ସର୍ବାଧିକ ଥର ରନ୍ ଆଉଟ୍ ହୋଇଛନ୍ତି, ଭାରତର ଦୁଇଜଣ ଭେଟେରାନ୍ ରହିଛନ୍ତି ଲିଷ୍ଟରେ
ନୂଆଦିଲ୍ଲୀ: ବହୁ ପୂରାତନ କାଳରୁ କ୍ରିକେଟ ଜଗତରେ ଅନେକ କୀର୍ତ୍ତିମାନ ସ୍ଥାପିତ ହୋଇ ରହିଛି । ଦିନକୁ ଦିନ ମଧ୍ୟ ନୂଆ ନୂଆ ରେକର୍ଡ ଏହି ତାଲିକାରେ ଯୋଡ଼ି ହେବାରେ ଲାଗିଛି । ତେବେ ଏଭଳି କିଛି ରେକର୍ଡ ବିଷୟରେ ଅଧିକାଂଶ…
ସେହୱାଗଙ୍କୁ ଚାପୁଡ଼ା ମାରିଦେଲେ ଏହି ବ୍ୟକ୍ତି, ଫଳରେ ହଙ୍ଗାମା କରିଥିଲେ ଗାଙ୍ଗୁଲି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଇତିହାସରେ ଥରେ ଏପରି ବିବାଦ ଦେଖିବାକୁ ମିଳିଥିଲା, ଯାହାକୁ କେହି ମନେ ରଖିବାକୁ ଚାହାଁନ୍ତି ନାହିଁ । ତେବେ ଟିମ୍ ଇଣ୍ଡିଆର ଧମାକେଦାର ଓପନର୍ ବିରେନ୍ଦ୍ର ସେହୱାଗଙ୍କୁ ଥରେ ଜଣେ…
ପ୍ରଥମ ଟେଷ୍ଟରେ ରାହୁଲଙ୍କ ଶତକ: ପ୍ରଥମ ଦିନରେ ଭାରତ ୨୭୨/୩
ନୂଆଦିଲ୍ଳୀ: ସେଞ୍ଚୁରିଆନର ସୁପର ସ୍ପୋର୍ଟ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଦିନରେ ରାହୁଲଙ୍କ ଶତକ ଜରିଆରେ ଭାରତ ୨୭୨ରନ କରି ୩ ୱିକେଟ ହରାଇଛି । ଭାରତ ପକ୍ଷରୁ ଦୁଇ…
ସାଉଥ୍ ଆଫ୍ରିକାରେ ଚାଲିଲା ରାହୁଲଙ୍କ ଯାଦୁ: ଟେଷ୍ଟ କ୍ରିକେଟରେ ହାସଲ କଲେ ସପ୍ତମ ଶତକ
ନୂଆଦିଲ୍ଳୀ: ଦୀର୍ଘଦିନର ବ୍ୟବଧାନରେ ଓପନିଂ ସ୍ଲଟକୁ ଫେରିଥିବା କେ ଏଲ୍ ରାହୁଲ ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି । ଚମକ୍ରାର ବ୍ୟାଟିଂ ନମୂନା ଦେଖାଇବା ସହିତ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି ରାହୁଲ…
ଜାତୀୟ କିକ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟ: ୨୯ ପଦକ ସହିତ ଫେରିଲା ଓଡ଼ିଶା ଦଳ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଣେରେ ଖେଳାଯାଉଥିବା ଜାତୀୟ କିକ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଚମକ୍ରାର ପ୍ରଦର୍ଶନ କରିଛି ଓଡ଼ିଶା । କ୍ୟାଡେଟ୍ ଓ ଜୁନିୟର ନ୍ୟାସନାଲ କିକ ବକ୍ସିଂ ଚାମ୍ପିୟନଶିପ ୨୦୨୧ ସମୁଦାୟ ୨୯ ପଦକ…
ଇତିହାସ ରଚିଲା ହିମାଚଳ ପ୍ରଦେଶ: ୫ ଥର ଚାମ୍ପିୟନ ଦଳକୁ ପରାସ୍ତ କରି ହାତେଇଲା ବିଜୟ ହଜାରେ ଟ୍ରଫି
ନୂଆଦିଲ୍ଳୀ: ୫ ଥର ଚାମ୍ପିୟନ ତାମିଲନାଡୁକୁ ପରାସ୍ତ କରି ବିଜୟ ହଜାରେ ଟ୍ରଫି ବିଜୟୀ ହୋଇଛି ହିମାଚଳ ପ୍ରଦେଶ । ଭିଜେଡି ମେଥଡ ଅନୁଯାୟୀ ହିମାଚଳ ୧୧ ରନରେ ବିଜୟୀ ହେବା ସହିତ ନିଜର ପ୍ରଥମ ଘରୋଇ ଟ୍ରଫି ହାସଲ କରି…
ମ୍ୟାଚ୍ ବେଳେ ଫୁଟବଲରଙ୍କୁ ଆସିଲା ହାର୍ଟ ଆଟାକ୍, ଗ୍ରାଉଣ୍ଡରେ ହିଁ ହୋଇଗଲା ମୃତ୍ୟୁ; ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ: ଖେଳ ଜଗତରୁ ଏକ ଖୁବ୍ ଦୁଃଖଦାୟକ ଖବର ସାମନାକୁ ଆସିଛି । ଫୁଟବଲ୍ ଗ୍ରାଉଣ୍ଡରେ ମ୍ୟାଚ୍ ଚାଲିଥିବା ସମୟରେ ଜଣେ ଖେଳାଳୀଙ୍କର ହାର୍ଟ ଆଟାକ୍ କାରଣରୁ ସ୍ପଟ୍ ରେ ହିଁ ମୃତ୍ୟୁ ହୋଇଯାଇଛି । ଏହି ଘଟଣା…
ମହାକାଶକୁ ଯାତ୍ରା କଲା ଯୁବରାଜଙ୍କ ସ୍ମରଣୀୟ ବ୍ୟାଟ୍, ଦେଖନ୍ତୁ ଏହି ଐତିହାସିକ ମୁହୂର୍ତ୍ତର VIDEO
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଅରା ପୂର୍ବତନ ଧୁରନ୍ଧର ଅଲରାଉଣ୍ଡର ତଥା ସିକ୍ସର କିଙ୍ଗ ଭାବେ ପରିଚିତ ଯୁବରାଜ ସିଂହ ନିଜର ସ୍ମରଣୀୟ ବ୍ୟାଟକୁ ମହାକାଶକୁ ପଠାଇଛନ୍ତି । ଏନେଇ ସେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି । ଗତ…
ଆଜି ପ୍ରଥମ ଟେଷ୍ଟ ମ୍ୟାଚ୍: ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଭାରତ- ଦକ୍ଷିଣ ଆଫ୍ରିକା
ସେଞ୍ଚୁରିୟନ : ଆଜିଠୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ । ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଉଭୟ ଦଳ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍ରେ ହରାଇ ସାରିବା ପରେ…