Browsing Category
Top Stories
Weekly Love Horoscope : ପ୍ରେମୀଯୁଗଳଙ୍କ ପାଇଁ କେମିତି କଟିବ ସପ୍ତାହ, ପ୍ରେମରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି
ନୂଆଦିଲ୍ଲୀ: କେହି ନୂଆ ପ୍ରେମ ପାଇବେ, ତ କେହି ସମ୍ପର୍କର ଗଭୀରତା ବୃଦ୍ଧି କରିବେ । ଜାଣନ୍ତୁ ପ୍ରେମ ପାଇଁ ସପ୍ତାହଟି କେମିତି କଟିବ
ମେଷ: ସପ୍ତାହଟି ପ୍ରେମପୂର୍ଣ୍ଣ ମୁହୂର୍ତ୍ତ ସହିତ ଆରମ୍ଭ ହେବ- ଯଦି ଆପଣ ଏକ…
ସ୍ବାମୀ ଜାଣିଦେଲା ଚୋରା ପିରତି..ଏହାକୁ ନେଇ ଧୋକେବାଜ ସ୍ତ୍ରୀ କଲା କଳହ, ପରେ ପ୍ରେମିକ ସହିତ ମିଶି ତକିଆ ମଡାଇ କଲା ହତ୍ୟା
ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କ ଅସୁସ୍ଥ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ସ୍ତ୍ରୀ ହତ୍ୟାକୁ ପ୍ରାକୃତିକ ମୃତ୍ୟୁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ…
ଡାହାଣୀ ସନ୍ଦେହରେ ବର୍ବର କାଣ୍ଡ… ଗୋଟିଏ ପରିବାରର 5ଜଣଙ୍କୁ ପିଟିପିଟି ହତ୍ୟା, ପରେ ଘରେ ଲଗାଇଦେଲେ ନିଆଁ
ନୂଆଦିଲ୍ଲୀ: ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଗୁଣିଗାରେଡ଼ି ପାଇଁ ଜୀବନ ଯାଉଛି । ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା କରାଯାଇଛି ।…
Wiaan Mulder: ୱାଇଆନ୍ ମୁଲଡର ଜାଣିଶୁଣି ଭାଙ୍ଗି ନଥିଲେ କି ଲାରାଙ୍କ ୪୦୦ ରନ୍ ରେକର୍ଡ ? ୩୬୭ ରନରେ ଘୋଷଣା କରିଥିଲେ..
ନୂଆଦିଲ୍ଲୀ: ଗୋଟିଏ ଟେଷ୍ଟ ଇନିଂସରେ ସର୍ବାଧିକ ରନ କରିବାର ରେକର୍ଡ ଗତ 21 ବର୍ଷ ଧରି ବ୍ରାଏନ୍ ଲାରାଙ୍କ ନାମରେ ରହିଛି । ଏହା ପରେ ଅନେକ ଖେଳାଳି 300 ରନ ଅତିକ୍ରମ କରିଥିଲେ, କିନ୍ତୁ ଲାରାଙ୍କ ରେକର୍ଡ ଭାଙ୍ଗିପାରିଲେ…
ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ନବୀନ ପଟ୍ଟନାୟକ, ହେଲେ ଆଜି ଫେରିବେନି ଓଡ଼ିଶା
ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ।
ଡିସଚାର୍ଜ ହେଲେ ନବୀନ-…
Viral Video: ୬ ମିନିଟ୍ରେ ୧୬ ଫୁଟ ଲମ୍ବା କିଙ୍ଗ କୋବ୍ରାକୁ ନିୟନ୍ତ୍ରଣ କଲେ ମହିଳା ବନ ଅଧିକାରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: କେରଳର ବନ ବିଭାଗ ଅଧିକାରୀ ଜିଏସ୍ ରୋଶନି ତାଙ୍କ ସାହସିକତା ଏବଂ ଆଶ୍ଚର୍ଯ୍ୟଜନକ ସାପ ଧରିବା ଦକ୍ଷତାରେ ନେଟିଜେନଙ୍କ ହୃଦୟ ଜିତିଛନ୍ତି । ସେ ସମ୍ପ୍ରତି ଏକ ୧୬ ଫୁଟ ଲମ୍ବା କିଙ୍ଗ କୋବ୍ରା ଉଦ୍ଧାର…
ଏପରି ବ୍ୟକ୍ତି ଖାଇବା କଥା ନୁହେଁ ଅଣ୍ଡା ପରଟା, ନଚେତ୍ ଭୋଗିପାରନ୍ତି ବଡ଼ ସ୍ବାସ୍ଥ୍ୟ ସମସ୍ୟା
ନୂଆଦିଲ୍ଲୀ: ପ୍ରୋଟିନ୍ ଏବଂ ଶକ୍ତିର ଏକ ଭଲ ଉତ୍ସ ଭାବରେ ବିବେଚିତ ଅଣ୍ଡା ପରଟା କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କେତେକ ଲୋକଙ୍କୁ ଏହାଠାରୁ ଦୂରେଇ ରହିବା ପାଇଁ କହିଛନ୍ତି ।…
ସାବଧାନ ! ଏହି ଫୋନ୍ଗୁଡ଼ିକରେ କାମ କରିବ ନାହିଁ WhatsApp, କିଣିବା ପୂର୍ବରୁ ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ WhatsApp ଏହାର ସିଷ୍ଟମ ଆବଶ୍ୟକତାରେ ପରିବର୍ତ୍ତନ ଆଣିଛି, ଯାହା ଫଳରେ ଅନେକ ପୁରୁଣା ସ୍ମାର୍ଟଫୋନ୍ରେ ଏହା କାମ କରିବ ନାହିଁ। ମେଟା ମାଲିକାନାରେ ଥିବା…
(Video) ଛେପ ମିଶା କ୍ଷୀର..ସିସିଟିଭିରେ କଏଦ ହେଲା କ୍ଷୀରବାଲାର କାରନାମା, ଡେଲିଭରୀ ପୂର୍ବରୁ ମିଶାଉଥିଲା ଛେପ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ କ୍ଷୀରବାଲା ସିସିଟିଭି କ୍ୟାମେରାରେ କ୍ଷୀରରେ ଛେପ ପକାଉଥିବାର ଦେଖାଯାଇଛି । ଗୋମତୀ ନଗର ବାସିନ୍ଦା ଲଭ…
ବ୍ୟାଙ୍କଗୁଡ଼ିକ ସମ୍ବନ୍ଧରେ ବଡ଼ ଖବର: ମିନିମମ୍ ବ୍ୟାଲେନ୍ସ ନେଇ ଆସିଲା ନୂଆ ଅପଡେଟ
ନୂଆଦିଲ୍ଲୀ : ଭାରତର ଅନେକ ପ୍ରମୁଖ ସରକାରୀ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ରାହତ ଘୋଷଣା କରିଛନ୍ତି। ଏବେ ସେଭିଙ୍ଗସ୍ ଆକାଉଣ୍ଟରେ ମିନିମମ୍ ବ୍ୟାଲେନ୍ସ (ସର୍ବନିମ୍ନ ଜମା ରାଶି) ରଖିବା ବାଧ୍ୟତାମୂଳକ ନୁହେଁ।…