Browsing Category

Top Stories

ଇତିହାସ ରଚିଲେ ଭାରତୀୟ ଦ୍ରୁତ ବୋଲର: ପ୍ରଥମ ଥର କଲେ ଏମିତି କାରନାମା

ନୂଆଦିଲ୍ଲୀ: ଜସପ୍ରୀତ ବୁମରାହଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଭାରତ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳୁଛି । ପଞ୍ଚମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫ଟି ୱିକେଟ ହରାଇ ୮୪ ରନ ସଂଗ୍ରହ କରିଥିଲା । ତେବେ…

ତାଜମହଲର ବନ୍ଦ କୋଠରୀରେ ନାହିଁ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା: ଆରଟିଆଇରେ ସୂଚନା ଦେଲା ପତ୍ନତତ୍ତ୍ୱ ବିଭାଗ

ନୂଆଦିଲ୍ଲୀ: ତାଜମହଲର ବନ୍ଦଥିବା କୋଠରୀରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନଥିବା ଭାରତୀୟ ପତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଛି। ଏଏସଆଇ ଏହା ମଧ୍ୟ କହିଛି ତାଜମହଲ କୌଣସି ମନ୍ଦିରର ଜମିରେ ନିର୍ମାଣ…

ଅମରାବତୀ ହତ୍ୟାକାଣ୍ଡରେ ଏନଆଇଏର ସୂଚନା: ଆତଙ୍କ ସୃଷ୍ଟି କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଉମେଶ କୋହ୍ଲଙ୍କ ହତ୍ୟା ଘଟଣାକୁ ଆତଙ୍କୀ ଆକ୍ରମଣ ବୋଲି କହିଛନ୍ତି ଏନଆଇଏ ବା ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି । ଦେଶବାସୀଙ୍କୁ ଆତଙ୍କିତ କରିବା ପାଇଁ ଆଇଏସଆଇଏସ ଷ୍ଟାଇଲରେ ମର୍ଡର କରାଯାଇଥିବା ଏନଆଇଏ ଗତ…

କାହିଁକି ଖାକି ବଦଳରେ ଧଳା ୟୁନିଫର୍ମ ପିନ୍ଧନ୍ତି କୋଲକାତା ପୋଲିସ? ଜାଣନ୍ତୁ କାରଣ….

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ଭାରତୀୟ ସୀମାରେ ଜଗି ରହିଛନ୍ତି ଭାରତର ବୀର ଯବାନ । ସେହିପରି ଦେଶ ଭିତରର ସୁରକ୍ଷା ପାଇଁ ପ୍ରତ୍ୟେକ ରାଜ୍ୟରେ ପୋଲିସଙ୍କୁ ଦାୟିତ୍ୱ ଦିଆଯାଇଛି । ଦେଶର ସମସ୍ତ ରାଜ୍ୟରେ ପୋଲିସ…

କାହିଁକି ମାଟି କୁଡୁଆରେ ରନ୍ଧାଯାଏ ମହାପ୍ରସାଦ ? ମହାପ୍ରଭୁଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ଯେତିକି ଆଚାରସିଦ୍ଧ, ସେତିକି ବିଜ୍ଞାନମୟ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଗଣଦେବତା। ସେ ମାନବବାଦ ଓ ପ୍ରକୃତିବାଦର ସମନ୍ବିତ ପ୍ରଭୁତି। ତେଣୁ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣଠାରୁ ଆରମ୍ଭ ଦୈନନ୍ଦିନ ଜୀବନଚର୍ଯ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ରୀତି ନୀତି…

ଆଦିବାସୀ ମହିଳାଙ୍କୁ ଜୀବନ୍ତ ଦଗ୍ଧ କରିବା ପାଇଁ ଚେଷ୍ଟା: ମହିଳା ଗୁରୁତର

ନୂଆଦିଲ୍ଲୀ: ଜଣେ ଆଦିବାସୀ ମହିଳାଙ୍କୁ ଜୀବନ୍ତ ନିଆଁ ଲଗାଇବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ । ବେମୁରୀ ଥାନା ଅନ୍ତର୍ଗତ ଧନୋରିଆ ଗ୍ରାମରେ ଗତକାଲି କିଛି ଅସାମାଜିକ ବ୍ୟକ୍ତି…

RIP ଉର୍ଫି ଜାଭେଦ: ଫାଶୀରେ ଝୁଲୁଥିବାର ଫଟୋ ସହ ଅଭିନେତ୍ରୀଙ୍କୁ ନେଇ ପୋଷ୍ଟ ଭାଇରାଲ

ମୁମ୍ବାଇ: ନିଜ ବୋଲ୍ଡ ଅନ୍ଦାଜ ଏବଂ ଆଉଟଫିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ । ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ । କିନ୍ତୁ ଏବେ ଉର୍ଫିଙ୍କ…

ଶ୍ରୀମନ୍ଦିର ପହଞ୍ଚି ଗର୍ଭଗୃହ ଯାଞ୍ଚ କରୁଛନ୍ତି ‘ଏଏସ୍‌ଆଇ’ର ବୈଷୟିକ ଟିମ୍‌

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଲେ 'ଏଏସ୍‌ଆଇ'ର ବୈଷୟିକ ଟିମ୍‌। ଆଜି ପୁର୍ବାହ୍ନରେ ଏହି ଟିମ୍ ପହଞ୍ଚି ଶ୍ରୀମନ୍ଦିର ଗର୍ଭଗୃହ ସହ ଅନ୍ୟାନ୍ୟ ମୁଖ୍ୟ ଐତିହ୍ୟ କିର୍ତ୍ତିରାଜି…

କଞ୍ଚା ହଳଦୀ ଖାଇଲେ ଦୂରେଇଯିବା ଏହି ୫ ଟି ରୋଗ, ଆଜି ହିଁ ଖାଇବାରେ ସାମିଲ କରନ୍ତୁ

ଭାରତର ଲୋକମାନେ ଖାଇବାଠାରୁ ଆରମ୍ଭକରି ବିଭନ୍ନ କାର୍ଯ୍ୟରେ ହଳଦୀ ବ୍ୟବହାର କରନ୍ତି ଏବଂ ପ୍ରଚୁର ପରିମାଣରେ ଖାଇଥାନ୍ତି ମଧ୍ୟ। କିନ୍ତୁ ଆପଣ ଜାଣନ୍ତି କି କଞ୍ଚା ହଳଦୀ ଶୁଖିଲା ପାଉଡର ହଳଦୀ ଅପେକ୍ଷା ଅନେକ ଗୁଣ ଅଧିକ…

ଇଂଲଣ୍ଡ ଟେଷ୍ଟ ମଝିରେ ଟିମ ଇଣ୍ଡିଆକୁ ଗୁଡ ନ୍ୟୁଜ: ଆଇସୋଲେସନରୁ ବାହାରି ପାରନ୍ତି କ୍ୟାପଟେନ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ଜାରି ରହିଥିବା ବେଳେ ଭାରତକୁ ମିଳିଛି ଏକ ବଡ ଖୁସି ଖବର । ଅଧିନାୟକ ରୋହିତ ଶର୍ମାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ତେଣୁ ସେ ଆଜି ଆଇସୋଲେସନରୁ ବାହାରି ପାରନ୍ତି ବୋଲି…