
Browsing Category
Top Stories
ବିଶ୍ବ ଆତଙ୍କିତ: ଏକାଠି ହେବେ ପାକିସ୍ତାନ ସମେତ ସମସ୍ତ ମୁସଲିମ ଦେଶ! ତିଆରି କରିବେ ନିଜସ୍ବ ଆର୍ମୀ, ଜାଣନ୍ତୁ କଣ ରିହିଛି ବଡ଼ ପ୍ଲାନ…
ନୂଆଦିଲ୍ଲୀ: ଇସ୍ରାଏଲ 9 ସେପ୍ଟେମ୍ବରରେ କତାର ଉପରେ ଆକ୍ରମଣ କରିଥିଲା । ଯାହା ପରେ ମୁସଲିମ ଦେଶଗୁଡ଼ିକରେ ଏକତାର ଲହରୀ ଦେଖିବାକୁ ମିଳିଥିଲା। ଏହି ଆକ୍ରମଣ ପରେ ଏହା ପ୍ରଥମ ଥର ଯେ ଅନେକ ଇସଲାମିକ ଦେଶ ଏହି ବିପଦର…
ଜଲଦି ଆସି ହାଜର ହୁଅ, ସୋନୁ ସୁଦଙ୍କୁ ଇଡି ସମନ, ବେଆଇନ୍ ବେଟିଂ ଆପ୍ ମାମଲାରେ ସେଲିବ୍ରେଟିଙ୍କୁ ଘାଣ୍ଟୁଛି ପ୍ରବତ୍ତନ ନିର୍ଦ୍ଦେଶାଳୟ
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଇଡି ପଠାଇଛି ସମନ। 1xBet ବେଆଇନ ବେଟିଂ ଆପ୍ ମାମଲାର ତଦନ୍ତ ପାଇଁ ସୋନୁ ସୁଦଙ୍କୁ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପଡିବ।
ଅଧିକାରୀଙ୍କ ଅନୁଯାୟୀ, ବେଆଇନ ବେଟିଂ…
୫ ମାସ ପରେ ଭାଙ୍ଗିଲା ମୁହଁତୋଡ଼, ପାକ୍ ଆତଙ୍କୀ ମାନିଲେ ସତ, ମସୁଦ ଅଜହର ପରିବାର ଧୁଳିସାତ
ନୂଆଦିଲ୍ଲୀ: ପହଲଗାମ ଘଟଣାର କଡ଼ା ବଦଲା ନେଇଛି ଭାରତ।୫ ମାସ ପରେ ମୁହଁ ଖୋଲିଲା ଭିକ୍ଷାରୀ ପାକିସ୍ତାନ। ଅପରେସନ ସିନ୍ଦୁରରେ ଆତଙ୍କୀ ମସୁଦ ଅଜହରର ପରିବାର ସଦସ୍ୟ ହୋଇଛନ୍ତି ଖଣ୍ଡ ଖଣ୍ଡ।
ଅପରେସନ ସିନ୍ଦୁରରେ ଭାରତୀୟ…
ଅସୁସ୍ଥ ଥିଲା ମାଁ, ଯତ୍ନ ନେବାକୁ କେହି ନଥିଲେ, ଶେଷରେ ମାଆକୁ ନଦୀରେ ଫିଙ୍ଗିଦେଲା କୁଳାଙ୍ଗାର ପୁଅ, ପୋଲିସକୁ କହିଲା ଛାତିଥରା କାହାଣୀ…
ତେଲେଙ୍ଗାନା: ବୟସ୍କା ମା’ ଶେଷ କାଳରେ ପୁଅଠାରୁ ଚାହିଁଥାଏ ଆଶ୍ରା । ସାରା ଜୀବନ ପୁଅ ଲାଗି ତ୍ୟାଗ କରିଥିବା ଜଣେ ମା ଚାହିଁଥାଏ ପୁଅର ମଙ୍ଗଳକାମନା । ମା-ପୁଅର ପବିତ୍ର ସମ୍ପର୍କ କାଳ କାଳ ଧରି ଚାଲିଆସିଛି । କିନ୍ତୁ…
Asia Cup: ଟିମ୍ ଇଣ୍ଡିଆ ଖେଳାଳିଙ୍କ ମିଳିବ ଦଣ୍ଡ, ହାତ ନମିଳେଇ ICC ନିୟମକୁ କଲେ ଉଲ୍ଲଘଂନ
ନୂଆଦିଲ୍ଲୀ: ଏସିଆ କପ୍ 2025ର ଷଷ୍ଠ ମ୍ୟାଚ୍ରେ ଭାରତ ପୁଣି ଥରେ ପାକିସ୍ତାନକୁ କରିଛି ଧୁଳିସାତ। ଦଳ ଦେଖାଇଛି ଶକ୍ତି। ବିଜୟ ଖୁସି ପରେ ଟିମ୍ ଇଣ୍ଡିଆକୁ ମାଡ଼ି ଆସିଛି ବିପଦ। କିନ୍ତୁ ମ୍ୟାଚ୍ ପରେ ଏକ ବଡ଼ ବିବାଦ…
ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟ ଶିବିର, ୨୦୦ରୁ ଅଧିକ ଆଦିବାସୀଙ୍କ ହେଲା ମାଗଣା ଚିକିତ୍ସା
କଳାହାଣ୍ଡି: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ। କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଏବଂ ବଲାଙ୍ଗୀର ସ୍ୱରାଜ ହସ୍ପିଟାଲର ସହଯୋଗରେ କଳାହାଣ୍ଡିର ଗୁଣପୁର ଗାଁରେ ଏକ ମାଗଣା ମଲ୍ଟି…
Trade Agreement; ଇଣ୍ଡିଆ- US ମଧ୍ୟରେ ହେବ ବଡ଼ ଆଲୋଚନନା, ହେବ କି ଏହି ବିବାଦର ଅନ୍ତ
ନୂଆଦିଲ୍ଳୀ: ଆମେରିକାର ମୁଖ୍ୟ ଆଲୋଚକ ବ୍ରେଣ୍ଡନ ଲିଞ୍ଚ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଶୁଳ୍କ ସମ୍ପର୍କରେ ଏକ ନୂତନ ସ୍ତରରେ ଆଲୋଚନା କରିବା ପାଇଁ ଭାରତ ଗସ୍ତରେ ଅଛନ୍ତି।
ଆମେରିକାର ଆଲୋଚକ ଆଜି…
ଚୁଟକିରେ ଭଲ ହେବ ପରିୟଡ୍ ପେନ୍, ଘରୋଇ ଉପଚାରରେ ଯନ୍ତ୍ରଣା ହେବ ଏକଦମ୍ ଗାଏବ
ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା ସହ୍ୟ କରିବା କଷ୍ଟକର ହୋଇଯାଏ। କେତେକ ସମୟରେ ଏହି ଯନ୍ତ୍ରଣା ଏତେ ମାତ୍ରାରେ ପହଞ୍ଚିଯାଏ ଯେ ଔଷଧ ଖାଇବାକୁ ପଡ଼ିଥାଏ। ଯଦି ଆପଣଙ୍କର ମଧ୍ୟ ମାସିକ ଋତୁସ୍ରାବ ସମୟରେ ପେଟ ଏବଂ ଗୋଡରେ…
ସୁଇମିଂ ପୁଲରେ ଗାଧୋଉଥିଲେ ହୁଅନ୍ତୁ ସତର୍କ, ବ୍ରେନକୁ ଖାଇଯାଉଛି ପୋକ, ୧୯ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଯଦି ଆପଣ ପହଁରିବାକୁ ଯାଆନ୍ତି, ନାଳ, ନଦୀ କିମ୍ବା ପୋଖରୀରେ ପହଁରନ୍ତି, ତେବେ ସତର୍କ ରୁହନ୍ତୁ। ପାଣିରେ ରହୁଥିବା ଏକ ବିଷାକ୍ତ କୀଟ ଲୋକଙ୍କୁ ହତ୍ୟା କରୁଛି। ଏହି କୀଟ ଖୋଲା ଆଖିକୁ ଦେଖାଯାଏ ନାହିଁ।…
ପାଣି ପିଆଇବାକୁ କହି ବଳାତ୍କାର, ଭିଣୋଇ ସହ ୩ ସାଙ୍ଗ ମିଶି କଲେ ଗ୍ୟାଙ୍ଗରେପ୍, ଜଣେ ପରେ ଜଣେ ଝୁଣିଖାଇଲେ
ବିହାର: ସବୁ ସୀମା ଟପିଗଲା ଭିଣୋଇ। ସାଙ୍ଗଙ୍କ ସହ ମିଶି ଶାଳୀକୁ ବଳାତ୍କାର କଲା ଭିଣୋଇ। ବିହାର ନୱାଡ଼ାରେ ଘଟିଛି ଏହି ଘଟଣା।ଜଣେ ନାବାଳିକା ଶାଳୀ ତାଙ୍କ ଭିଣୋଇଙ୍କୁ ପାଣି ମାଗିବାରୁ ଏଭଳି କାଣ୍ଡ ରଚିଛି ସଇତାନ ଭିଣୋଇ…