Browsing Category
Top Stories
୨୦୨୩ ଶେଷ ସୁଦ୍ଧା ଭୁବନେଶ୍ୱରରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ କାମ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଟିରେ ଦୌଡିବ ମେଟ୍ରୋ ଟ୍ରେନ୍ । ଚଳିତବର୍ଷ(୨୦୨୩) ଶେଷ ସୁଦ୍ଧା ଭୁବନେଶ୍ୱରରେ ଏହି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ।…
ସୁନା ୩୦୦ ଟଙ୍କାରୁ ଅଧିକ ହ୍ରାସ ପାଇ ୬୦୦୫୨ ଓ ରୂପା ୧୦୦ ଟଙ୍କା ହ୍ରାସ ପାଇ ରହିଛି ୭୦୧୯୧ଟଙ୍କା
ନୂଆଦିଲ୍ଲୀ:ସୁନା ଓ ରୂପା ଦର ଚଳିତ ସପ୍ତାହରେ ଲଗାତର ଉପର ତଳ ହେବାରେ ଲାଗିଛି । ତେବେ ଏବେ ଦର ହ୍ରାସ ପ୍ରକିୟା ଜାରି ରହିଛି । ରୂପା ମୂଲ୍ୟ ଗତ ୨୦ ଦିନରେ ୭୦୦୦ଟଙ୍କା ଓ ସୁନା ୧୭୦୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି…
ICC WTC FINALରେ କେତେ ଟଙ୍କା ପାଇବ ବିଜେତା? ଘୋଷଣା ହେଲା ୨୦୨୧-୨୩ ର ପୁରସ୍କାର
ନୂଆଦିଲ୍ଲୀ: ଆସନ୍ତା ଜୁନ ୭ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ତେବେ ଏହାପୂର୍ବରୁ ଆଜି ଫାଇନାଲ ମ୍ୟାଚର ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଇଂଲଣ୍ଡର…
ସତ୍ୟେନ୍ଦ୍ର ଜୈନଙ୍କୁ ୬ ସପ୍ତାହ ପାଇଁ ମିଳିଲା ଜାମିନ: ଗୋଟିଏ ବର୍ଷ ପରେ ଜେଲରୁ ବାହାରିବେ, ଦିଲ୍ଲୀରୁ ବାହାରକୁ ଯିବାର ଅନୁମତି ନାହିଁ
ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି । କୋର୍ଟ ସତ୍ୟେନ୍ଦ୍ରଙ୍କୁ ୬ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି । ନିକଟରେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ: କଲ୍ ଟ୍ରେସ୍ କରି ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଳମ୍ବିତ ରାତିରେ ମୃତ୍ୟୁ ଧମକ ମିଳିଛି । ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଏହି ଧମକ ଦିଆଯାଇଛି । ଏହି ଧମକ କଲ୍ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି…
ନବ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ: ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲା କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ମାମଲାରେ ଦାଖଲ ହୋଇଛି ୫୪୩ ପୃଷ୍ଠାର ଏକ ଚାର୍ଜସିଟ୍ ।…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜଦଣ୍ଡ ବା ସେନଗୋଲ ପ୍ରଦାନ କରିବାକୁ ଯାଉଥିବା ପୂଜାରୀଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ:ଯେଉଁ ପୂଜାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜଦଣ୍ଡ ବା ସେନଗୋଲ ପ୍ରଦାନ କରିବେ ସେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି ନରେନ୍ଦ୍ର ମୋଦି ୨୦୨୪ରେ ପୁନର୍ବାର…
୨୨ ବର୍ଷ ପରେ ଫେରୁଛି ଗଦର:ଏକ ପ୍ରେମ କଥା
ମୁମ୍ବାଇ : ଫିଲ୍ମ ଦୁନିଆକୁ ପୁଣି ଫେରୁଛି ଗଦର : ଏକ ପ୍ରେମ କଥା ,ଏହା ସନି ଦେୱଲଙ୍କର ସୁପର ହିଟ ଫିଲ୍ମରେ ଗଣତି ହେବାକୁ ଯାଉଛି । ୨୦୦୧ ମସିହା ପ୍ରଥମେ ଯେତେବେଳେ ଗଦର ଫିଲ୍ମଟି ଆସିଥିଲା ,ସେହି ସମୟରେ ଦର୍ଶକ…
ଜୁନ୍ ୧ରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ଲୋକଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ
ନୂଆଦିଲ୍ଲୀ: ଆଗାମୀ କିଛି ଦିନରେ ମେ ମାସ ଶେଷ ହେବ ଏବଂ ଏହା ପରେ ଜୁନ୍ ମାସ ଆରମ୍ଭ ହେବ । ଯେହେତୁ ପ୍ରତ୍ୟେକ ମାସର ୧ ରୁ ଅନେକ ପରିବର୍ତ୍ତନ ହୁଏ, ସେଥିପାଇଁ ଏଥର ମଧ୍ୟ ଜୁନ୍ ୧ ରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି…
୯ ବର୍ଷରେ ମୋଦୀ ସରକାରଙ୍କ ଯାତ୍ରା: ନୋଟବନ୍ଦ, ୩୭୦ ସହ ନେଇଛନ୍ତି ଏହି ଐତିହାସିକ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଜି ନିଜ କାର୍ଯ୍ୟକାଳର ୯ବର୍ଷ ପୂରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୪ ମେ' ୨୬ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି କାର୍ଯ୍ୟକାଳ ଆରମ୍ଭ କରିଥିଲେ । ତେବେ ଏହି ୯ ବର୍ଷ…