Browsing Category

Top Stories

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଆଜକୁ ଦୁଇଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରିଥିଲେ । ଫଳରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ…

କ୍ରାଇମ୍ ସ୍ପଟରେ କ୍ରାଇମବ୍ରାଞ୍ଚର ଛାନଭିନ୍: ନବ ଦାସଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର, SIT ତଦନ୍ତ ହେଉ-କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ଏବେ ସାରା ରାଜ୍ୟ ପଡ଼ୁଛି ଉଠୁଛି । ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ କାହିଁକି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କଲେ ତା’ର…

ବଜେଟ ଆଲୋଚନା ପୂର୍ବରୁ ଭାରତ ପାଇଁ ଦରର ଆକଳନ, ଜାଣନ୍ତୁ ମହଙ୍ଗା ରହିବ ନା ସମାନ ରହିବ ଦରଦାମ

ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇସାରିଛି । ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ତେବେ ଆଜି କେବଳ ଅଧିବେଶନ ଆରମ୍ଭ ହୋଇଛି ସତ କିନ୍ତୁ କାଲିଠାରୁ ସମସ୍ତ ବଜେଟ…

ସାଇବର ସୁରକ୍ଷା ପାଠ ପଢ଼ିବେ UG ଓ PG ଛାତ୍ରଛାତ୍ରୀ: ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ UGCର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସାଇବର ଅପରାଧ ଓ ଡିଜିଟାଲ ଠକେଇ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଦିନକୁ ଦିନ ଦେଶରେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ସୁରକ୍ଷା ଦିଗରେ ସଚେତନ…

ବିବାହିତ ମହିଳାମାନେ ସିନ୍ଦୁର ଲଗାଇବା ସମୟରେ ଆପଣାନ୍ତୁ ଏହି ଉପାୟ; ବଢିବ ସ୍ୱାମୀଙ୍କ ଆୟୁଷ, ମିଳିବ ଐଶ୍ୱର୍ଯ୍ୟ

ହିନ୍ଦୁ ଧର୍ମରେ ଅନେକ ପ୍ରଥା ପରମ୍ପରା ଏବଂ ରିତିନିତି ରହିଛି । ଯାହାକୁ ସମସ୍ତେ ସମ୍ମାନର ସହ ପାଳନ କରନ୍ତି । ତେବେ ଏହି ଧର୍ମରେ ୧୬ ଶୃଙ୍ଗାର ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ଯାହାକି ଜଣେ ବିବାହିତ ସଧବା ନାରୀ ପାଇଁ…

ସଂସଦର ବଜେଟ୍ ଅଧିବେଶନ: ଆରମ୍ଭ ହେଲା ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ…

BJP ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଘରେ ପଶି ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଘରେ ପଶି ଆକ୍ରମଣ କରାଯାଇଛି । ଏନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ବିଜେପିର କର୍ମକର୍ତ୍ତା ପଦରୁ ତଡ଼ା…

ବକ୍ସ ଅଫିସର ବାଜିଗର ବନିଲେ ଶାହରୁଖ, ୬ଦିନରେ ଏତିକି ପାରିକଲା ଫିଲ୍ମ ପଠାନ

ମୁମ୍ବାଇ: ମଜବୁତ ରୋଜଗାର ପରେ ପଠାନ ପିଲ୍ମ ପାଇଁ ପରୀକ୍ଷାର ସମୟ ଆରମ୍ଭ ହୋଇସାରିଛି । ଶାହାରୁଖ ଫିଲ୍ମକୁ ଲଙ୍ଗ ୱିକେଣ୍ଡର ଜବରଦସ୍ତ ଫାଇଦା ମିଳିଛି । ଫିଲ୍ମ ୫ଦିନରେ ୫୦୦ କୋଟି ପାର କରିଛି । ହେଲେ ଅସଲି ପରୀକ୍ଷା…

ରାଶିଫଳ(ମଙ୍ଗଳବାର,୩୧ ଜାନୁଆରୀ,୨୦୨୩)

ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ…

Budget 2023: ୩୫ଟି ସାମଗ୍ରୀର Custom Duty ବଢ଼ିବ, ତାଲିକା ପ୍ରସ୍ତୁତ କଲା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ!

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ୨୦୨୩ ଆଗତ କରିବେ । ତେବେ ବଜେଟ ପରେ କ’ଣ ହେବ ଶସ୍ତା ଆଉ କ’ଣ ହେବ ମହଙ୍ଗା ତାହାକୁ ନେଇ ସାରା ଦେଶବାସୀ ଚାହିଁ ରହିଛନ୍ତି…