Browsing Category

Top Stories

ସୈନିକ ସ୍କୁଲ ଭୁବନେଶ୍ୱରରେ TGT ଓ PGT ଶିକ୍ଷକ ନିଯୁକ୍ତି: ଦରମା ୫୪,୫୦୦ ଟଙ୍କା ପର୍ଯ୍ୟନ୍ତ, ୨୧-୪୦ ବର୍ଷ ବୟସର ପ୍ରାର୍ଥୀ କରିପାରିବେ ଆବେଦନ

ସୈନିକ ସ୍କୁଲ ଭୁବନେଶ୍ୱର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ନିଜର ମାନ୍ୟତା ରଖିଛି। ଏହି ସ୍କୁଲ ନିକଟରେ ଟ୍ରେନ୍ଡ ଗ୍ରାଜୁଏଟ ଟିଚର (TGT) ଓ ପୋଷ୍ଟ ଗ୍ରାଜୁଏଟ ଟିଚର (PGT) ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି…

ଏସିଆ କପ ୨୦୨୫କୁ ନେଇ ସଙ୍କଟ, ବିସିସିଆଇ କହିଲା-ଟିମ୍ ଇଣ୍ଡିଆ ନେବନି ଭାଗ!

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫କୁ ନେଇ ସଙ୍କଟ ଦେଖିବାକୁ ମିଳିଛି। ୨୪ ଜୁଲାଇରେ ବାଂଲାଦେଶର ରାଜଧାନୀ ଢାକାରେ ହେବାକୁ ଥିବା ଏସୀୟ କ୍ରିକେଟ ପରିଷଦ (ଏସିସି)ର ପ୍ରସ୍ତାବିତ ବାର୍ଷିକ ବୈଠକ ଉପରେ ଭାରତୀୟ କ୍ରିକେଟ୍…

୨୦୧୧ ବିଶ୍ୱକପରେ ବାଦ ପଡ଼ିଥାନ୍ତେ ଯୁବରାଜ: ଧୋନିଙ୍କ ନିଷ୍ପତି ବଦଳାଇଦେଲା ସବୁକିଛି, ପୂର୍ବତ୍ତନ ମୁଖ୍ୟ କୋଚ ଗ୍ୟାରୀ କିର୍ସଟେନଙ୍କ ବଡ଼…

ମୁମ୍ବାଇ: ୨୦୧୧ ବିଶ୍ୱକପରେ ଭାରତର ବିଜୟୀ କୋଚ ଗ୍ୟାରୀ କିର୍ସଟେନ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଟୁର୍ଣ୍ଣାମେଣ୍ଟରେ 'ପ୍ଲେୟାର ଅଫ ଦି ସିରିଜ' ହୋଇଥିବା ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ପ୍ରାୟ…

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, କାର୍ ଓଲଟି ପଡ଼ିବାରୁ ୫ ଆହତ

ନୂଆଦିଲ୍ଲୀ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କର ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି। ସୂଚନା ମୁତାବକ, ଡିକେ ଶିବକୁମାରଙ୍କର ଏସ୍କର୍ଟ ଗାଡ଼ି ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭର ସମେତ ପାଞ୍ଚ ଜଣ…

ମିଆଁମାର ଓ ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କର ନିଆଯିବ ବାୟୋମେଟ୍ରିକ ରେକର୍ଡ, କେବେଠାରୁ ଆରମ୍ଭ ହେବ ପ୍ରକ୍ରିୟା?

ମିଜୋରାମ ସରକାର ରାଜ୍ୟରେ ଆଶ୍ରୟ ନେଇଥିବା ମିଆଁମାର ଓ ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କ ବାୟୋମେଟ୍ରିକ ଏବଂ ଜନସାଂଖ୍ୟିକୀୟ ତଥ୍ୟ ସଂଗ୍ରହ ପାଇଁ ଏକ ବୃହତ୍ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗୃହ…

ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ‘ଶକ୍ତିଶ୍ରୀ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ଶକ୍ତିଶ୍ରୀ କାର୍ଯ୍ୟକ୍ରମ। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

୧୬ ବର୍ଷର ନାବାଳିକାକୁ ମାରି, ତା’ ମୃତଦେହ ସହ ଦୁଷ୍କର୍ମ, ମନ ନଭରିବାରୁ କରିଲେ ଏମିତି..

ନୂଆଦିଲ୍ଲୀ: ଛତିଶଗଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା ମୁତାବକ, ଏଠାରେ ଜଣେ ବ୍ୟକ୍ତି ୧୬ ବର୍ଷୀୟ ନାବାଳିକାକୁ ଘରେ ଏକୁଟିଆ ପାଇ ତାଙ୍କ ସହ ଦୁଷ୍କର୍ମ କରିବାକୁ…

୯ ଘଣ୍ଟିଆ ଚାକିରି ପରେ ରାପିଡୋ ଚଳାଇ ଅତିରିକ୍ତ ରୋଜଗାର କରୁଛନ୍ତି ଦିଲ୍ଲୀର ଜଣେ ଯୁବକ, ଆୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଆଜିର ସମୟରେ କେବଳ ୯ ଘଣ୍ଟା ଚାକିରି କରି ଘରର ସମସ୍ତ ଖର୍ଚ୍ଚ ପୂରଣ କରିବା ବେଶ୍‌ କଷ୍ଟକର ହୋଇପଡ଼ିଛି। ଏପରି ପରିସ୍ଥିତିରେ ଅନେକେ ଅତିରିକ୍ତ ରୋଜଗାର ପାଇଁ ପାର୍ଟ ଟାଇମ୍‌ କାମ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ…

‘ମାଞ୍ଚେଷ୍ଟରରେ ପନ୍ତଙ୍କୁ ବାହାରେ ରଖ’, ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ୨୩ ରୁ ୨୭ ଜୁଲାଇ ପର୍ଯ୍ୟନ୍ତ ମାଞ୍ଚେଷ୍ଟରରେ ଖେଳାଯିବ। ଲର୍ଡସରେ ପରାଜୟକୁ ଭୁଲି ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ…

ଇଂଲଣ୍ଡରେ ଏମିତି କ’ଣ କରିଦେଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ଭାରତୀୟ ଫ୍ୟାନ୍ସ, ଜାଣନ୍ତୁ

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀଙ୍କ ଆକର୍ଷଣ ଜାରି ରହିଛି। ମାତ୍ର ୧୪ ବର୍ଷ ବୟସରେ ଏହି ଯୁବ ବ୍ୟାଟ୍ସମ୍ୟାନ୍ ଅନେକ ରେକର୍ଡ ହାସଲ କରିଛନ୍ତି। ବୈଭବ କେବଳ ଭାରତରେ ନୁହେଁ ବରଂ ବିଶ୍ୱ କ୍ରିକେଟରେ ମଧ୍ୟ ନିଜର କୀର୍ତ୍ତି…