Browsing Category

Top Stories

ମହିଳାମାନଙ୍କୁ ପିଛା କରୁଥିଲା Insta Account, ବିନା ଅନୁମତିରେ ସେମାନଙ୍କର ପୋଷ୍ଟ ହେଉଥିଲା ଭିଡିଓ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ମହିଳାମାନଙ୍କ ବିନା ଅନୁମତିରେ ସେମାନଙ୍କ ଭିଡିଓ ଏବଂ ଫଟୋଗୁଡ଼ିକ ମାଧ୍ୟମରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଚଳାଇବା ଅଭିଯୋଗରେ ଜଣେ ୨୬ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ମହିଳାମାନଙ୍କ…

ମାଆକୁ ମୁସଲିମ, ଝିଅକୁ ଦଳିତ ପୁଅ ସହ ହେଲା ପ୍ରେମ, ବାପା କଣ୍ଟା ହେବାରୁ ନେଲେ ଏଭଳି ଭୟଙ୍କର ଷ୍ଟେପ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିରଟରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ଝିଅ ସହିତ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। କାରଣ ଥିଲା ପ୍ରେମ ସମ୍ପର୍କ। ପ୍ରକୃତରେ, ମାଆର ଜଣେ…

IND W vs ENG W: ଏହି ଭାରତୀୟ ଖେଳାଳି ରଚିଲେ ଇତିହାସ, ପାକିସ୍ତାନୀ ଖେଳାଳିଙ୍କୁ ପଛରେ ପକାଇ ହେଲେ Number-1

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଚାଲିଛି ଟି-୨୦ ସିରିଜ୍ । ଦୁଇ ଦଳ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ର ଚତୁର୍ଥ ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଖେଳାଯାଉଛି । ଏହି…

୧୦,୦୦୦ ଟେଷ୍ଟ ରନ୍ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍‌, ଏପର୍ଯ୍ୟନ୍ତ କେହି ଭାଙ୍ଗିପାରି ନାହାନ୍ତି ଲିଟିଲ୍ ମାଷ୍ଟରଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଇତିହାସର ସର୍ବଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରୁ ଜଣେ ଏବଂ 'ଲିଟିଲ୍ ମାଷ୍ଟର' ନାମରେ ପ୍ରସିଦ୍ଧି ଲାଭ କରିଥିବା ସୁନୀଲ ଗାଭାସ୍କର ଆଜି ନିଜର 76ତମ ଜନ୍ମଦିନ ପାଳନ କରୁଛନ୍ତି। 10 ଜୁଲାଇ…

ଯୁବରାଜଙ୍କୁ ନେଇ ବିରାଟଙ୍କ ବଡ଼ ଖୁଲାସା, କହିଲେ-ମୋ ପାଇଁ ତାହା ଏକ ଝଟକା ଥିଲା

ନୂଆଦିଲ୍ଲୀ: ବିରାଟ କୋହଲି କୋହଲି କହିଛନ୍ତି ଯେ, ଯେତେବେଳେ ସେ ଜାଣିବାକୁ ପାଇଲେ ଯୁବରାଜ ସିଂହଙ୍କୁ କର୍କଟ ରୋଗ ହୋଇଛି, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଖବର ତାଙ୍କ ପାଇଁ ଏକ ଝଟକାଠାରୁ କମ୍ ନଥିଲା। ଟେଷ୍ଟ…

ପୁଟିନ୍‌ଙ୍କ ସହ ଲଢିବାକୁ ଟ୍ରମ୍ପ ନେଲେ ନିଷ୍ପତ୍ତି; ରୁଷ ବାସ୍କେଟ୍‌ବଲ୍ ଖେଳାଳିଙ୍କୁ ଫ୍ରାନ୍ସରେ କରାଇଲେ ଗିରଫ

ନୂଆଦିଲ୍ଲୀ: ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭ୍ଲାଦିମିର ପୁଟିନଙ୍କ ସହ ଏକ ବଡ଼ ପଙ୍ଗା ନେଇଛନ୍ତି। ଟ୍ରମ୍ପ ଫ୍ରାନ୍ସରେ ଜଣେ ରୁଷୀୟ ବାସ୍କେଟବଲ୍ ଖେଳାଳିଙ୍କୁ ଗିରଫ କରିଛନ୍ତି। ଏହା ଦୁଇ ଦେଶ…

ଆଜି ଘଟଗାଁବାସିନୀ ମା’ ତାରିଣୀଙ୍କ ଆଷାଢୀ ପର୍ବ, ଭକ୍ତଙ୍କ ମଙ୍ଗଳ ପାଇଁ ଉପବାସ ରଖିବେ ନଡ଼ିଆ ରାଣୀ

କେନ୍ଦୁଝର: ଆଜି ଘଟଗାଁବାସିନୀ ମା’ ତାରିଣୀଙ୍କ ଆଷାଢୀ ପର୍ବ । ଆଷାଢ ମାସରେ ଶେଷ ଗୁରୁବାରରେ ପାଳନ ହୋଇଥାଏ ଆଷାଢୀ ପର୍ବ । ପରମ୍ପରା ଅନୁସାରେ ପ୍ରଜାଙ୍କ ମଙ୍ଗଳ ପାଇଁ ଆଜି ମାଆ ତାରିଣୀଙ୍କ ଉପବାସ କରିବେ । ଦିନ ତମାମ…

ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା, ୧୦ ସେକେଣ୍ଡ ପାଇଁ ଭୟରେ କମ୍ପିଲେ ଲୋକେ

ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା। ୧୦ ସେକେଣ୍ଡ ପାଇଁ ଅନୁଭୂତ ହେଲା ଝଟକା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ମପାଯାଇଛି। ସକାଳ ୯ଟା ୪ ମିନିଟ୍ ସମୟରେ ଝଟକା ଅନୁଭୂତ ହୋଇଛି।…

ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 21 ପୋଲିସ କର୍ମଚାରୀ

ପୁରୀ: ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣା  । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ବୁରୀଗୁଡ଼ା ନିକଟରେ ଓଲଟିଲା ପୋଲିସ ଗାଡ଼ି। ଫଳରେ ଅଳ୍ପକେ ବର୍ତ୍ତିଲେ କୋରାପୁଟ ଜିଲ୍ଲାର 21 ପୋଲିସ…

ଭାରତକୁ ଆଶ୍ୱସ୍ତି, ଆମେରିକାର ଟାରିଫ ତାଲିକାରୁ ବାହାରିଗଲା, ୨୦ ଦେଶକୁ ପଠାସରିଛି ଚିଠି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଙ୍କ ପକ୍ଷରୁ ବୁଧବାର ଦିନ ଜାରି କରାଯାଇଥିବା ଟାରିଫ ତାଲିକାରେ ଭାରତକୁ ଏପର୍ଯ୍ୟନ୍ତ ସାମିଲ କରାଯାଇନାହିଁ। ଭାରତ ଆମେରିକା ସହ ଏକ ବ୍ୟବସାୟ ଚୁକ୍ତିନାମା ଉପରେ କଥାବର୍ତ୍ତା କରୁଛି।…