Browsing Category
Top Stories
ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 21 ପୋଲିସ କର୍ମଚାରୀ
ପୁରୀ: ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣା । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ବୁରୀଗୁଡ଼ା ନିକଟରେ ଓଲଟିଲା ପୋଲିସ ଗାଡ଼ି।
ଫଳରେ ଅଳ୍ପକେ ବର୍ତ୍ତିଲେ କୋରାପୁଟ ଜିଲ୍ଲାର 21 ପୋଲିସ…
ଭାରତକୁ ଆଶ୍ୱସ୍ତି, ଆମେରିକାର ଟାରିଫ ତାଲିକାରୁ ବାହାରିଗଲା, ୨୦ ଦେଶକୁ ପଠାସରିଛି ଚିଠି
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଙ୍କ ପକ୍ଷରୁ ବୁଧବାର ଦିନ ଜାରି କରାଯାଇଥିବା ଟାରିଫ ତାଲିକାରେ ଭାରତକୁ ଏପର୍ଯ୍ୟନ୍ତ ସାମିଲ କରାଯାଇନାହିଁ। ଭାରତ ଆମେରିକା ସହ ଏକ ବ୍ୟବସାୟ ଚୁକ୍ତିନାମା ଉପରେ କଥାବର୍ତ୍ତା କରୁଛି।…
ନିର୍ବାଚନ କମିଶନ ‘X’ ରେ ପୋଷ୍ଟ କଲେ ସମ୍ବିଧାନର ଧାରା ୩୨୬, ଜାଣନ୍ତୁ ଏଥିରେ କଣ ହୋଇଛି ଲେଖା
ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ ନିଜ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଭାରତୀୟ ସାମ୍ବିଧାନର ଧାରା ୩୨୬ର ଫଟୋ ଜାରି କରିଛନ୍ତି। ଏହି ପୋଷ୍ଟ ରାଜନୈତିକ ପରିସରରେ ଚର୍ଚ୍ଚା ଆରମ୍ଭ କରିଦେଇଛି, ଖାସକରି ବିହାରରେ…
ତୃତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: 6 ଦଫା ଦାବିରେ ଚାଲିଛି ଧର୍ମଘଟ
ଭୁବନେଶ୍ବର: ତୃତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। 6 ଦଫା ଦାବିରେ ଚାଲିଛି ଧର୍ମଘଟ। ଆଜି ବି ଗଡୁନି ବସ କି ଟ୍ରକ୍। ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ପେଟ୍ରୋଲ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ…
ଆଜିଠୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ, ଡ୍ରାଇଭର ଆନ୍ଦୋଳନ ପାଇଁ ତୈଳ ପରିବହନ ଠପ୍
ଭୁବନେଶ୍ବର: ଆଜିଠୁ ରାଜ୍ୟରେ ସମସ୍ତ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖା ଦେଇପାରେ । ଏନେଇ ଆଶଙ୍କା କରିଛନ୍ତି ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ଆଜି ଅନେକ ପେଟ୍ରୋଲ ପମ୍ପରେ ତେଲ ସରିଯିବ ବୋଲି…
IND W vs ENG W: ଭାରତୀୟ ମହିଳା ଟିମ୍ ଇଂଲଣ୍ଡରେ ରଚିଲେ ଇତିହାସ, ପ୍ରଥମ ଥର ଜିତିଲେ ଟି-୨୦ ସିରିଜ୍
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ଇତିହାସ ରଚିଛନ୍ତି। ପ୍ରଥମଥର ଇଂଲଣ୍ଡରେ ଟି-୨୦ ସିରିଜ୍ ଜିତିଛନ୍ତି ଭାରତୀୟ ମହିଳା ଟିମ୍। ଏହି ବିଜୟ ଏଥିପାଇଁ ମଧ୍ୟ ଖାସ୍, କାରଣ ବର୍ତ୍ତମାନ ବର୍ଷସାରା ମଝିରେ ମଝିରେ…
ଆଜିଠୁ ଲର୍ଡସରେ ଭାରତ-ଇଂଲଣ୍ଡ ମୁହାଁମୁହିଁ, ଟିମକୁ ଫେରିଲେ ଏହି ଖେଳାଳି
ନୂଆଦିଲ୍ଲୀ: ଐତିହାସିକ ଲର୍ଡସ ଷ୍ଟାଡିୟମରେ ଆଜିଠୁ ଭାରତ-ଇଂଲଣ୍ଡ ମୁହାଁମୁହିଁ । ଆଜିଠୁ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍ । 5 ମ୍ୟାଚ୍ ବିଶିଷ୍ଟ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ…
ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ; ଗୁରୁ ପୂର୍ଣ୍ଣିମାରେ ଏହି 5 ରାଶି ଉପରେ ବର୍ଷିବ ମାତା ଲକ୍ଷ୍ମୀଙ୍କ କୃପା…
ଓଡ଼ିଶା ଭାସ୍କର: ଆଜି ଗୁରୁବାର, ଆଷାଢ଼ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି। ଆଜି ପୂର୍ଣ୍ଣିମା ତିଥି ରାତି 2:07 ପର୍ଯ୍ୟନ୍ତ ରହିବ। ଇନ୍ଦ୍ର ଯୋଗ ଆଜି ରାତି 9:38 ପର୍ଯ୍ୟନ୍ତ ରହିବ। ଏହା ସହିତ, ପୂର୍ବାଷାଢ ନକ୍ଷତ୍ର…
ବିଜେଡିକୁ ଶକ୍ତ ଝଟ୍କା, ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ
ଭୁବନେଶ୍ବର: ବଡ଼ ଖବର । କିଛି ଦିନ ପରେ ପୁଣି ବିଜୁ ଜନତା ଦଳ (BJD)କୁ ଶକ୍ତ ଝଟ୍କା । ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ । ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ…
ଟାଙ୍କିକୁ ଆସୁନି ତେଲ, କାଲିଠୁ ମିଳିବନି ପେଟ୍ରୋଲ: ଡ୍ରାଇଭର ଆନ୍ଦୋଳନ ପାଇଁ ତୈଳ ପରିବହନ ଠପ୍
ଭୁବନେଶ୍ବର: ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଆନ୍ଦୋଳନ ଯୋଗୁଁ ବନ୍ଦ ରହିଛି ପଟ୍ରୋଲ ପମ୍ପ । ପ୍ରାୟ ୧୨ଟା ଯାଏଁ ବନ୍ଦ ରହିବା ପରେ ପେଟ୍ରୋଲ ପମ୍ପ ଖୋଲିଥିଲେ ବି କାଲିଠାରୁ ତେଲ ସଙ୍କଟ ହେବା ସମ୍ଭାବନା ସୃଷ୍ଟି ହୋଇଛି ।…