Browsing Category

ଖେଳ

ଟିମ୍ ଇଣ୍ଡିଆର କୋଚ୍ ହେବାକୁ ପ୍ରସ୍ତୁତ ରାହୁଲ ଦ୍ରାବିଡ, ଶ୍ରୀଲଙ୍କା ଗସ୍ତରେ ସମ୍ଭାଳିବେ କୋଚିଂ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ତଥା କୋଚ ରାହୁଲ ଦ୍ରାବିଡ଼ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳର କୋଚ୍ ହେବାକୁ ପ୍ରସ୍ତୁତ ଅଛନ୍ତି। ‘ଦି ଟେଲିଗ୍ରାଫ୍'ର ଏକ ରିପୋର୍ଟ ଅନୁଯାୟୀ, ଆଗାମୀ ଶ୍ରୀଲଙ୍କା ଗସ୍ତରେ…

ଆର୍ଥିକ ଅସୁବିଧା ଯୋଗୁଁ କାଠକାମ କରୁଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବୋଲର

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟରୂ ସନ୍ୟାସ ନେବା ପରେ ଅନେକ ଖେଳାଳୀଙ୍କର ଜୀବନ ସହଜ ହୋଇନଥାଏ । ଏମିତି ଅନେକ କ୍ରିକେଟରଙ୍କ ଉଦାହରଣ ରହିଛି ଯେଉଁମାନଙ୍କୁ ଅବସର ପରେ ଆର୍ଥିକ ଅସୁବିଧା ସହ ଗତି କରିବାକୁ ପଡେ ।…

ଇଂଲଣ୍ଡକୁ ୫-୦ରେ ହରାଇ ଟେଷ୍ଟ ସିରିଜ କ୍ଲିନ ସୁଇପ୍ କରିବ ଭାରତ, ପୂର୍ବତନ ଇଂଲଣ୍ଡ ବୋଲରଙ୍କ ଭବିଷ୍ୟତବାଣୀ

ନୂଆଦିଲ୍ଲୀ ୨୨ ।୦୫: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍‌୍ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ । ଏହି ବଡ ମ୍ୟାଚ୍…

ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ହୋଇପାରେ କଷ୍ଟକର, ଏହି କାରଣରୁ ସିରିଜ ଆଗକୁ ବଢାଇବାକୁ ଚାହୁଁନାହିଁ ଇଂଲଣ୍ଡ ବୋର୍ଡ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ଲହର କାରଣରୁ ଆଇପିଏଲର ୧୪ ତମ ସଂସ୍କରଣକୁ ଅଧାରୁ ବନ୍ଦ କରାଯାଇଛି । ଟୁର୍ଣ୍ଣାମେଣ୍ଟର ସମୟରେ କିଛି ଖେଳାଳି କରୋନା ପଜିଟିଭ୍ ଥିବା ଦେଖିବାକୁ ମିଳିଥିଲା, ଯାହା ପରେ…

ପାକିସ୍ତାନ ସୁପର ଲିଗ୍‌ ଆୟୋଜନକୁ ଗ୍ରୀନ୍ ସିଗନାଲ୍ ଦେଲା ୟୁଏଇ, ବାକିଥିବା ୨୦ଟି ମ୍ୟାଚ୍ ଖେଳାଯିବ

କରାଚି : ଆବୁଧାବିରେ ପାକିସ୍ତାନ ସୁପର ଲିଗ୍‌ ଆୟୋଜନ ପାଇଁ ମିଳିଲା ଅନୁମତି । ପାକିସ୍ତାନ କ୍ରିକେଟ ବୋର୍ଡର ଅନୁରୋଧ ରକ୍ଷା କରି ୟୁନାଇଟେଡ ଆରବ ଏମିରେଟ୍ସ ସରକାର ସବୁଜ ସଙ୍କେତ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ…

ଇଂଲଣ୍ଡ ଗସ୍ତ ପାଇଁ ମୁମ୍ବାଇ ଅଭିମୁଖେ ଭାରତୀୟ କ୍ରିକେଟ୍ ଖେଳାଳି, କିଏ ସଡକ ପଥରେ ତ କିଏ ବିମାନରେ

ନୂଆଦିଲ୍ଲୀ ୨୧ ।୦୫: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ସଦସ୍ୟଙ୍କ ଇଂଲଣ୍ଡ ଗସ୍ତ ପାଇଁ ମୁମ୍ବାଇ ପହଂଚିବା ଆରମ୍ଭ ହୋଇ ଯାଇଛି । ଭାରତୀୟ ଦଳ ଜୁନ ୨ରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିପାରେ । ଏହା ପୂର୍ବରୁ ସମସ୍ତ…

ଇଂଲଣ୍ଡରେ ଆଇପିଏଲ୍‌ ଓ ଭାରତରେ ବିଶ୍ୱକପ ଆୟୋଜନ ପାଇଁ ଯୋଜନା; ୨୯ରେ ବିସିସିଆଇର ସ୍ୱତନ୍ତ୍ର ବୈଠକରେ ହେବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଗୁରୁତର ହୋଇ ଚାଲିଥିବା ବେଳେ ଆଗାମୀ ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିପରି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଓ ଟି-୨୦ କ୍ରିକେଟ ବିଶ୍ୱକପ୍‌…

କରୋନାରେ ସଂକ୍ରମିତ ହେଲେ ଫ୍ଲାଇଂ ଶିଖ୍‌ ମିଲଖା ସିଂହ, କହିଲେ ‘ମୁଁ ସଂପୂର୍ଣ୍ଣ ଫିଟ୍‌ ଓ ଫାଇନ୍‌ ଅଛି’…

ନୂଆଦିଲ୍ଲୀ ୨୦/୦୫: କରୋନାରେ ସଂକ୍ରମିତ ହେଲେ ଫ୍ଲାଇଂ ଶିଖ୍‌ ମିଲଖା ସିଂହ। ସେ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ସୂଚନା ମୁତାବିକ, ମିଲଖା ସିଂହଙ୍କର ପୁଅ…

ପୂର୍ବତନ ମହିଳା କ୍ରିକେଟ୍ ତାରକା କେଏସ୍ ଶ୍ରାବନ୍ତୀ ନାଇଡୁଙ୍କ ମା’ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ବିରାଟ

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏଥିରେ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ଏବଂ ଖେଳ ସହ ଜଡିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି ।…