Browsing Category

Top Stories

ପାଇଖାନାରେ ମୋବାଇଲ ବ୍ୟବହାର କରିବା ମାରାତ୍ମକ, ଶୀଘ୍ର ବଦଳାନ୍ତୁ ଏ ଅଭ୍ୟାସ

ଓଡ଼ିଶା ଭାସ୍କର: ଯଦି ଆଣପ ଟଏଲେଟରେ ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଏହା ଅତ୍ୟନ୍ତ ମାରାତ୍ମକ । ଜାଣନ୍ତୁ ଟଏଲେଟରେ ମୋବାଇଲ ବ୍ୟବହାର କରିବା ଦ୍ୱାରା କ’ଣ କ’ଣ ଖରାପ ହୋଇଥାଏ । ଅଧିକାଂଶ ଲୋକଙ୍କର ସ୍ମାର୍ଟ ଫୋନ୍…

ଖରଭୁଜ ଖାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ, ଏହି ଲୋକେ ଭୋଗିପରନ୍ତି ସମସ୍ୟା

ଓଡ଼ିଶା ଭାସ୍କର: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ବଜାର ତରଭୁଜ ଏବଂ ଖରଭୁଜ ବହୁପରିମାଣରେ ବିକ୍ରି ହୋଇଥାଏ। ଏହି ସୁସ୍ବାଦୁ ଏବଂ ଜଳଯୁକ୍ତ ଫଳ ଶରୀରକୁ ହାଇଡ୍ରେଟ୍ ଏବଂ ଥଣ୍ଡା ରଖେ। ଭିଟାମିନ୍ ଏବଂ ପୋଷକ ତତ୍ତ୍ୱରେ ଭରପୂର…

ଘରକୁ ପିଟିଲା କାର୍: ୫ ମେଡିକାଲ ଛାତ୍ର ବୁଜିଲେ ଆଖି

ହାଇଦ୍ରାବାଦ୍: ମୁମ୍ବାଇ ନ୍ୟାଶନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଛି ୬ ଜୀବନ । ମୃତକଙ୍କ ମଧ୍ୟରେ ୫ ମେଡିକାଲ ଛାତ୍ର ସାମିଲ । ନେଲୋରେ ଜିଲ୍ଲା କୋଭୁର ମଣ୍ଡଳରେ ଘଟିଛି ଏହି ଦୁର୍ଘଟଣା । କାରରେ ୬ ଜଣ…

୩୫% ବୃଦ୍ଧି ପାଇଲା ସୁନା ବିକ୍ରି, ଅଧିକ ଦର ସୁଦ୍ଧା ଅକ୍ଷୟ ତୃତୀୟାରେ ଦମଦାର ରୋଜଗାର

ନୂଆଦିଲ୍ଲୀ: ବୁଧବାର ଅକ୍ଷୟ ତୃତୀୟାର ଶୁଭ ଅବସରରେ ଭାରତରେ ସୁନା ଓ ରୂପା କ୍ରୟ ବହୁ ପରିମାଣରେ ବୃଦ୍ଧି ପାଇଛି। ବିଶେଷ କଥା ହେଉଛି ସୁନା ଓ ରୂପା ମୂଲ୍ୟ ଅଧିକ ହୋଇଥିଲେ ମଧ୍ୟ ସପିଂ ପ୍ରତି ଲୋକଙ୍କ ମଧ୍ୟରେ ଅତୁଳନୀୟ…

ଆଜିଠୁ ବଦଳିଯିବ ATMରୁ ଟଙ୍କା ଉଠାଣ ନିୟମ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଏଟିଏମ କାର୍ଡର ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୧ ମେ’ ୨୦୨୫ ଅର୍ଥାତ୍ ଆଜିଠୁ ଏଟିଏମର ନିୟମଗୁଡ଼ିକରେ ପରବର୍ତ୍ତନ ହେବାକୁ ଯାଉଛି। ଅର୍ଥାତ…

ମାସକୁ କେତେଥର ମିଠା ଖାଇପାରିବେ ମଧୁମେହ ରୋଗୀ, ଜାଣନ୍ତୁ ଏହାର ଉତ୍ତର

ଓଡ଼ିଶା ଭାସ୍କର: ମଧୁମେହ ରୋଗୀଙ୍କୁ ସବୁବେଳେ କୁହାଯାଏ ମିଠାଠାରୁ ଦୂରରେ ରହିବା ପାଇଁ । କିନ୍ତୁ ଏହାର ଅର୍ଥ ନୁହେଁ ଡାଇବେଟିସ୍ ରୋଗୀ ମିଠା ଖାଇପାରିବେ ନାହିଁ । ବିଶ୍ୱରେ ସବୁଠାରୁ ଅଧିକ ମଧୁମେହ ରୋଗୀ ଭାରତରେ…

ଫ୍ୟାନ୍ସଙ୍କ ପାଇଁ ଆହତ ହୋଇଗଲେ ଆଜିତ, ହସ୍ପିଟାଲରେ ହେଲେ ଭର୍ତ୍ତି

ହାଇଦ୍ରାବାଦ୍: ହସ୍ପିଟାଲରେ ସାଉଥ୍ ସୁପରଷ୍ଟାର ଅଜିତ । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରି ଫେରିବାବାଟରେ ତାଙ୍କ ଦେହ ହଠାତ୍ ଖରାପ ହୋଇଯାଇଛି । ବିମାନ ବନ୍ଦରରୁ…

୫ ମାସ ପରେ ହିନ୍ଦୁ ସନ୍ଥ ଚିହ୍ନୟଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

ଢାକା: ବାଂଲାଦେଶର ଏକ ହାଇକୋର୍ଟ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଇଛନ୍ତି ଜାମିନ । ଚିନ୍ମୟଙ୍କ ଓକିଲ ଅପୂର୍ବ କୁମାର ଭଟ୍ଟ ଗତ ୨୩ ତାରିଖରେ ଜାମିନ ଆବେଦନ କରିଥିଲେ । ଚିନ୍ମୟ ଇସ୍କନ ମନ୍ଦିରର ପୂଜାରି…

ସୁନା ଦୋକାନ ଗହଳି କିନ୍ତୁ ବ୍ୟବସାୟୀଙ୍କ ବେପାର ମାନ୍ଦା

ଭୁବନେଶ୍ୱର: ଅକ୍ଷୟ ତୃତୀୟାରେ ସୁନା ଦୋକାନରେ ଭିଡ଼ । ମା’ ଲକ୍ଷ୍ମୀଙ୍କ ଶୁଭକାମନା ପ୍ରାପ୍ତି ପାଇଁ ଆଜି ସୁନା ଦୋକାନାରେ ଭାରି ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁରକୁ ସୁନା ଦୋକନାର…

ଆଖୁ ଦର ବୃଦ୍ଧି ନେଇ ସରକାରଙ୍କ ନିଷ୍ପତ୍ତି, ଲାଭବାନ ହେବେ ଚାଷୀ

ନୂଆଦିଲ୍ଲୀ: ଆଖୁ ଦର ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର । ଆଖୁ କ୍ବିଣ୍ଟାଲ ପିଛା ୩୫୫ ଟଙ୍କାକୁ ବୃଦ୍ଧି ନିଷ୍ପତ୍ତି । ୨୦୨୫-୨୬ ବର୍ଷ ପାଇଁ ଦର ବୃଦ୍ଧି ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଖୁ ଦର…