Browsing Category
Top Stories
କାନରୁ ଜାଣିପାରିବେ ବ୍ୟକ୍ତିଙ୍କ ଦୋଷ ଆଉ ଗୁଣ, ଏମିତି କରନ୍ତୁ ଚେକ୍
ଯେଉଁଭଳି ହାତ ରେଖା ଏବଂ କୁଣ୍ଡଳୀ ଦ୍ୱାରା ଗ୍ରହର ସ୍ଥିତିକୁ ଦେଖି କୌଣସି ବ୍ୟକ୍ତିଙ୍କ ଗୁଣ ଅବଗୁଣ ବିଷୟରେ ଜଣାପଡ଼ିଥାଏ । ସେହିଭଳି ସାମୁଦ୍ରିକ ଶାସ୍ତ୍ର ସାହଯ୍ୟରେ ଆପଣ କୌଣସି ବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗର ଆକାର ଏବଂ…
ନାଁ ବଡ, କିନ୍ତୁ… ଧୋନୀଙ୍କ ୱିକେଟ କିପିଙ୍ଗକୁ ନେଇ ଏମିତି କହିଲେ ପୂର୍ବତନ ପାକ୍ ଖେଳାଳି
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ତଥା ୱିକେଟ କିପର ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକମାନଙ୍କ ବିଷୟରେ ଆଲୋଚନା ହେଲେ ତାଙ୍କ ନାଁ ଖୁବ ଆଗରେ ଆସିଥାଏ…
ଦିବଂଗତ ଅଭିନେତା ପୁନୀତ ରାଜକୁମାରଙ୍କୁ ମିଳିବ ‘କର୍ଣ୍ଣାଟକ ରତ୍ନ ସମ୍ମାନ’: ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କନ୍ନଡର ସୁପରଷ୍ଟାର ପୁନୀତ ରାଜକୁମାରଙ୍କୁ ‘କର୍ଣ୍ଣାଟକ ରତ୍ନ’ ସମ୍ମାନରେ ସମ୍ମାନୀତ କରାଯିବ । ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଲାଲବଗ ଗ୍ଲାସ ହାଉସରେ ସ୍ୱତନ୍ତ୍ରତା ଦିବସ ଫ୍ଲାୱାର ଶୋ ଉଦ୍ଘାଟନ ପରେ ସୂଚନା…
୧୫ ଅଗଷ୍ଟରେ ବଡ଼ ବିସ୍ଫୋରଣ ପାଇଁ ପ୍ରସ୍ତୁତି କରୁଥିଲା ଆଇଏସଆଇଏସ ଆତଙ୍କୀ, ଗିରଫ କଲା ଏଟିଏସ୍
ଲକ୍ଷ୍ନୌ: ସ୍ୱତନ୍ତ୍ରତା ଦିବସ ଅବସରରେ ବିସ୍ଫୋରଣ ଯୋଜନା କରୁଥିବା ଆଇଏସଆଇଏସ ସହ ଜଡ଼ିତ ଆତଙ୍କବାଦୀ ସବାଉଦ୍ଦୀନ ଆଜମୀକୁ ୟୁପି ଏଟିଏସ ଆଜମଗଢ଼ରୁ ଗିରଫ କରିଛି । ଆତଙ୍କବାଦୀ ପାଖରେ ଆଇଇଡି ପ୍ରସ୍ତୁତ କରିବା ସାମଗ୍ରୀ,…
ବିହାର ଜନତାଙ୍କ ସହ ବିଶ୍ୱାସଘାତକତା: ନୀତୀଶଙ୍କ ଇସ୍ତଫା ପରେ ବର୍ଷିଲେ ବିଜେପି ନେତା
ପାଟନା: ବିହାରରେ ବଦଳିଛି ରାଜନୀତିକ ପାଣିପାଗ । ଜେଡିୟୁ ସାଂସଦ ଏବଂ ବିଧାୟକଙ୍କ ବୈଠକ ପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ନୀତୀଶ କୁମାର…
(video) ଚଳନ୍ତା ଟ୍ରେନରେ ଚଢୁଥିଲେ ମହିଳା: ଗୋଡ ଖସିଯିବାରୁ ଘଟିଗଲା କିଛି ଏମିତି ଘଟଣା…
ଅନେକ ସମୟରେ ରେଲୱେ ଷ୍ଟେସନରେ ବିଭିନ୍ନ ପ୍ରକାର ଛୋଟବଡ ଘଟଣା-ଦୁର୍ଘଟଣା ଦେଖିବାକୁ ମିଳିଥାଏ । ତେବେ ଅନେକ ଘଟଣାରେ ଯାତ୍ରୀଙ୍କ ଜୀବନ ମଧ୍ୟ ଯାଇଥାଏ ଏବଂ ଅନ୍ୟ କିଛି ଯାତ୍ରୀଙ୍କୁ ବଞ୍ଚାଇବାରେ ସଫଳ ହୋଇଥାନ୍ତି ଆରପିଏଫ…
Whatsapp ଆଣିଲା ବଢ଼ିଆ ଫିଚର୍ସ, ନିଶ୍ଚୟ ଆସିବ କାମରେ
ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ୱାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ଅନେକ ଆକର୍ଷଣୀୟ ଫିଚର୍ସ ଜାରିକରିଛି । ହ୍ୱାଟ୍ସଆପ୍ ର ଏହି ଫିଚର୍ସ ପ୍ରାଇଭେସୀ ପଲିସି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ନୂଆ…
ଫିଲ୍ମ କରିବେନି ଆମୀର ଖାନ! ‘ଲାଲ ସିଂହ ଚଡ୍ଡା’ ବୟକଟ୍ ପରେ ଡରୁଛନ୍ତି ସୁପରଷ୍ଟାର
ମୁମ୍ବାଇ: ରିଲିଜ ହେବା ପୂର୍ବରୁ ବୟକଟ୍ ହୋଇଛି ବଲିଉଡର ସୁପରଷ୍ଟାର ଆମୀର ଖାନଙ୍କ ନୂଆ ଫିଲ୍ମ 'ଲାଲ ସିଂହ ଚଡ୍ଡା' । ଏହାପରେ ଅଭିନେତାଙ୍କ ମନରେ ଭୟର ଏକ ଝଲକ ଦେଖିବାକୁ ମିଳିଛି । ଏବେ ଫିଲ୍ମ କରିବାକୁ ମଧ୍ୟ ଡରିଲେଣି…
ଆଉ ହେବନି ମୃତ୍ୟୁ! କରୋନା ସଂକ୍ରମିତଙ୍କୁ ନେଇ ଜାଣନ୍ତୁ କ’ଣ ରହିଛି ଏକ୍ସପର୍ଟଙ୍କ ରାୟ
ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଛି । ପୁଣି ଥରେ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭ୍ୟାକ୍ସିନ ଲଗାଯାଇଥିବା ବେଳେ ଅନେକ ଲୋକ…
ବିହାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ନୀତୀଶ କୁମାର, ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏନଡିଏ ଠାରୁ ଅଲଗା ହେବା ପରେ ନୀତିଶ କୁମାର ମହମେଣ୍ଟ ସହ ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି,…