Browsing Category

Top Stories

ରଥଯାତ୍ରା ପରଦିନଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି: ଡ.ଅରବିନ୍ଦ ପାଢୀ

ପୁରୀ: ରତ୍ନଭଣ୍ଡାର ମରାମତି ନେଇ ଅରବିନ୍ଦ ପାଢୀଙ୍କ ସୂଚନା । ରଥଯାତ୍ରା ପରଠୁ ରତ୍ନଭଣ୍ଡାର କାମ ଆରମ୍ଭ ହେବ । 28 ତାରିଖରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଏପ୍ରିଲ୍ 29ରୁ ଜୁନ୍ 27 ତାରିଖ ଯାଏଁ…

ସ୍ନାନମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ମହାପ୍ରଭୁ, ଲୋକାରଣ୍ୟ ବଡଦାଣ୍ଡ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । 108 ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ଦିବ୍ୟସ୍ନାନ ପରେ ଶ୍ରୀଜିଉଙ୍କୁ ଗଜାନନ ବେଶରେ ଦର୍ଶନ କରିଛନ୍ତି ଭକ୍ତ । ଦୁର୍ଲଭ ଗଜାନନ ବେଶ ଦେଖୁଛନ୍ତି…

MKCGରେ ବିରଳ ଅସ୍ତ୍ରୋପଚାର, ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସରୁ ବାହାରିଲା ତୀର

ବ୍ରହ୍ମପୁର: ଏମକେସିଜିରେ ବିରଳ ଅସ୍ତ୍ରୋପଚାର। ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସ୍ ମଧ୍ୟରୁ ତୀରକୁ ବାହାର କଲେ ଡାକ୍ତରୀ ଟିମ୍। ଆଉ ପୁଣି ଥରେ କମାଲ କରି ଦେଖାଇଛନ୍ତି, ଏମକେସିଜି ସିଟିଭିଏସ୍ ବିଭାଗର ବିଭାଗୀୟ…

ଦିନକୁ ଦିନ ବଢିଚାଲିଛି ପାକିସ୍ତାନର ଦାରିଦ୍ର ହାର, ପୋଲ ଖୋଲିଲା ବିଶ୍ବ ବ୍ୟାଙ୍କ୍

ନୂଆଦିଲ୍ଲୀ: ପାକିସ୍ତାନରେ ଲଗାତାର ବଢିଚାଲିଛି ଉତ୍କଟ ଦାରିଦ୍ର ହାର । ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ଦେଶ ହୋଇପାରେ, କିନ୍ତୁ ଉଭୟଙ୍କ ପରିସ୍ଥିତି ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ବିଶ୍ୱ ବ୍ୟାଙ୍କର ଏକ ନୂତନ ତଥ୍ୟରୁ…

OSOU Foundation Day: ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଦଶମ ପ୍ରତିଷ୍ଠା ଦିବସ

ସମ୍ବଲପୁର : ସମ୍ବଲପୁର ବଡ଼ସିଙ୍ଗାରି ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ନୂତନ କୋଠା ପରିସରରେ ଦଶମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ…

ରଜରେ ଭିଜିବ ଓଡ଼ିଶା, ଆଗାମୀ 7 ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ଏଥର ରଜରେ ଭିଜିବ ସାରା ଓଡ଼ିଶା । 14ରୁ 16 ମଧ୍ୟରେ ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । 14 ରୁ 16 ଜୁନ ମଧ୍ୟରେ ଉତ୍ତର ବଙ୍ଗୋପ ସାଗରେ ଲଘୁଚାପର ସମ୍ଭାବନା ରହିଛି ।…

କେଶ ଝଡିବା ଆଉ ଚନ୍ଦାପଣକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ପାୱାରଫୁଲ ଟିପ୍ସ…

ଓଡ଼ିଶା ଭାସ୍କର: କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍‌ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏବଂ…

100x ସୁପର୍ ଜୁମ ସହିତ ଲଞ୍ଚ ହେଲା VIVO 5G ସ୍ମାର୍ଟଫୋନ୍, Samsung, OnePlus, Xiaomi ର ବଢିଲା ଟେନସନ୍

ଓଡ଼ିଶା ଭାସ୍କର: ଭାରତରେ ଲଞ୍ଚ ହେଲା Vivo ର ଧମାକାଦାର ଫୋନ୍। ଗତ କିଛି ମାସ ଧରି ଚର୍ଚ୍ଚାରେ ରହୁଆସୁଥିବା ଭିଭୋର ନୂତନ 5G ସ୍ମାର୍ଟଫୋନ୍ T4 Ultra ଭାରତରେ ଲଞ୍ଚ କରିଛି । ଏହି Vivo ଫୋନ୍ 100x ସୁପର ଜୁମ୍ ସମେତ…

SSC CGL 2025: ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, 14582 ପଦବୀରେ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ: ଯଦି ଆପଣ କେନ୍ଦ୍ର ସରକାରଙ୍କ ପାଇଁ କାମ କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି । ଷ୍ଟାଫ୍ ସିଲେକ୍ସନ୍ କମିଶନ (SSC) କମ୍ବାଇନ୍ ସ୍ନାତକ ସ୍ତରୀୟ ପରୀକ୍ଷା (SSC CGL 2025)…

ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କଲା ବଡ଼ ପରିବର୍ତ୍ତନ, ୧୯ ବର୍ଷୀୟ ଦ୍ରୁତ ବୋଲରଙ୍କୁ କରାଗଲା ଟିମରେ ସାମିଲ୍‌

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚର ସିରିଜ ୨୦ ଜୁନ ୨୦୨୫ରେ ଖେଳାଯିବ। ସିରିଜ ପୂର୍ବରୁ ଇଂଲଣ୍ଡ ଟିମକୁ ଏକ ବଡ଼ ଝଟକା ଲାଗିଛି। ଟିମର ଦ୍ରୁତ ବୋଲର ଜୋଶ ଟଙ୍ଗ ଆହତ ହୋଇଯାଇଛନ୍ତି। ଯାହା ପାଇଁ…