Browsing Category

Top Stories

ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରାଜ୍ୟ ଆଇନ ସଚିବଙ୍କୁ ASIର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୋଲିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିର…

ରାକ୍ଷୀ ଯୋଡ଼ିଦେଲା ସଂପର୍କ, ଏସପିଙ୍କୁ ରାକ୍ଷୀ ବାନ୍ଧିଲେ ଆତ୍ମ ସମର୍ପଣ କରିଥିବା ମାଓବାଦୀ

ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ । ଆଜିର ପ୍ରବିତ୍ର ଦିନରେ ଭାଇ ହାତରେ ଭଉଣୀ ବାନ୍ଧିଥାଏ ସୁରକ୍ଷାର ଡୋରି, ଆଉ କଥା ଦେଇଥାଏ ଭଉଣୀର ସୁରକ୍ଷାର । ତେବେ ଆଜିର ଏହି ପବିତ୍ର ଅବସରରେ ଅନେକ ଭଉଣୀ ନିଜ ଭାଇମାନଙ୍କ ହାତରେ…

ISRO ଲଞ୍ଚ କଲା ପ୍ରଥମ 3D ଭର୍ଚୁଆଲ୍ ସ୍ପେସ୍ ମ୍ୟୁଜିୟମ୍ “SPARK”, ଜାଣିପାରିବେ ଅନ୍ତରୀକ୍ଷର ଅନେକ ରହସ୍ୟ…

ନୂଆଦିଲ୍ଳୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ISRO) ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ନିଜର ଭର୍ଚୁଆଲ ସ୍ପେସ ମ୍ୟୁଜିୟମ (SPARK) ଲଞ୍ଚ କରିଛି । ଏହା ଏକ ଡିଜିଟାଲ କଣ୍ଟେଣ୍ଟ, ଯେଉଁଥିରେ ସଂଗଠନର ଇତିହାସ…

Jio ଗ୍ରାହକଙ୍କୁ ଏକ ବର୍ଷ ଯାଏଁ କରିବାକୁ ପଡ଼ିବନି ରିଚାର୍ଜ: ଏହି ପ୍ଲାନରେ ମିଳୁଛି ବଢ଼ିଆ ଅଫର, ପୂରା ପଇସା ଅସୁଲ୍

ଯଦି ଆପଣ ଜିଓ ସିମ୍ ଉପଭୋକ୍ତା ଏବଂ ଆପଣ ଆପଣଙ୍କୁ ଜିଓ ନମ୍ବରକୁ ବାରମ୍ବାର ରିଚାର୍ଜ କରିବାକୁ ଚାହୁନାହାନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କୁ କମ୍ପାନୀର ବାର୍ଷିକ ପ୍ଲାନ ସହାୟକ ହୋଇପାରେ । ଜିଓ ଏହାର ୟୁଜର୍ସଙ୍କୁ…

କି ଦୁଃଖଦ ପରିସ୍ଥିତିରେ ଭାଇ: ନଦୀରେ ଭରା ପାଣି, ଗର୍ଭବତୀଙ୍କୁ ଖଟରେ ଶୁଆଇ ନଦୀ ପାର କରୁଛନ୍ତି ଗ୍ରାମବାସୀ

ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁଫଳ ପାଇଁ ସରକାର ଯେତେ ଯୋଜନା ପ୍ରଣୟନ କଲେ ମଧ୍ୟ ଆଜି ବି ଅନେକ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି । ଉପଯୁକ୍ତ ଗମନାଗମନର ସୁବିଧା ନଥିବାରୁ ଲୋକମାନେ ନାହିଁ ନଥିବା ସମସ୍ୟାରେ କଲବଲ ହେଉଛନ୍ତି…

ବର୍ତ୍ତମାନ ଦେଶର ମୁଖ୍ୟ ସମସ୍ୟା କ’ଣ, ମୋଦୀ ସରକାରଙ୍କ ସବୁଠାରୁ ବଡ଼ ବିଫଳତା କ’ଣ: ଜାଣନ୍ତୁ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ଦେଶରେ ମହଙ୍ଗା ମାଡ଼ ଦ୍ରୁତ ଗତିରେ ବଢ଼ି ଚାଲିଛି । ବିରୋଧୀ ଦଳ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଦେଶରେ କି ସମସ୍ୟା ରହିଛି ଓ ମୋଦୀ ସରକାରଙ୍କ ବିଫଳତା କ’ଣ । ଏନେଇ…

(Video) ରାସ୍ତା ଉପରେ ଗାଡ଼ି ନୁହେଁ ଦୌଡ଼ୁଛି ଏକ ଗଣ୍ଡା, ଭିଡିଓ ସେୟାର କଲେ IFS ଅଧିକାରୀ

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟକର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଉଛି ଯେ ଏକ ଗଣ୍ଡା ରାସ୍ତା ଉପରେ ଦୌଡ଼ୁଛି । ଗଣ୍ଡାକୁ ରାସ୍ତାରେ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଗଣ୍ଡାକୁ…

(Video) ସାମ୍ନାକୁ ଆସିଲେ ଦୀପିକାଙ୍କ ଛୁଆର ବାପା ଦିନେଶ, ଜାଣନ୍ତୁ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ କ’ଣ ସବୁ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୦ ଦିନ ହେଲା ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ନିଜର ହକ ଓ ନିଜର ୧ ବର୍ଷର ଛୁଆର ପରିଚୟ ଦାବି ନେଇ ଦୀପିକା ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣା…

କରୋନା ଭାଇରସ ପରେ ଏବେ ଲୈଙ୍ଗ୍ୟା ଭାଇରସ ବଢ଼ାଇଲା ଚିନ୍ତା, କ’ଣ ଏହି ରୋଗ? ଜାଣନ୍ତୁ….

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଦୂର ହୋଇନଥିବାବେଳେ, ଏବେ ଚୀନର ଶାୟନଡଙ୍ଗ ଏବଂ ହେନାନ ରେ ନୂଆ ଲୈଙ୍ଗ୍ୟା ଭାଇରସ ଦେଖିବାକୁ ମିଳିଛି । ଏହି ଭାଇରସ ଯୋଗୁଁ ୩୫ ଜଣ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହାର ସମ୍ବନ୍ଧ…

ଯମୁନା ନଦୀରେ ଓଲଟିଲା ଡଙ୍ଗା: ମିଳିଲାଣି ୪ ଜଣକ ଶବ, ଏବେବି ନିଖୋଜ ୧୭ ରୁ ଅଧିକ

ଯମୁନା ନଦୀରେ ବଡ଼ ଧରଣର ଦୁର୍ଘଟଣା... ଡଙ୍ଗା ବୁଡ଼ି ୪ ଜଣକ ମୃତ୍ୟୁ ହୋଇଥିବାବେଳେ ଏବେବି ୧୭ ରୁ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ୩୫ ଯାତ୍ରୀ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୫…