Browsing Category

Top Stories

ଏହି ସ୍ୱପ୍ନ ଦେଇଥାଏ ଧନବାନ୍ ହେବାର ପୂର୍ବ ସଂକେତ: ପ୍ରସନ୍ନ ଥା’ନ୍ତି ମା’ଲକ୍ଷ୍ମୀ, ବରଷେ କୃପା

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ପରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧରଣ କଥା । ତେବେ ପ୍ରତ୍ୟେକ ବ୍ୟକ୍ତି ଦେଖୁଥିବା ଏହି ସ୍ୱପ୍ନ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ସଂକେତ…

(Video) ‘ମୋ ମାଆ ବାଲିଯାତ୍ରାକୁ ବହୁତ ଭଲ ପାଆନ୍ତି’, ଅସୁସ୍ଥ ମାଆଙ୍କୁ ଯାତ୍ରା ବୁଲାଇଲେ ଏହି ବ୍ୟକ୍ତି

କଟକ: ଐତିହାସିକ ବାଲିଯାତ୍ରା ପର୍ବ ଜାରି ରହିଛି । ହଜାର ହଜାର ଲୋକେ ଏହି ବାଲିଯାତ୍ରାକୁ ବୁଲିବାକୁ ଆସୁଛନ୍ତି । ହେଲେ ଏହାରି ମଧ୍ୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଚାଲିପାରୁନଥିବା ମାଆଙ୍କୁ ହ୍ୱିଲ ଚେୟାରରେ…

JIO ଲଞ୍ଚ କଲା ସ୍ପେସାଲ ଭାଉଚର, ସାଙ୍ଗଙ୍କ ସହ ସେୟାର କରିହେବ ଡାଟା

ନୂଆଦିଲ୍ଲୀ: ଦିନକୁ ଦିନ ଗ୍ରାହକଙ୍କ ଖୁସି ଖବର ଦେଉଛି ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ । ପ୍ରଥମେ ପ୍ଲାନର ମୂଲ୍ୟ ବଢାଇବା ପରେ ଏବେ ସ୍ପେସାଲ ଅଫର ପ୍ରଦାନ କରୁଛି । ଏହାରି ଭିତରେ ଜିଓ ଗ୍ରାହକଙ୍କୁ…

ଖୋଜୁଛି ମାଟି, ଝୁରୁଛି ବାରବାଟୀ…. ଆଜି ଶେଷକୃତ୍ୟ, ରାଷ୍ଟ୍ରୀୟ ସମ୍ମାନରେ ବାହୁଡ଼ିବେ ସମୀର ଦେ’

ଓଡ଼ିଶା ଭାସ୍କର: ମାଟିର ଗର୍ବ ଆଉ ଗାଁର ପୁଅକୁ ହରାଇ କାନ୍ଦି ଉଠିଛି କଟକ ସହର । ଝୁରୁଛି ବାରବାଟୀର ଦୁର୍ଗ, ଡାକୁଛି ବାରବାଟୀ ଷ୍ଟାଡିୟମ୍, କିନ୍ତୁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ସମୀର ଆଜି ସ୍ମୃତିର ପୁସ୍ତକଟିଏ…

ଲଜ୍ଜା; ଦୁଇ ନାବାଳିକା ଝିଅଙ୍କ ସହ ବାପାର ଦୁଷ୍କର୍ମ, ଥାନାରେ ଏତଲା ଦେଲା ମାଆ

ନୂଆଦିଲ୍ଲୀ: ପୁଣି ଥରେ ହରିୟାଣାର ଫରିଦାବାଦରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ନିଜର ଦୁଇ ନାବାଳିକା ଝିଅଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗରେ ଗିରଫ କରିଛି । ଅଧିକାରୀମାନେ…

ଏଣିକି ଗାଁରୁ ନେଇ ଫ୍ଲାଇଟ ପର୍ଯ୍ୟନ୍ତ ମିଳିବ ଇଣ୍ଟରନେଟ୍ ସେବା! SpaceX ଲଞ୍ଚ କଲା GSAT-20 ସାଟେଲାଇଟ୍

ନୂଆଦିଲ୍ଲୀ: ଆଉ ଏକ କମାଲ କଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ । ସୋମବାର ବିଳମ୍ବିତ ରାତିରେ ଇସ୍ରୋ GSAT-20 ସାଟେଲାଇଟର ଉତକ୍ଷେପଣ କରିଛି । ଏଲୋନ୍ ମସ୍କର କମ୍ପାନୀ ସ୍ପେସ୍ଏକ୍ସର ଫାଲକନ୍ 9 ରକେଟ୍…

ଆଗାମୀ 4 ଦିନ ଜାଡରେ ଥରିବ ଓଡିଶା! ଏହି ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ ଜାରି

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତର ଲହରୀ । କୋହଲା ପବନରେ ଦେହ ଥରି ଉଠୁଛି । ସକାଳ 8 ଯାଏଁ କୁହୁଡି ସାଙ୍ଗକୁ ଶୀତ ଜାରି ରହୁଛି । ଅନେକ ସ୍ଥାନରେ ତାପମାତ୍ରା କମୁଥିବା ବେଳେ…

ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀ; ମୋଦୀ ଏବଂ ମେଲୋନୀଙ୍କ ମଧ୍ୟରେ ଦ୍ୱୀପାକ୍ଷିକ ବୈଠକ

ରିଓ ଡି ଜେନେରିଓ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ତାଙ୍କ ଇଟାଲୀୟ ସମକକ୍ଷ ଜର୍ଜିଆ ମେଲୋନୀଙ୍କ ସହ ଦ୍ୱୀପାକ୍ଷିକ ବୈଠକ କରିଛନ୍ତି ।…

ଦୁର୍ଘଟଣା ପରେ ଜଳିଗଲା ପିକଅପ୍, ଗୋରୁ ଜୀବନ୍ତ ଦଗ୍ଧ

ଭୁବନେଶ୍ବର: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ଜଳିଗଲା ଗୋରୁ ଗାଡି । ଉଦଳା ଥାନା ପୋଡାଡିହିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଦୁର୍ଘଟଣା ପରେ ପିକଅପ ଓଲଟି ପଡିଥିବା ବେଳେ ଜଣେ ଗୋରୁ ଜୀବନ୍ତ ଦଗ୍ଧ…

ବଡ଼ ଖବର: ଆଜିଠୁ ବନ୍ଦ ରହିବ ସମସ୍ତ ସ୍କୁଲ, ଅନଲାଇନରେ ଚାଲିବ ପାଠପଢା

ନୂଆଦିଲ୍ଲୀ: ପିଲାଙ୍କ ପାଇଁ ଖୁସି ଖବର । ଆଜିଠୁ ବନ୍ଦ ରହିବ ସମସ୍ତ ସ୍କୁଲ । ଅନଲାଇନରେ ପାଠପଢା ଜାରି ରହିବ । ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ଶୁଣାଣିରେ କୋର୍ଟ…