Browsing Category
ଖେଳ
ଅରଶଦ ନଦୀମଙ୍କ ପାଖରେ ଜାଭେଲିନ୍ କିଣିବା ପାଇଁ ଟଙ୍କା ନଥିଲା; ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ୨୦୨୪ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ପାକିସ୍ତାନର ଅରଶଦ ନଦୀମ । ଅର୍ଶଦ ପାକିସ୍ତାନ ପାଇଁ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଆଥଲେଟ୍ ହୋଇଥିଲେ।…
(video): ‘ଓ ଭି ହମାରା ବେଟା’- ସ୍ୱର୍ଣ୍ଣ ପଦକ ବିଜେତା ଅରଶଦ ନଦୀମଙ୍କୁ ନେଇ ନୀରଜଙ୍କ ମା’ କହିଲେ…
ଓଡିଶା ଭାସ୍କର: ପ୍ୟାରିସ ଅଲିମିକ୍ସର ୧୩ ତମ ଦିବସ ଭାରତ ପାଇଁ ଭାଗ୍ୟଶାଳୀ ଥିଲା । ଏହି ଦିନ ଭାରତୀୟ ଆଥଲେଟ ୨ ଟି ମେଡାଲ ଜିତିବାରେ ସଫଳ ହୋଇଥିଲେ । ଏଥିରେ ସାମିଲ ଥିଲେ ଗୋଲଡେନ ବୟ ନୀରଜ ଚୋପ୍ରା । ସେ ୮୯.୪୫ ମିଟର…
କାଂସ୍ୟ ବିଜେତା ଭାରତୀୟ ହକି ଦଳକୁ ଟଙ୍କା ବର୍ଷା, ପ୍ରତି ଖେଳାଳି ପାଇବେ ୧୫ ଲକ୍ଷ, କୋଚଙ୍କୁ ମିଳିବ ୭.୫ ଲକ୍ଷ
ଓଡିଶା ଭାସ୍କର: ଭାରତୀୟ ପୁରୁଷ ହକି ଦଳ ବିଶ୍ୱବିଜୟୀ ହୋଇ ସାରିଛି । କାଂସ୍ୟ ଜିତିବା ପରେ ଭାରତୀୟ ହକି ଦଳକୁ ଟଙ୍କାର ବର୍ଷା ହେଉଛି । ହକି ଇଣ୍ଡିଆ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ କୋଚଙ୍କୁ ୭. ୫ ଲକ୍ଷ…
ରୌପ୍ୟ ପାଇବେ ଭିନେଶ! ସିଏଏସ ସ୍ୱୀକାର କଲା ଯାଚିକା, ଆଇଓଏସ ତାଙ୍କ ମାମଲା ଲଢିବା ପାଇଁ ହରିଶ ସାବ୍ଲେଙ୍କୁ କଲା ସମ୍ପର୍କ….
ଓଡିଶା ଭାସ୍କର:ଖେଳ ପଞ୍ଚାୟତ ନ୍ୟାୟାଳୟ ( ସିଏଏସ ) ଭିନେଶ ଫୋଗଟଙ୍କ ଅପିଲର ଶୁଣାଣି ପ୍ୟାରିସ ସମୟ ୯ ଟା ୩୦ ରେ ଆରମ୍ଭ ହେବାର ସମ୍ଭାବନା ରହିଛି । ଯାହା ଭାରତୀୟ ସମୟାନୁସାରେ ଆଜି ଅପରାହ୍ନ ୧ ଟା ସମୟ ହେବ । ଅନ୍ତରିଣ…
(Video) ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଖୁସି ମନାଇଲା ଭାରତୀୟ ହକି ଟିମ୍, ଖେଳାଳିଙ୍କ ଡ୍ୟାନ୍ସରେ ପ୍ରକମ୍ପିତ ହେଲା ଡ୍ରେସିଂ ରୁମ୍
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଜ ପଦକ ଜିତି ସାରା ଭାରତବର୍ଷକୁ ଗୌରବାନ୍ୱିତ କରିଦେଇଛି । ଗତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଜର୍ମାନୀକୁ ହରାଇ କାଂସ୍ୟ ପଦକ ଜିତିଥିବା…
