Browsing Category
Top Stories
ପହଲଗାମ ଶୁଣାଣି ପାଇଁ ମନା କଲେ ସୁପ୍ରିମ କୋର୍ଟ, କହିଲେ ସେନାର ମନୋବଳ ଭାଙ୍ଗ ନାହିଁ
ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ତଦନ୍ତ ନେଇ କରାଯାଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ କୋର୍ଟ । ନିରପେକ୍ଷ ତଦନ୍ତ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭର୍ତ୍ସନା…
ବାସ୍ତୁ ଶାସ୍ତ୍ର: ଘରେ ହାତୀର ମୂର୍ତ୍ତି ରଖିବାରୁ ମିଳେ ଏହିସବୁ ଲାଭ, ଜାଣନ୍ତୁ କ’ଣ କ’ଣ ?
ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ସୁଖ, ସମୃଦ୍ଧି ଓ ସକାରାତ୍ମକ ଉର୍ଜା ବଢ଼ାଇବା ପାଇଁ କିଛି ଖାସ ଜିନିଷ ରଖିବାର ପରାମର୍ଶ ଦିଆଯାଏ। ଏହା ମଧ୍ୟରେ ହାତୀର ମୂର୍ତ୍ତି ଅନ୍ୟତମ ଏବଂ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।…
ଏକାଥରକେ ୨୦୦୦ ଟଙ୍କା କମିଲା ସୁନା ଦର, ଜାଣନ୍ତୁ ଏବେ କେତେ ରହିଛି ୧୦ ଗ୍ରାମ ସୁନାର ମୂଲ୍ୟ
ନୂଆଦିଲ୍ଲୀ: ଗୁରୁବାର ସକାଳେ ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏକାଥରକେ ସୁନା ଦର ୧୦ ଗ୍ରାମ ପିଛା ୨,୦୦୦ ଟଙ୍କା କମିଛି ।
ଆମେରିକା ଏବଂ ପ୍ରମୁଖ ଟ୍ରେଡିଂ ପାର୍ଟନରଙ୍କ ମଧ୍ୟରେ ଲାଗି ରହିଥିବା…
ବଡ଼ ଖୁଲାସା: ପହଲଗାମ ଆକ୍ରମଣର ୭ ଦିନ ଆଗରୁ ପହଞ୍ଚିଥିଲେ ଆତଙ୍କବାଦୀ, ଟାର୍ଗେଟରେ ଥିଲା ୪ଟି ପର୍ଯ୍ୟଟନ ସ୍ଥଳୀ
ଶ୍ରୀନଗର/ପହଲଗାମ: ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଆକ୍ରମଣର ୭ ଦିନ ପୂର୍ବରୁ…
ଭାରତ ସହ ଯୁଦ୍ଧରେ କେବଳ ପାକିସ୍ତାନ ବରବାଦ ହେବନି, ବରଂ ଆରବ ଦେଶମାନଙ୍କ ପାଇଁ ମଧ୍ୟ ବିପଦ
ନୂଆଦିଲ୍ଲୀ/ଇସଲାମାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏକ ବଡ଼ ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଏହା କେବଳ ପାକିସ୍ତାନର ଅର୍ଥନୀତି ଓ…
ସାଙ୍ଗ ଭାଙ୍ଗିଦେଲା ସୁନା ସଂସାର: ୮ ଦିନର ଛୁଆ ହେଲା ବାପ ଛେଉଣ୍ଡ; ୧୦ ହଜାର ପାଇଁ ସ୍ତ୍ରୀ ମଥାର ସିନ୍ଦୁର ପୋଛିଲା ସ୍ୱାମୀ
କୋଲାର: ଆନ୍ଧ୍ର ପ୍ରଦେଶ କୋଲାର ଜିଲ୍ଲା ପୂଜାରହାଲ୍ଲି ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଚ୍ୟାଲେଞ୍ଜ ଲଗେଇ ପ୍ରାଣ ହରାଇଛନ୍ତି ୨୧ ବର୍ଷୀୟ ଯୁବକ ।…
ଫଣା ଟେକି ଗୋଡ଼ାଉଛି..କ୍ଲାସ ରୁମରୁ ବାହାରିଲା ୨୦ ଫୁଟର ଅହିରାଜ ସାପ, ଦେଖନ୍ତୁ ଫୋଟ
ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ୨୦ ଫୁଟ ଲମ୍ବାର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି । ଗଞ୍ଜାମ ଚିକିଟିରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଆସି ସାପକୁ…
ସକାଳୁ ସକାଳୁ ଖୁସି ଖବର, ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ: ପ୍ରତିଥର ଭଳି ମେ’ ମାସ ୧ ତାରିଖରେ ବହୁ ନିୟମରେ ପରିବର୍ତ୍ତନ କରାଯାଇଛି । ଆଜି ଶ୍ରମିକ ଦିବସ ଅବସରରେ କମ୍ପାନୀମାନେ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ।
୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର…
ସତର୍କ ରୁହନ୍ତୁ! ଆଜି ସାରା ରାଜ୍ୟରେ ଛେଚିବ କାଳବୈଶାଖୀ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ଆଉ ୨ ଦିନ ପରେ ରାଜ୍ୟକୁ ଫେରିବ ତାତି । ଆଜି ସାରା ରାଜ୍ୟରେ ଝଡ଼ବର୍ଷା ନେଇ ଆଲର୍ଟ କଳା ଜାତୀୟ ପାଣିପାଗ ବିଭାଗ ।
ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଅଧିକ ରହିବା ସହ କାଳ ବୈଶାଖୀ ମଦ୍ୟ…
ଭିତରକନିକାରେ ପଡ଼ିଲା ତାଲା, ୩ ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକ ମନା
କେନ୍ଦ୍ରାପଡ଼ା: ଆଜିଠାରୁ ଭିତରକନିକା ବନ୍ଦ । ୩ ମାସ ଧରି ଭିତରକନିକା ବନ୍ଦ ନେଇ ସୂଚନା ଦେଲା ବନ ବିଭାଗ ।
ବର୍ତ୍ତମାନ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ସମୟ; ସେ ଦୃଷ୍ଟିରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ…