Browsing Category
Top Stories
Video: ପଶୁ ଓ ମଣିଷଙ୍କ ଅନାବିଳ ପ୍ରେମ,ପରିଣତ ବୟସରେ ସାହାରା ସାଜିଛନ୍ତି ଦୁଇ ମାଙ୍କଡ
ଭଦ୍ରକ: ପରିଣତ ବୟସରେ ଦୁଇ ମାଙ୍କଡ ସାଜିଛନ୍ତି ସାହାରା। ମଣିଷ ଓ ପଶୁ ମଧ୍ୟରେ ରହିଛି ଅନାବିଳ ପ୍ରେମ। କେହି କାହାକୁ ଘଡିଏ ନ ଦେଖିଲେ ରହିପାରିବେନି। ଖା କହିଲେ ଖାଉଛି ଆ କହିଲେ ପାଖରେ ବସି ଘଷି ହେଉଛିା ବୃଦ୍ଧଙ୍କର…
ମାଗଣା ଯୋଜନା ଅର୍ଥନୀତିରେ ବିପୁଳ କ୍ଷତି କରୁଛି, ସମସ୍ୟାର ସମାଧାନ ପାଇଁ କେନ୍ଦ୍ରକୁ ୭ଦିନର ସମୟ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ମୁକ୍ତ ଯୋଜନାର ପ୍ରତିଶ୍ରୁତି ସମ୍ପର୍କରେ ବୁଧବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ‘ମାଗଣା' ବଣ୍ଟନ…
ଆଜି ପାଇଁ ୧୨ ଘଣ୍ଟା ବନ୍ଦ ରହିବ ଓଡ଼ିଶାର ଏହି ସହର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ରେଢ଼ାଖୋଲ । ଏନଏଚ ୫୫ ମରାମତି ଦାବିରେ ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ ଡାକରା ଦିଆଯାଇଛି । ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।…
ନାନ୍ସିଙ୍କ ଗସ୍ତ ପରେ ଚୀନ୍ ଟାର୍ଗେଟ୍ରେ ତାଇୱାନ, ସୀମାରେ ସମରାଭ୍ୟାସ ଜୋରଦାର
ନୂଆଦିଲ୍ଲୀ: ଚୀନର ଚେତାବନୀ ସତ୍ତେ୍ୱ ଆମେରିକା ସିନେଟ୍ ର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚୀନ ପ୍ରଚଣ୍ଡ କ୍ଷୁବ୍ଧ ହୋଇଛି । ମଙ୍ଗଳବାର ନାନ୍ସି ତାଇୱାନରେ ପହଁଚିଥିବା ବେଳେ ବୁଧବାର ତାଇୱାନ…
ରାଶିଫଳ(ଗୁରୁବାର,୦୪ ଅଗଷ୍ଟ,୨୦୨୨)
ମେଷ: ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ନୂଆ ଭୂମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…
ବାପାଙ୍କ ଶୁଦ୍ଧିକ୍ରିୟାରେ ଝିଅର ମୃତ୍ୟୁ: ସାଙ୍ଗରେ ନେଇଗଲା ଗେହ୍ଲି ନାତୁଣୀର ଜୀବନ
ଜେନାପୁର: ବାପାଙ୍କର ଶୁଦ୍ଧିକ୍ରିୟାକୁ ଯାଇ ପ୍ରାଣ ହରାଇଛନ୍ତି ଅଲିଅଳି ଗେହ୍ଲା ଝିଅ । ଆଉ ସାଙ୍ଗରେ ଆରପାରିକୁ ଚାଲିଗଲା ନିଷ୍ପାପ ନାତୁଣୀ । ଘରକୁ ଫେରିବା ବାଟରେ ଛକି ବସିଥିଲା ମୃତ୍ୟୁରୂପୀ ଲୌହ ଦାନବ । ଅକାଳରେ…
CM Sir, Thank You: ପ୍ରତ୍ୟେକ ପରିବାରର ଜଣଙ୍କୁ ଚାକିରି ମିଳିବ, କିଏ ଖୁସି ନହେବ କହିଲେ
ନୂଆଦିଲ୍ଲୀ: ଯଦି ଆପଣଙ୍କୁ କୁହାଯିବ, ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମିଳିବ, ତେବେ ଏହି ଘୋଷଣାରେ କିଏ ଖୁସି ନହେବ କହିଲେ । ନିକଟରେ ଜଣେ ମୁଖ୍ୟମନ୍ତ୍ରୀ ଏପରି ଘୋଷଣା କରିଛନ୍ତି । ଏହି ଖବର ଶୁଣିବା ପରେ…
ମହଙ୍ଗା ପଡ଼ିଲା ବଡି ବନାଇବା ନିଶା, ଜନ୍ମଦିନ ପାଲଟିଲା ମୃତ୍ୟୁର ଦିନ
ନୂଆଦିଲ୍ଳୀ: ଜିମରେ ଯାଇ ବଡି ବନାଇବା, ବାଇସେପ୍ସ-ଟ୍ରାଇସେପ୍ସ କରିବା ଆଜିକା ସମୟରେ ପ୍ରାୟ ସବୁ ଯୁବକଙ୍କ ସ୍ୱପ୍ନ । ଏଥିପାଇଁ ସେମାନେ ଜିମ୍ ରେ ଘଣ୍ଟା ଘଣ୍ଟା ଝାଳ ବୁହାଇଥାନ୍ତି । କିନ୍ତୁ ଅନେକ ସମୟରେ ମସଲ୍ସକୁ…
ଜାଣି ରଖନ୍ତୁ ଟ୍ରାଫିକର ଏହି ନୂଆ ସିଗନାଲ: ନହେଲେ ଫସିପାରନ୍ତି
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଗୁଡିଏ ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଥାଏ । ଏହାରି ଭିତରେ ନିକଟରେ ଟ୍ୱିଟରରେ ଏକ ଅଜବ ପ୍ରକାରର ଫଟୋ ସେୟାର କରି ବେଙ୍ଗଲୁରୁ ପୋଲିସକୁ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର…
ସତରେ କ’ଣ ସେକ୍ସ ମାଧ୍ୟମରେ Monkeypox ବ୍ୟାପୁଛି, ଏନେଇ କ’ଣ କହୁଛି ରିସର୍ଚ୍ଚ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଙ୍କିପକ୍ସକୁ ନେଇ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଦିନକୁ ଦିନ ଏହାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ସତରେ କ’ଣ ମଙ୍କିପକ୍ସ ସେକ୍ସ ଦ୍ୱାରା ବ୍ୟାପେ । ଏନେଇ…