fbpx
Browsing Category

Top Stories

ଆପଣଙ୍କ ହାତରେ ଅଛି କି ଏହି ସବୁ ଚିହ୍ନ: ମିଳିଥାଏ ଅନେକ ସଫଳତା ବଦଳିଯାଏ ଭାଗ୍ୟ

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ,ବାସ୍ତୁ ଶାସ୍ତ୍ର ପରି ହସ୍ତରେଖା ଶାସ୍ତ୍ର ମଧ୍ୟ ରହିଛି । ଯାହା ମାଧ୍ୟମରେ ହସ୍ତରେଖା ବିଶାରଦମାନେ ହାତ ପାପୁଲି ଦେଖି ବ୍ୟକ୍ତିର ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ ଅନେକ କଥା କହି…

ଜମ୍ମୁ କଶ୍ମୀର ବିଧାନସଭା ଭୋଟ କେଉଁମାନେ ଦେଇପାରିବେ: କ’ଣ ରହିଛି ନିୟମ, ଜାରି ହେଲା ଆଦେଶନାମା

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ସେଥିପାଇଁ ୧ ମାସ ମଧ୍ୟରେ ଭୋଟର ସୂଚୀ ପ୍ରକ୍ରିୟା ସମାପ୍ତ କରାଯିବାର ସମ୍ଭାବନା ରହିଛି । ଏହା ମଧ୍ୟରେ ଜମ୍ମୁର ଡେପୁଟି…

ଖୁବ ଶୀଘ୍ର ଏସ୍‌ବିଆଇ କଲ୍ ସେଣ୍ଟର ରୂପରେ ଆସୁଛି ପରିବର୍ତ୍ତନ ;ଜାଣନ୍ତୁ ନୂଆ ନିୟମ

ମୁମ୍ବାଇ: ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ କମ୍ପାନୀ କଲ୍‌ ସେଣ୍ଟର ସ୍ଥାପନ କରିଥାନ୍ତି । ଭାରତର ଅଗ୍ରଣୀ ଜାତୀୟକରଣ ବ୍ୟାଙ୍କଭାବେ ମାନ୍ୟତା ପାଇଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ) ଖୁବଶୀଘ୍ର…

କରୋନା ମୃତ୍ୟୁକୁ ନେଇ ICMR ବୈଜ୍ଞାନିକଙ୍କ ବଡ଼ ଖୁଲାସା: ସୁସ୍ଥ ଓ ଅସୁସ୍ଥଙ୍କ ଠାରେ ଭ୍ୟାକ୍ସିନର ପ୍ରଭାବ ଅଲଗା

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଆସିଛି । ଏହା ମଧ୍ୟରେ ଅଧିକାଂଶ ଲୋକ କୋଭିଡର ପ୍ରଥମ ଓ ଦ୍ୱିତୀୟ ଡୋଜ ନେଇସାରିଥିବା ବେଳେ ବୁଷ୍ଟର ଡୋଜ୍ ଜାରି…

କାରୱା ଚୌତ ଦିନ କେତେ ବେଳେ ଚାନ୍ଦକୁ ଦେଖିବା ଆପଣଙ୍କ ପାଇଁ ହେବ ଶୁଭ , ଜାଣନ୍ତୁ ଶୁଭ ସମୟ

ନୂଆଦିଲ୍ଲୀ: ଗୁରୁବାର ଦିନ, ସଧବା ନାରୀ ମାନେ ଦିନସାରା ନିର୍ଜଳ ରହି କାରୱା ଚୌଥ ପାଇଁ କଠୋର ଉପବାସ ପାଳନ କରିବେ। କାରୱା ଚୌଥ ହେଉଛି ଏକ ପୂଜା । ଯାହାକୁ ସଧବା ନାରୀ ମାନେ ତାଙ୍କ ସ୍ୱାମୀଙ୍କ ପାଇଁ କରନ୍ତି।…

Infosys ଅଧ୍ୟକ୍ଷ ରବି କୁମାରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆଇଟି ମେଜର ଇନଫୋସିସର ଅଧ୍ୟକ୍ଷ ପଦରୁ ରବି କୁମାର ଏସ ଇସ୍ତଫା ଦେଇଛନ୍ତି । କମ୍ପାନୀ ପକ୍ଷରୁ ଏନେଇ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚନା ଦିଆଯାଇଛି । ରବିଙ୍କ କାର୍ଯ୍ୟ ଦକ୍ଷତା ବଳରେ ବୋର୍ଡ ଅଫ୍ ଡାଇରେକ୍ଟର୍ସ…

ରାଶିଫଳ(ବୁଧବାର,୧୨ ଅକ୍ଟୋବର,୨୦୨୨)

ମେଷ - ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ସହଯୋଗ ଏବଂ ଲାଭ ପାଇବେ,ମାତ୍ର ଚର୍ମରୋଗ ଏବଂ ଆଣ୍ଠୁଗଣ୍ଠି ଜନିତ ପିଡା ଭୋଗିବେ, ବ୍ୟବସାୟରେ ଲାଭ ପାଇବେ, ଚାକିରିରେ ପଦମର୍ଯ୍ୟଦା ପାଇବେ, ନୁତନ ବ୍ୟବସାୟ ଆରମ୍ଭ କିମ୍ବା…

ଭିଜିଲାନ୍ସ ଜାଲରେ ଛନ୍ଦିହେଲେ କନିଷ୍ଠ କିରାଣି: ଏକକାଳୀନ ୫ ଟି ଜାଗାରେ ରେଡ୍

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡୁଛନ୍ତି । ପୂର୍ବରୁ ଅନେକ ସରକାରୀ କର୍ମଚାରୀ ଏହି ଭିଡିଲାନ୍ସ ହାତରେ ଧରା…

NASA ର ଡାର୍ଟ ମିଶନ ; ପୃଥିବୀକୁ ରକ୍ଷା କରିବାରେ ମିଳିଲା ସଫଳତା

ନୂଆଦିଲ୍ଲୀ: ପୃଥିବୀକୁ ମହାକାଶରୁ ରକ୍ଷା କରିବା ପାଇଁ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ଡାର୍ଟ ମିଶନର ଫଳାଫଳ ପ୍ରକାଶ କରିଛି। ଏକ ନାସା ମହାକାଶଯାନ ଲକ୍ଷ ଲକ୍ଷ ମାଇଲ ଦୂରରେ ଥିବା ଏକ କ୍ଷତିକାରକ ଆଷ୍ଟେରଏଡ…

ଅଣ୍ଡର-୧୭ ମହିଳା ବିଶ୍ୱକପ: କଳିଙ୍ଗ ଷ୍ଟାଡିୟମରେ ପ୍ରାଧାନ୍ୟ ବିସ୍ତାର କଲା ଆମେରିକା, ୮-୦ ହାରିଲା ଭାରତ

ଭୁବନେଶ୍ୱର: ଆଜିଠାରୁ ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଭାରତ ଏହାର ପ୍ରଥମ ମୁକାବିଲାରେ ଆମେରିକାଠାରୁ ୮-୦ ପରାଜୟର ସମ୍ମୁଖୀନ ହୋଇଛି। ଆମେରିକା ସମ୍ପୂର୍ଣ୍ଣ ମ୍ୟାଚରେ ପ୍ରାଧାନ୍ୟ…