Browsing Category
Top Stories
Breaking: ପ୍ରଭାତି ପରିଡାଙ୍କ ବଡ ଘୋଷଣା, 15 ପରେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଭୁବନେଶ୍ବର: ସୁଭଦ୍ରା ଟଙ୍କା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଜାନୁଆରୀ 15ତାରିଖ ପରେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯାୟ ଟଙ୍କା ଦିଆଯିବ ବୋଲି…
ଗଣା ହେବେ କୁମ୍ଭୀର, ବନ୍ଦ ରହିବ ଭିତରକନିକା
କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ୧୪ ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ୧୪ ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକା।
ପ୍ରଥମ କରି ଭିତରକନିକା ବାହାରେ ଥିବା…
ଆସନ୍ତା ୮ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ପ୍ରବାସୀ ଭାରତୀୟ ଦିବସରେ ହେବେ ସାମିଲ
ଭୁବନେଶ୍ୱର: ଜାନୁଆରୀ ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ସଜେଇ ହୋଇଛି ରାଜଧାନୀ । ଲୋକଙ୍କ ମନରେ ବି ଉତ୍ସାହ ଦେଖିବାକୁ ମିଳିଛି ।
ଏଥିମଧ୍ୟରେ ଜାନୁଆରୀ ୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ…
ମହାକୁମ୍ଭ: ୫.୫୧ କୋଟି ରୁଦ୍ରାକ୍ଷ, ୧୧,୦୦୦ ତ୍ରିଶୂଳରେ ସଜେଇ ହେବେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
ପ୍ରୟାଗରାଜ: ମହାକୁମ୍ଭ ପାଇଁ ସଜେଇ ହେଉଛି ପ୍ରୟାଗରାଜ । କୁମ୍ଭମେଳା ଅଞ୍ଚଳର ସେକ୍ଟର-୬ସ୍ଥିତ ବଜରଙ୍ଗ ଦାସ ମାର୍ଗରେ ମୌନି ବାବାଙ୍କ ଏକ ଭବ୍ୟ ଶିବିର ପ୍ରସ୍ତୁତ କରାଯାଉଛି।
ଏଠାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଭବ୍ୟ…
ଟଏଲେଟରେ ମହିଳାଙ୍କ ସହ DSPଙ୍କ ଅସଦାଚରଣ: ଭାଇରାଲ ହେଉଛି କର୍ଣ୍ଣାଟକ ପୋଲିସର Video
ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମହିଳାଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ଏହି ଘଟଣା ମଧୁଗିରି ସବଡିଭିଜନ ସହିତ ଜଡିତ, ଯେଉଁଠାରେ ଜଣେ ମହିଳା ଜମି ବିବାଦ…
ପବନରେ ଫସିଗଲା ପାରାଚ୍ୟୁଟ, ସମୁଦ୍ରରେ ଖସିପଡିଲେ ନୌସେନା ଅଧିକାରୀ
ନୂଆଦିଲ୍ଲୀ: ଅଭ୍ୟାସ ବେଳେ ଖସିପଡିଲେ ଭାରତୀୟ ନୌସେନା ଅଧିକାରୀ । ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପ୍ରଦର୍ଶନ ସମୟରେ କୌଣସି କାରଣ ପାଇଁ ସମୁଦ୍ରରେ ଖସିପଡିଥିଲେ ଅଧିକାରୀ । ତେବେ ସୌଭାଗ୍ୟବଶତଃ ତାଙ୍କୁ ଘଟଣାସ୍ଥଳରୁ…
ଆଜି ବର୍ଷର ପ୍ରଥମ ଶନିବାର: ଭୁଲରେ ବି କରନ୍ତୁନି ଏହି କାମ, ନଚେତ ରାଗିଯିବେ ଶନି!
ନୂଆଦିଲ୍ଲୀ: ସରିଯାଇଛି ବର୍ଷ 2024 । ସମସ୍ତେ ଉତ୍ସାହର ସହିତ 2025କୁ ସ୍ବାଗତ କରିଛନ୍ତି । ତେବେ ବର୍ଷ ଆରମ୍ଭ ହେବା ପରେ ଆଜି ହେଉଛି ପ୍ରଥମ ଶନିବାର । ନଚେତ ଶନିଦେବ ରୋଷ କରିପାରନ୍ତି ବୋଲି କିଛି ଜୋର୍ତିବିଦ…
ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମଙ୍କ ବିୟାଗ, ପୋଖରାନ୍ ପରୀକ୍ଷଣରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ: ଆରପାରିରେ ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
କିଛି ଦିନରୁ ସେ ବୟସାଧିକ ସମସ୍ୟା ଯୋଗୁଁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ…
ସେନା ଦିବସରେ ଜଲୱା ଦେଖାଇବ ‘ରୋବୋଟିକ୍ ଡଗ୍’, ଜାଣନ୍ତୁ ଏହାର ବିଶେଷତ୍ୱ
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୫ରେ ପୁଣେରେ ସେନା ଦିବସ ପାଳନ କରାଯିବ | ପୁଣେରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ |
ଏଥର ଆୟୋଜିତ ହେବାକୁ ଥିବା ଆର୍ମି ଡେ ପ୍ୟାରେଡରେ ବିଶେଷ ଆକର୍ଷଣ ସାଜିବେ…
ରେଳବାଇ ବୋର୍ଡର ବଡ଼ ନିଷ୍ପତ୍ତି, ଦଶମ ପାସ୍ ପ୍ରାର୍ଥୀଙ୍କୁ ମଧ୍ୟ ମିଳିବ ଲେବଲ-୧ ପଦବୀ ପାଇଁ ସୁଯୋଗ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଲେବଲ-୧ (ପୂର୍ବ ଗ୍ରୁପ୍ ଡି) ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ ବୋର୍ଡ।
ଏବେ ଦଶମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀ…