Browsing Category
Top Stories
କୋଲକାତା ହୋଟେଲରେ ଜୀଅନ୍ତା ଜଳିଗଲେ ୩ ଓଡ଼ିଆ, ଶୋକରେ ପରିବାର
କୋଲକାତା: କୋଲକାତାରେ ଥିବା ଋତୁରାଜ ନାମକ ଏକ ଘରୋଇ ହୋଟେଲରେ ଅଗ୍ନିକାଣ୍ଡ । ହୋଟେଲରେ ନିଆଁ ଲାଗିବା କାରଣରୁ ୩ ଜଣ ଓଡ଼ିଆ ଜଳିଯାଇଥିବା ସୂଚନା ।
ଜଗତସିଂହପୁର ନନ୍ଦନ ଗାଁର ମନୋଜ ପାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ…
ଗଣେଶଙ୍କ ଅଷ୍ଟୋତ୍ତର ଶତ ନାମାବଳି ଜପିଲେ ମିଳିବ ଅଶେଷ କୃପା, ସନ୍ଧ୍ୟା ପୂଜା ସମୟରେ ପଢିଲେ ପାଇବେ ସଫଳତା
ଓଡ଼ିଶା ଭାସ୍କର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏଥିସହ ଆଜି ବୁଧବାର। ହିନ୍ଦୁ ଶାସ୍ତ୍ରରେ ବୁଧବାର ଦିନ ଗଣେଶଙ୍କ ବିଶେଷ ପୂଜା ହୋଇଥାଏ। ସନ୍ଧ୍ୟା ସମୟରେ ଆପଣ ଗଣେଶଙ୍କ ଅଷ୍ଟୋତ୍ତର ଶତ ନାମାବଳି ଜପ କରନ୍ତୁ।
ଦେଖିବେ…
ହିଡମା, ଦେବା ଭଳି ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଧରାପଡିବେ, ଯବାନ କବଜା କଲେ କାରେଗୁଟ୍ଟା ପାହାଡ
ରାୟପୁର: ଯବାନଙ୍କୁ ମିଳିଲା ବଡ଼ ସଫଳତା । ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା ।
ମାଓବାଦୀଙ୍କ ଗଡ଼ ବୋଲାଉଥିବା କାରେଗୁଟ୍ଟା ଜଙ୍ଗଲ ଏବେ ଯବାନଙ୍କ ଅକ୍ତିଆରରେ । ଏ ନେଇ ଯବାନଙ୍କ ପକ୍ଷରୁ…
ଭାରତୀୟ ସେନାର ଜବରଦସ୍ତ ପାଲଟା ଜବାବ, ପୋଷ୍ଟ ଛାଡ଼ି ପଳାଇଲେ ପାକିସ୍ତାନୀ ସୈନିକ, ପତାକା ମଧ୍ୟ ହଟାଇଲେ
ଶ୍ରୀନଗର/ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ନିୟନ୍ତ୍ରଣ ରେଖା (ଏଲଓସି)…
ଅନଲାଇନ୍ ନାମଲେଖା ଅନୁଧ୍ୟାନ ପାଇଁ ଗଠନ ହେଲା କମିଟି, କାର୍ଯ୍ୟର କରିବେ ତଦାରଖ
ଭୁବନେଶ୍ୱର: ଆରଟିଇ ପାରଦର୍ଶୀ ପୋର୍ଟାଲ ଜରିଆରେ ନାମ ଲେଖା ପ୍ରସଙ୍ଗ । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ।
କମିଟିରେ ଆଉ ୨ ଅତିରିକ୍ତ ସଚିବ, ପ୍ରାଥମିକ ଶିକ୍ଷା ଉପନିର୍ଦ୍ଦେଶକଙ୍କୁ ନେଇ…
କାଲିଠାରୁ ବନ୍ଦ ହେବ ଏହି ୧୫ଟି ବ୍ୟାଙ୍କ! ବୁଡ଼ିଯିବ କି ଆପଣଙ୍କ ଟଙ୍କା ?
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଏକ ରାଜ୍ୟ, ଏକ ଗ୍ରାମୀଣ ବ୍ୟାଙ୍କ’ ନୀତି ଅନୁସାରେ, ୧ ମଇ ୨୦୨୫ଠାରୁ ଦେଶର ୧୫ଟି ଗ୍ରାମୀଣ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି। ଏହି ବ୍ୟାଙ୍କଗୁଡ଼ିକୁ ଅନ୍ୟ ଗ୍ରାମୀଣ ବ୍ୟାଙ୍କ ସହିତ…
ଭାରତ ଡରରେ ପାକିସ୍ତାନ ଛାଡ଼ିଦେଲେ ପାକ୍ ସେନା ମୁଖ୍ୟ ମୁରିନ! ସୋସିଆଲ ମିଡିଆରେ ବଡ଼ ଆଲୋଚନା
ଇସଲାମାବାଦ୍: ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ତନାଘନା ଜାରି ରହିଛି । ପାକିସ୍ତାନ ବିରୋଧୀ ଅଭିଯାନ ପାଇଁ ଭାରତ ପକ୍ଷରୁ ଆଗାମୀ ଦିନରେ ବଡ଼ ଅଭିଯାନ ଆରମ୍ଭ କରାଯିବ ।
ତେବେ ଏହା…
ଅକ୍ଷୟ ତୃତୀୟାକୁ କାହିଁକି ବର୍ଷର ସବୁଠୁ ଶୁଭ ଦିନ କୁହାଯାଏ? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ
ଓଡ଼ିଶା ଭାସ୍କର: ବନବାସରେ ପାଣ୍ଡବମାନେ ଭୋକିଲା ଥିଲେ। ଏହି ସମୟରେ ଯୁଧିଷ୍ଠିର ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କଲେ। ସୂର୍ଯ୍ୟଦେବ ସେମାନଙ୍କୁ ଏକ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ। ଏକ ଅଲୌକିକ ପାତ୍ର, ଯେଉଁଥିରେ କେବେ…
ପୁଣି ଏକ ବଡ଼ ଘୋଟାଲା ଅଭିଯୋଗ, କ୍ଲାସ ରୁମ୍ ତିଆରିରେ ୨୦୦୦ କୋଟି ଚଳୁ
ନୂଆଦିଲ୍ଲୀ: ପୂର୍ବତନ ଆମ ଆଦମୀ ପାର୍ଟି ମନ୍ତ୍ରୀ ମନିଶ ଶିସୋଦିଆ ଏବଂ ସତେନ୍ଦ୍ର ଜୈନଙ୍କ ବିରୋଧରେ ନୂଆ ଅଭିଯୋଗ ସାମ୍ନାକୁ ଆସିଛି ।
ଶ୍ରେଣୀ ଗୃହ ନିର୍ମାଣରେ ୨୦୦୦ କୋଟି ଟଙ୍କା ଠକେଇ ମାମଲା ଆପର ଦୁଇ ନେତାଙ୍କ…
Big Breaking: ପାକିସ୍ତାନକୁ ପାନେ ଦବ ଭାରତ, National Security Advisory Boardର ପୁନର୍ଗଠନ କଲେ ମୋଦି
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (ଏନଏସଏବି)ର ପୁନର୍ଗଠନ କରାଗଲା । ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ଆର୍ ଆଣ୍ଡ ଏଡବ୍ଲ୍ୟୁ ମୁଖ୍ୟ ଆଲୋକ ଯୋଗୀ ।
ସୁରକ୍ଷା ସହ ଜଡ଼ିତ ୭ ପ୍ରମୁଖ ଅବସରପ୍ରାପ୍ତ…