ଅର୍ଶଦ ନଦୀମଙ୍କ ଡୋପ୍ ଟେଷ୍ଟ ପାଇଁ ଉଠିଲା ଦାବି: ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପାକିସ୍ତାନୀ ଆଥଲେଟଙ୍କୁ ନେଇ ବଢ଼ିଲା…
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ୧୩ତମ ଦିନରେ ଜାଭେଲିନ ଥ୍ରୋ’ରେ ପାକିସ୍ତାନୀ ଆଥଲେଟ ଅର୍ଶଦ ନଦୀମ ୯୨.୯୭ ମିଟର ରେକର୍ଡ ଥ୍ରୋ କରି ଟପ୍ ପୋଜିସନ ହାସଲ କରିଥିଲେ । ସେହିପରି ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ…
(video): ଅର୍ସଦଙ୍କ ଐତିହାସିକ ବିଜୟ, ରେକର୍ଡଭରା ୯୨.୯୭ ମିଟର ଥ୍ରୋ, ଅଲିମ୍ପିକ୍ସରେ ନୀରଜଙ୍କୁ ହରାଇ କାନ୍ଦିଲେ ସ୍ୱର୍ଣ୍ଣ ବିଜେତା
ଓଡିଶା ଭାସ୍କର: ଅର୍ସଦ ଅଦ୍ଭୂତ ଇତିହାସ ରଚିଛନ୍ତି । ଚାରିଆଡେ ଏବେ ଛାଇ ଯାଇଛନ୍ତି ପାକିସ୍ତାନର ଏହି ସୁପରଷ୍ଟାର । ପ୍ୟାରିସ ଅଲିମ୍ପିକ୍ସରେ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ପ୍ରାୟ ୯୨.୯୭ ମିଟର ଜାଭଲିନ ଫିଙ୍ଗି ସେ…
ରୂପା ଦେଇ ସୁନା ପୁଅ ସାଜିଲେ ନୀରଜ, ଭାରତକୁ ଅଲିମ୍ପିକ୍ସରେ ନୀରଜଙ୍କ ଦ୍ୱିତୀୟ ପଦକ ଭେଟି, ରେକର୍ଡ ଥ୍ରୋ ସହ ଅର୍ସଦ ନଦୀମ ପାଇଲେ ସ୍ୱର୍ଣ୍ଣ
ଓଡିଶା ଭାସ୍କର: ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଭାରତକୁ ପ୍ୟାରିସ ଅଲିମ୍ପିକ୍ସରେ ଏକମାତ୍ର ରଜତ ପଦକ ଭେଟି ଦେଇଛନ୍ତି । ନୀରଜ ପ୍ରାୟ ୮୯.୪୯ ମିଟରର ଜାଭଲିନ ଫିଙ୍ଗି ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏହି…
Big Breaking; ହକି ଖେଳାଳିଙ୍କୁ ମିଳିବ ପୁରସ୍କାର: ଓଡ଼ିଶା ସରକାର କଲେ ବଡ଼ ଘୋଷଣା
ଭୁବନେଶ୍ୱର: ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ହକି ଟିମ୍ । ବ୍ରୋଞ୍ଜ ପାଇଁ ଲଢି ଏହି ମ୍ୟାଚରେ ସ୍ପେନକୁ ଦଳ ୨-୧ରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ଏହି ବିଜୟ ପରେ…
ଭାରତର ଐତିହାସିକ ବିଜୟ…ହକି ଟିମକୁ ଫୋନ୍ କରି ଜଣାଇଲେ ଶୁଭେଚ୍ଛା, ଜାଣନ୍ତୁ କ’ଣ କହିଲେ ?
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ବାଜି ମାରିଲା ଭାରତୀୟ ହକି ଦଳ । ସ୍ପେନକୁ ପ୍ଲେ ଅଫରେ ୨-୧ରେ ପରାସ୍ତ କରି କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛି ଭାରତୀୟ ହକି ଦଳ । ବର୍ତ୍ତମାନ ସୋସିଆଲ ମିଡିଆରୁ ଭାରତୀୟ…