Browsing Category

Top Stories

IND vs ENG: ଲର୍ଡସରେ ଟସ୍‌ ଜିତି ବ୍ୟାଟିଂ ନେଲା ଇଂଲଣ୍ଡ, ଫିଲ୍ଡିଂ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଆଜିଠାରୁ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ଲର୍ଡସ ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।…

ଖୁସି ଖବର: ଖରା ଦିନେ ବିଦ୍ୟୁତ୍ ବିଲ ଆସିବ ଜିରୋ, ସରକାରଙ୍କ ଏହି ଯୋଜନାରେ ମାଗଣାରେ ମିଳିବ ବିଦ୍ୟୁତ୍

ନୂଆଦିଲ୍ଲୀ: ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏଥର ଆଉ ଦେବାକୁ ପଡ଼ିବନି ବିଜୁଳି ବିଲ୍ । ମାଗଣରେ 300 ଯୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମିଳିବ । ଏନେଇ ସରକାର ଆଣିଛନ୍ତି ଏକ ବଡ଼ ଯୋଜନା । ତେବେ ଏହାର ଲାଭ…

“ବିଜେଡି ସାବତ ଝିଅ ପରି ବ୍ୟବହାର କଲା”, ଦଳରୁ ବାହାରିବା ପରେ ସୁନୀତାଙ୍କ ବଡ଼ ବିବୃତ୍ତି

ଭୁବନେଶ୍ୱର: ବିଜେଡି ପୋଲ୍ ଖୋଲିଦେଲେ ହେମାନନ୍ଦଙ୍କ ଝିଅ ସୁନୀତା ବିଶ୍ୱାଳ। ସେ କହିଲେ, “ନବୀନ ବାବୁ ମତେ ଡାକିଲେ ବିଜେଡିରେ ମିଶାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଦଳ ମୋତେ ସାବତ ଝିଅ ପରି ବ୍ୟବହାର କଲା।” ସେ…

ଚଳିତ ମାସରେ ମିଳିବ ଗହମ, ବଳକା ଚାଉଳ ନେବ ଏଫସିଆଇ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ରାସନକାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଚଳିତ ମାସରେ ହିତାଧିକାରୀଙ୍କୁ ଗହମ ମିଳିବ। ଏନେଇ ସୂଚନା ଜାରି କଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଯେତିକି ଗହମ ଆସିଥିଲା ଦେବାକୁ…

‘ପ୍ରମାଣିତ କର ନିର୍ବାଚନ କମିଶନଙ୍କ ଉପାୟ ଭୁଲ୍‌’, ବିହାର ଭୋଟର ଲିଷ୍ଟ ମାମଲା ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ବିହାରରେ ଭୋଟର ଲିଷ୍ଟ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ଏହି ମାମଲାରେ କଂଗ୍ରେସ ଆରଜେଡି ସମେତ ଇଣ୍ଡିଆ ମେଣ୍ଟର ୯ଟି ପାର୍ଟୀ ଭୋଟର ତାଲିକା ଯାଞ୍ଚଉପରେ ରୋକ…

ଶ୍ରାବଣ ମାସରେ ଶିବଙ୍କୁ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ ଏହି ଜିନିଷ, ପୂଜା ହୋଇଯିବ ନିଷ୍ଫଳ

ଓଡ଼ିଶା ଭସ୍କର: ଶ୍ରାବଣ ମାସରେ ଭଗବାନ ଭୋଳାନାଥଙ୍କୁ ପୂଜା କରିବାର ବିଶେଷ ଗୁରୁତ୍ୱ ଅଛି। ଏହି ସମୟରେ ଭକ୍ତମାନେ ପାପରୁ ମୁକ୍ତି ପାଇବା ପାଇଁ ପବିତ୍ର ହୃଦୟରେ ଶିବଙ୍କୁ ପୂଜା କରନ୍ତି। କିନ୍ତୁ କିଛି ଜିନିଷ ଅଛି ଯାହା…

ବିଜେଡ଼ିକୁ ଶକ୍ତ ଝଟକା; କଂଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ, ଗତକାଲି ବିଜେଡ଼ିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ବର: ପୂର୍ବତନ CM ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସକୁ ଫେରିଲେ । 2019ରେ ବିଜେଡ଼ି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ ସୁନୀତା । କିନ୍ତୁ ପରାଜିତ ହୋଇଥିଲେ ।…

‘ପିରିୟଡ୍ସ ହୋଇଛି କି ନାହିଁ..’, ସ୍କୁଲରେ ଛାତ୍ରୀମାନଙ୍କର ଖୋଲାଗଲା ବସ୍ତ୍ର, ପ୍ରିନ୍ସିପାଲ ସମେତ ୩ ଗିରଫ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଥାନେରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସ୍କୁଲରେ ପଞ୍ଚମରୁ ଦଶମ ଶ୍ରେଣୀର ଛାତ୍ରୀଙ୍କ ପୋଷାକ କାଢ଼ି, କାହାର ମାସିକ ଋତୁସ୍ରାବ ହେଉଛି ତାହା ଯାଞ୍ଚ କରାଯାଇଛି।…

କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ଓଡ଼ିଶା ସମ୍ମାନିତ, ଅନ୍ନଦାତାଙ୍କୁ ଏହି ସମ୍ମାନ ଉତ୍ସର୍ଗ କଲେ ଉପମଖ୍ୟମନ୍ତ୍ରୀ

ଭୁବନେଶ୍ବର: କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ ହେଲା ଓଡ଼ିଶା । 16ତମ ଏଗ୍ରିକଲଚର ଲିଡରସିପ୍ କନକ୍ନେଭରେ ସମ୍ମାନିତ ହେଲା ଓଡ଼ିଶା । ପୁରସ୍କାର ଗ୍ରହଣ କଲେ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହି…

ଆଜିଠୁ SIPରେ ଏତିକି ଟଙ୍କା କରନ୍ତୁ ନିବେଶ, ୫୦ ବର୍ଷ ହେଲା ବେଳକୁ ହାସଲ କରିପାରିବେ 2 କୋଟି ଟଙ୍କାର ଟାର୍ଗେଟ୍‌

ନୂଆଦିଲ୍ଲୀ: ସଞ୍ଚୟର ଅଭ୍ୟାସ ଏବଂ ସ୍ମାର୍ଟ ନିବେଶ ଜୀବନର ଅନେକ ବଡ଼ ବଡ଼ ଲକ୍ଷ୍ୟକୁ ସହଜରେ ପୂରଣ କରିଥାଏ। ଏହାରି ମଧ୍ୟରେ ଯଦି ଆପଣ ୨୬ ବର୍ଷର ତେବେ ଆପଣଙ୍କୁ ୫୦ ବର୍ଷ ହେଲା ବେଳକୁ ୨ କୋଟିର ଫଣ୍ଡ ଯଦି କରିବାକୁ…