Browsing Category

Top Stories

ଖାଦ୍ୟକୁ ଧୀରେ ଧୀରେ ଚୋବାଇ ଖାଇବା ଦ୍ୱାରା ମୋଟାପଣ ଓ ବଢ଼ୁଥିବା ଓଜନକୁ କରିପାରିବେ ନିୟନ୍ତ୍ରଣ: ଅଧ୍ୟୟନ

ନୂଆଦିଲ୍ଲୀ: ଶରୀରରେ ବଢ଼ୁଥିବା ମୋଟାପଣ ଓ ଓଜନର ସମ୍ବନ୍ଧ ଆମର ଖାଦ୍ୟପାନୀୟ ଆଦି ସହିତ ରହିଥଶ, । ଆମେ କିପରି ଖାଇଥାଉ ଓ କଣ ଖାଇଥାଉ ତାହାର ପ୍ରଭାବ ସିଧାସଳଖ ଶରୀରରେ ଉପରେ ପଡେ । ନିକଟରେ ଜାପାନର ଏକ…

ଅଧିକ ସମୟ ରହୁଛି କି କରୋନା ଏହି ଲକ୍ଷଣ? ଅନୁଭବ କରିବା ମାତ୍ରେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲା ଦେଶରେ ବଢ଼ିବାରେ ଲାଗିଛି । ଆଜି ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ କରିଛି । ଏହାରି ମଧ୍ୟରେ ପ୍ରତିଦିନ ଲକ୍ଷାଧିକ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି । ସୁସ୍ଥ ହେଉଥିବା ଲୋକଙ୍କ…

ଡାଇବେଟିସ୍ ରୋଗୀ ମୁହଁ ନଧୋଇ ଚୋବାନ୍ତୁ ଏହି ୪ଟି ପତ୍ର, ନିୟନ୍ତ୍ରଣରେ ରହିବ ବ୍ଲଡ୍ ସୁଗାର୍

ଓଡ଼ିଶା ଭାସ୍କର ବ୍ୟୁରୋ: ମଧୁମେହ ରୋଗୀଙ୍କୁ ସର୍ବଦା ସେମାନଙ୍କ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ । ହେଲଦି ଲାଇଫଷ୍ଟାଇଲ୍ ପାଇଁ ଏମାନେ ଅନେକ ପ୍ରକାରର ଉପାୟ ଆପଣାଥାନ୍ତି ଯାହାଫଳରେ ରକ୍ତ ଶର୍କରା କୁ…

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍: ଜାଣନ୍ତୁ କେତେ ଲୋକଙ୍କ ଜୀବନ ନେଲା କରୋନା?

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୧୭ ହଜାର ୫୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ…

ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଦିନକରେ ଚିହ୍ନଟ ହେଲେ ୧୦ ହଜାର ୩୬୮; ଜାଣନ୍ତୁ କେଉଁ ରାଜ୍ୟରୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲଗାରତ ଭାବରେ ୧୦ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୬୮ ଜଣ…

ଆଗାମୀ ସପ୍ତାହରୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ, ସରକାର କହିଲେ-ଶିଖରରେ ପହଞ୍ଚିଲା ଓମିକ୍ରନ: ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ: ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଇଂଲଣ୍ଡରେ ଆଗାମୀ ସପ୍ତାହରୁ ଲୋକଙ୍କୁ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ବୁଧବାର…

ଷ୍ଟଣ୍ଟ୍ ଦେଖାଇବା ଚକରରେ କ୍ୟାମେରାମ୍ୟାନ୍ ମୁହଁରେ ପୂରାଇଦେଲେ ସ୍କୁଟି; ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ଅନେକ ଯୁବପିଢି ରହିଛନ୍ତି ଯେଉଁ ମାନେ ମାତ୍ର କିଛି ଲାଇକ୍ ଓ କମେଣ୍ଟ ପାଇଁ ବିପଦଜନକ ଷ୍ଟଣ୍ଟ୍ କରି ଅପଲୋଡ୍ କରନ୍ତି । ଯାହାଫଳରେ ସେମାନେ ଭାଇରାଲ୍ ହୋଇପାରିବେ ଓ ଲୋକ…

ରାଜ୍ୟରେ ମୃତ୍ୟୁର ତାଣ୍ଡବ, ଆଜି ୭ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ସୁଧୁରୁନି ଲତାଙ୍କ ସ୍ୱାସ୍ଥ୍ୟବସ୍ଥା; ବର୍ତ୍ତମାନ ସୁଦ୍ଧା ଆଇସିୟୁରେ, ଡାକ୍ତର କହିଲେ- ‘ରିକଭରି ପାଇଁ ଭଗବାନଙ୍କୁ ଡାକନ୍ତୁ’

ନୂଆଦିଲ୍ଲୀ: ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସୁଦ୍ଧା ଜଟିଳ ରହିଛି । କୌଣସି ପ୍ରକାର ରିକଭରି ଦେଖିବାକୁ ମିଳିନାହିଁ । ଏବେଯାଏଁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଏନେଇ ତାଙ୍କ…

କୋଭିସିଲ୍ଡ-କୋଭାକ୍ସିନକୁ ବଜାରରେ ଉପଲବ୍ଧ କରାଇବା ନେଇ ମଞ୍ଜୁରୀ ପ୍ରଦାନ କରିବାକୁ DCGIକୁ ସୁପାରିଶ କଲେ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ବୁଧବାର ଦିନ ଆଣ୍ଟି-କୋଭିଡ ଟିକା - କୋଭିସିଲ୍ଡ-କୋଭାକ୍ସିନକୁ କିଛି ସର୍ତ୍ତ ଆଧାରରେ ନିୟମିତ ମାର୍କେଟିଂ ପାଇଁ ଅନୁମୋଦନ ପ୍ରଦାନ କରିବାକୁ…