Browsing Category

Top Stories

କାମାକ୍ଷାନଗରରେ ଶାଶୂଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ, 7 ବର୍ଷ ତଳେ କରିଥିଲେ ପ୍ରେମ ବିବାହ

କାମାକ୍ଷାନଗର: ଭଲପାଇ ବାହା ହେଇଥିଲେ; ଏବେ ଶାଶୂଘରୁ ମିଳିଲା ମୃତଦେହ। କାମାକ୍ଷାନଗରର ଭୁବନ ଥାନା ଆଦିପୁରା ଗାଁରେ ଘଟିଛି ଏଭଳି ଘଟଣା। ଶାଶୂଘରୁ ମିଳିଲା ବୋହୂର ଝୁଲନ୍ତା ମୃତଦେହ। 7 ବର୍ଷ ତଳେ ପ୍ରେମ ବିବାହ…

ନବରଙ୍ଗପୁରରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ବିଷ ପିଆଇ ହତ୍ୟା; ଘର ଠାରୁ ଅଳ୍ପ ଦୂରରେ ମିଳିଲା ମୃତଦେହ

ନବରଙ୍ଗପୁର: ନବରଙ୍ଗପୁରରେ ଲଜ୍ଜା! ଦୁଷ୍କର୍ମ ପରେ ବିଷ ଦେଇ ମାରିଦେଲେ ଯୁବତୀଙ୍କୁ। ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ନବରଙ୍ଗପୁରର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଯୁବତୀଙ୍କ ମୃତଦେହ ଉଦ୍ଧାର…

କଳିଯୁଗର ନାରୀ; ସ୍ୱାମୀ ଗନ୍ଧେଇଲା ବୋଲି ଭଉଣୀର ଦିଅର ସହ ମିଶି…

ନୂଆଦିଲ୍ଲୀ: ମୋବାଇଲ୍ ଖୋଲିଲା ହତ୍ୟାର ରହସ୍ୟ, ଗୋଟିଏ ବର୍ଷ ପରେ ଅପରାଧୀକୁ ଧରିଲା ପୋଲିସ। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏକ ହତ୍ୟା ମାମଲାର ସମାଧାନ କରିଛି। ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଜଣେ ମହିଳାଙ୍କ…

Chanakya Niti: ମାନନ୍ତୁ ଚାଣକ୍ୟଙ୍କ ଏହି କଥା, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରହିବ ବନ୍ଧୁତା

ନୂଆଦିଲ୍ଲୀ: ବନ୍ଧୁତା ହେଉଛି ଭାବନାରେ ଜଡିତ ବିଶ୍ୱର ସବୁଠାରୁ ସୁନ୍ଦର ସମ୍ପର୍କ । ଏହା ଏପରି ଏକ ସମ୍ପର୍କ ଯାହା ରକ୍ତ ବାହାରେ ଥାଇ ମଧ୍ୟ, କେତେବେଳେ ପ୍ରିୟଜନଙ୍କ ଅପେକ୍ଷା ଅଧିକ ଜଡିତ ହୋଇଯାଏ। ବନ୍ଧୁତା ହେଉଛି…

କେନ୍ଦୁଝରରେ ଖୁବ ଶୀଘ୍ର ହେବ ମେଗା ଷ୍ଟିଲ ପ୍ଲାଣ୍ଟ, କହିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝରରେ ଖୁବ ଶୀଘ୍ର ହେବ ମେଗା ଷ୍ଟିଲ ପ୍ଲାଣ୍ଟ; କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାବେଳେ ସେ ଏହି କଥା କହିଛନ୍ତି। ସେ ଆହୁରି ମଧ୍ୟ…

ଦୁଃଖଦ..ମନ୍ଦିରକୁ ପାଣି ଢାଳିବାକୁ ଯାଉଥିବା ବେଳେ କେନାଲକୁ ଖସିପଡ଼ିଲା ବୋଲେରୋ, ଗୋଟିଏ ପରିବାରର 9ଜଣଙ୍କ ସମେତ 11 ମୃତ

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ଗୋଣ୍ଡାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ, ଇଟିଆଥୋକ୍ ଥାନା ଅଞ୍ଚଳର ବେଲୱା ବାହୁତା ମାଜରା ରେହରାଠାରେ ଏକ ବୋଲେରୋ କାର ନିୟନ୍ତ୍ରଣ ହରାଇ ଏକ କେନାଲରେ ଖସି ପଡ଼ିଥିଲା।…

ପ୍ଲେନ କ୍ରାସ ପରେ ଅହମ୍ମଦାବାଦ ବିମାନବନ୍ଦରରେ ଘୁରି ବୁଲୁଛନ୍ତି ଆତ୍ମା; ଲୋକେ ଦେଖି ଛାନିଆ!

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରେ ଘୁରି ବୁଲୁଛନ୍ତି ଆତ୍ମା! ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନ…

(Video) ଲାତ, ମୁଥ ଏବଂ ଚାପୁଡ଼ା… ବିମାନବନ୍ଦରରେ ରାଗିଗଲେ ସେନା ଅଧିକାରୀ, ସ୍ପାଇସ୍ ଜେଟ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ

ନୂଆଦିଲ୍ଲୀ: ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା SG-386 ବିମାନର ବୋର୍ଡିଂ ଗେଟରେ ଜଣେ ଯାତ୍ରୀ ସ୍ପାଇସଜେଟର ଚାରି ଜଣ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଶ୍ରୀନଗର ବିମାନବନ୍ଦରରେ ହୋଇଥିଲା। ସ୍ପାଇସଜେଟର ଜଣେ…

ପାକିସ୍ତାନ କ୍ରିକେଟ ବୋର୍ଡର ବଡ଼ ନିଷ୍ପତ୍ତି; ୱାଲ୍ଡ ଚାମ୍ପିଅନସିପ୍ ଲିଜେଣ୍ଟ ଆଉ କେବେ ଖେଳିବନି ପାକିସ୍ତାନ

ନୂଆଦିଲ୍ଲୀ: ଭାରତର କଡ଼ା ଆଭିମୁଖ୍ୟ ପରେ ଚାପରେ ପାକିସ୍ତାନ । ବଡ଼ ନିଷ୍ପତ୍ତି ନେଲା ପାକିସ୍ତାନ କ୍ରିକେଟ ବୋର୍ଡ । ୱାଲ୍ଡ ଚାମ୍ପିଅନସିପ୍ ଲିଜେଣ୍ଟ ଆଉ ଖେଳିବନି ପାକିସ୍ତାନ । ବିଶ୍ୱ ଚାମ୍ପିଅନସିପ୍ ଅଫ୍…

IED ବିସ୍ଫୋରଣରେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣା, 10 ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: IED ବିସ୍ଫୋରଣରେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା । CMRFରୁ 10 ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ଯରତ କି-ମ୍ୟାନ ଇଟୁଆ ଓରାମଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ…