fbpx
Browsing Category

Top Stories

IRCTC Tour Package: ମାତ୍ର ୬୧୫ ଟଙ୍କାରେ ଟିକେଟ ବୁକିଂ କରନ୍ତୁ, ଶସ୍ତାରେ ଦକ୍ଷିଣ ଭାରତ ବୁଲନ୍ତୁ

ନୂଆଦିଲ୍ଲୀ: ଆଗକୁ ଥଣ୍ଡା ସିଜିନ ଆସୁଥିବା ବେଳେ ଏହି ସମୟରେ ନୂଆ ନୂଆ ସ୍ଥାନ ପରିଦର୍ଶନ କରିବାର ମଜା ଅଲଗା । ତେବେ ଯଦି ଆପଣମାନେ ଭ୍ରମଣପ୍ରିୟ ତେବେ ଆପଣଙ୍କ ପାଇଁ ଏକ ଖାସ୍ ସୁଯୋଗ ଆସିଛି । ଆପଣ ମାତ୍ର ୬୧୫ ଟଙ୍କାରେ…

OSSC ଚଳିତ ବର୍ଷ ଠାରୁ ଆୟୋଜନ କରିବ ଏକକ ଯୋଗ୍ୟତା ପରୀକ୍ଷା: ସ୍ନାତକ, ସ୍ନାତକୋତ୍ତର, ଟେକ୍ନିକାଲ ପଦବୀର ପରୀକ୍ଷା ଢାଞ୍ଚା ବଦଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ନିଯୁକ୍ତି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଚଳିତ ବର୍ଷଠାରୁ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ପ୍ରକ୍ରିୟା । ଏଣିକି ଏକକ ଯୋଗ୍ୟତା…

OHPC ତରଫରୁ ବାହାରିଲା ଅନେକ ପଦବୀ, ରାଜ୍ୟ ଛାତ୍ରଛାତ୍ରୀମାନେ ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ତରଫରୁ ଅନେକ ଚାକିରି ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ…

Air Pollution କାରଣରୁ ହେଉଛି Heart Attack ଓ ଶ୍ୱାସ ସମ୍ବନ୍ଧୀୟ ରୋଗ! ଧୂଳି, ଧୂଆଁ ଓ ପ୍ରଦୂଷଣଠାରୁ ଦୂରେଇ ରୁହନ୍ତୁ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଏହି କାରଣରୁ ଶ୍ୱାସ ସମ୍ବନ୍ଧୀୟ ବିମାରୀ ହେବାର ଆଶଙ୍କା ରହିଛି । ମାତ୍ର ଏହାଦ୍ୱାରା ହାର୍ଟ ରୋଗ ମଧ୍ୟ ହୋଇପାରେ । ଦିଲ୍ଲୀ ଓ ଏନସିଆର…

ଧନତେରସରେ କାହିଁକି କିଣନ୍ତି ସୁନା ଓ ପିତ୍ତଳ ? ଜାଣନ୍ତୁ ଏହା ପଛର ପ୍ରକୃତ ମହତ୍ୱ ଏବଂ କାରଣ

ପ୍ରତିବର୍ଷ ଧନତେରସ କିମ୍ବା ଧନତ୍ରୟୋଦଶୀ ତିଥିରେ ସୁନା, ରୂପା, ପିତ୍ତଳ ଇତ୍ୟାଦିରେ ନିର୍ମିତ ମୂଲ୍ୟବାନ ଜିନିଷ କିଣିବାର ପରମ୍ପରା ରହିଛି | କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପର୍ବ ପାଳନ…

ବାତ୍ୟା ସୂଚନା: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆଗକୁ କେବଳ ବର୍ଷା ଭୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରୁ ଏବେ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଫେରିଯାଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦେଶରୁ ବିଦାୟ ନେବାର ସମ୍ଭାବନା ରହିଛି । । ଆସନ୍ତା ୨୩ ତାରିଖ ରାତିରୁ ରାଜ୍ୟରେ ବର୍ଷା…

ଘୃଣ୍ୟ ଭାଷଣ ଦେଉଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର, ତିନି ରାଜ୍ୟଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘୃଣ୍ୟ ଭାଷଣ ଦେଉଥିବା ଲୋକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏନେଇ ଦେଶର ତିନୋଟି ରାଜ୍ୟ ବିରୋଧରେ ସୁପିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଘୃଣ୍ୟ ଭାଷଣ…

T-20 World Cup: ଆଜିଠାରୁ ସୁପର-୧୨ ପର୍ଯ୍ୟାୟ ଆରମ୍ଭ, କେବେ ଓ କାହା ସହ ଖେଳିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟର ମୁକାବିଲା ଆଜିଠାରୁ ଆରମ୍ଭ ହେବ । ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ସିଡନୀରେ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଓ…

ରାଶିଫଳ(ଶନିବାର,୨୨ ଅକ୍ଟୋବର,୨୦୨୨)

ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ। ବ୍ୟାପାରରେ ଲାଭ ହେବାର…

PM Modi ଏତେ ଶକ୍ତିଶାଳୀ କେମିତି ହେଲେ: ଗୁଜରାଟର CMରୁ ଭାରତବର୍ଷର PM, ଦୀର୍ଘ ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେବଳ ଭାରତରେ ନୁହେଁ, ବିଶ୍ୱର ଜଣେ ଅନ୍ୟତମ ଶ୍ରେଷ୍ଠ ରାଜନେତା । ଗୁଜରାଟର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର…