Browsing Category
Top Stories
ବିମାନ ଯାତ୍ରା ପରେ ରେଲୱେର ବଡ଼ ପଦକ୍ଷେପ: ଏଣିକି ଅଧିକ ଲଗେଜ ନେଲେ ଦେବାକୁ ପଡିବ ଜୋରିମାନା
ନୂଆଦିଲ୍ଲୀ: ଏଣିକି ଯାତ୍ରା କରିବା ପାଇଁ ଘରୁ ବାହାରିବା ପୂର୍ବରୁ ନିଜ ଲଗେଜର ଓଜନ ନିଶ୍ଚିତ ଯାଞ୍ଚ କରନ୍ତୁ । ଯେଉଁ ଜିନିଷର ଆବଶ୍ୟକତା ନାହିଁ, ତାହାକୁ ସାଙ୍ଗରେ ନିଅନ୍ତୁ ନାହିଁ । ଏହାକୁ ହଟାଇଦେବା ଉଚିତ୍, ନଚେତ୍…
ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ: ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ
ପୁରୀ(ଓଡ଼ିଶା ଭାସ୍କର): ଆଉ କିଛି ସମୟ ପରେ ୩ ରଥ ନେବେ ଦକ୍ଷିଣ ମୋଡ଼ । ଏହାରି ମଧ୍ୟରେ ଆସିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶରଧାବାଲିରେ ଦକ୍ଷିଣ ମୋଡ଼ ନେବେ ୩ ରଥ ।…
ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା କରିପାରିବେ ରି-ଚେକିଂ, ଜାଣନ୍ତୁ କେବେଠୁ ଆବେଦନ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନୁଷ୍ଠାନିକ ଭାବେ ଆଜି ମାଟ୍ରିକ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା ରି-ଚେକିଂ କରାଇପାରିବେ । ରି-ଚେକିଂ…
ଜନ୍ମ ନେଲା ଅଜବ ଶିଶୁ: ଚାରିଟି ହାତ ଚାରିଟି ଗୋଡ ଦେଖି ଲୋକେ କହିଲେ ଏମିତି….
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରେ ଜନ୍ମ ନେଇଛି ଏକ ଅଜବ ଶିଶୁ । ଏହି ନବଜାତ ଶିଶୁକୁ ଦେଖି ଡାକ୍ତରଙ୍କ ସମେତ ସ୍ଥାନୀୟ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତି କି ଡାକ୍ତରଖାନାରେ ଏହି ଶିଶୁକୁ…
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ଘୋଷଣା କଲେ ଗଣ ଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଆନୁଷ୍ଠାନିକ ଭାବରେ ମାଟ୍ରିକ ରେଜଲ୍ଟ ଘୋଷଣା କରିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଚଳିତ ବର୍ଷ ପରୀକ୍ଷାରେ ମୋଟ ୫ ଲକ୍ଷ ୧୭ ହଜାର ୮୪୭ ଜଣ…
ଓଡ଼ିଶାର ସରକାରୀ ମହାବିଦ୍ୟାଳୟରେ ୧୦୩୬ ଅଧ୍ୟାପକ ପଦବୀ ଖାଲି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ଯୋଗୁଁ ଏହାର ମାତ୍ରା ଆହୁରି ବଢ଼ିଯାଇଛି । କିନ୍ତୁ ଏବେ ବି ରାଜ୍ୟର ସରକାରୀ ମହାବିଦ୍ୟାଳୟରେ ୧୦୩୬ ଅଧ୍ୟାପକ ପଦବୀ ଖାଲି…
କେବିକେରେ ହେବନି କୃଷି ବିଶ୍ୱବିଦ୍ୟାଳୟ: ସରକାରଙ୍କ ପକ୍ଷରୁ ହୋଇନି ଘୋଷଣା
ଭୁବନେଶ୍ୱର: କେବିକେ ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଉପରେ ରୋକ । ସରକାରଙ୍କ ପକ୍ଷରୁ ଘୋଷଣା ନ ହେବା ପର୍ଯ୍ୟନ୍ତ କେବିକେରେ ହୋଇ ପାରିବନି କୃଷି ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ସ୍ଥାପନା ନେଇ ସରକାରଙ୍କ…
(Video) କିନ୍ନରଙ୍କ ଅଭିଯୋଗ ପରେ ଜବାବ ଦେଲେ ମୀରା ପରିଡ଼ା: ଟ୍ରାନ୍ସଜେଣ୍ଡରକୁ ନେଇ କହିଲେ ଏପରି
ଭୁବନେଶ୍ୱର: କିନ୍ନର ସଙ୍ଘର ସଭାପତି ମୀରା ପରିଡା ଏବଂ ତାଙ୍କ ସହୋଯୋଗୀଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ । ଗତ ତିନିଦିନ ହେବ ମୀରା ପରିଡ଼ା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ରାଜରାସ୍ତାରେ…
(Video) ଅମରନାଥ ଯାତ୍ରାରେ ବିପଜ୍ଜନକ ଭାବେ ଲ୍ୟାଣ୍ଡିଂ କଲା ହେଲିକପ୍ଟର: ଯାଞ୍ଚ ପାଇଁ DGCAଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅମରନାଥ ଯାତ୍ରା ବାଟରେ ଯାଉଥିବା ଏକ ହେଲିକପ୍ଟରର ଲ୍ୟାଣ୍ଡିଂ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ହେଲିକପ୍ଟରଟି ବିପଜ୍ଜନକ ଭାବରେ ଲ୍ୟାଣ୍ଡିଂ କରୁଥିବା ଦେଖିବାକୁ…
ପ୍ରାଣ ହରାଇଲା ଆଉ ଏକ ଦନ୍ତା ହାତୀ: ବାରହା ଜାଲରେ ଫସି ହାତୀର ମୃତ୍ୟୁ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଆଉ ଏକ ହାତୀ ମୃତ୍ୟୁ ଘଟଣା ସାମନାକୁ ଆସିଛି । ସ୍ତାନୀୟ ଅସରଡା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହେବା ନେଇ ସୂଚନା ମିଳିଛି । ବରହା ଶିକାର ପାଇଁ ବିଛାଯାଇଥିବା…