Browsing Category

Top Stories

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ, ଜାଣନ୍ତୁ କେଉଁ ତାରିଖରେ ହେବ ଭୋଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦେଇଛନ୍ତିି ନିର୍ବାଚନ କମିଶନ । ପୂର୍ବରୁ ଫେବୃଆରୀ ୧୪ ତାରିଖରେ ନିର୍ବାଚନ ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା । ତେବେ ଆଜିର ବୈଠକ ପରେ…

୪.୬ କୋଟି ପରିବାରକୁ ଦାରିଦ୍ର୍ୟ ଭିତରକୁ ଠେଲିଲା କରୋନା, ବଢ଼ିଲା ଅରବପତିଙ୍କ ସଂଖ୍ୟା ଓ ସମ୍ପତ୍ତି; ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଅକ୍ସଫେମ୍ ଇଣ୍ଡିଆର ସଦ୍ୟତମ ରିପୋର୍ଟ “ଇନଇକ୍ୱାଲିଟି କିଲ୍ସ”ରୁ ଜଣାପଡ଼ିଛି ଯେ, ଭାରତରେ ୮୪ ପ୍ରତିଶତ ପରିବାର ଏକ ବର୍ଷ ମଧ୍ୟରେ ନିଜର ଆୟରେ ହ୍ରାସର ସମ୍ମୁଖୀନ ହୋଇଥିବାବେଳେ ବିଲିୟନେୟାର ବା ଅରବପତିିଙ୍କ…

ଏଥର ମେୟର ଆସନ ପାଇଁ ଜୋରଦାର ଫାଇଟ୍: ବିଜେଡି, ବିଜେପି ଓ କଂଗ୍ରେସ ଶିବିରରେ ମାଳ ମାଳ ଆଶାୟୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ତେଣୁ କିଏ ହେବ ପରବର୍ତ୍ତୀ ମେୟର ତାହାକୁ ନେଇ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି,…

ସାମନାକୁ ଆସିଲା ଓମିକ୍ରନର ୨୦ଟି ଲକ୍ଷଣ, ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ଶରୀରରେ ରହେ ଏହି ଭାରିଆଣ୍ଟର ପ୍ରଭାବ

ନୂଆଦିଲ୍ଲୀ: ନୂତନ ଭାରିଆଣ୍ଟ ଓମିକ୍ରନ ମାମଲାରେ କୌଣସି ସୁଧାର ଆସୁଥିବା ପରିଲକ୍ଷିତ ହୋଇନାହିଁ । ଦେଶରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ପାର୍ କରିସାରିଲାଣି । କରୋନାର ଅଧିକାଂଶ ଆକ୍ରାନ୍ତ ଓମିକ୍ରନ ଦ୍ୱାରା…

ହାଇୱେରେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ Cashless ଚିକିତ୍ସା, ସରକାର ଉଠାଇବାକୁ ଯାଉଛନ୍ତି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଲେ ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ପାଇଁ କ୍ୟାସଲେସ୍ ଚିକିତ୍ସା ଯୋଜନା ପାଇଁ ବ୍ୟବସ୍ଥା କରାଯାଉଛି । ଯାହାଫଳରେ ଆହତ ମାନେ ଟଙ୍କା ହେତୁ ଡାକ୍ତରଖାନାରେ ଭର୍ତ୍ତି ହେବାରେ…

ପୁଣି ରାଜଧାନୀ ଭୁବନେଶ୍ୱରରେ ଛୁରାମାଡ଼, ପାରବାରିକ କଳହରୁ ରକ୍ତପାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି । ପାରବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ଛୁରି ଭୁସିଥିବା ଜଣାପଡ଼ିଛି । ଏଡି ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା…

ତପସ୍ୱିନୀ ଶ୍ୱଶୁର ଘରେ, ସୁମିତ ବାହାରେ: ଆଜି ଆସିବ କୋର୍ଟଙ୍କ ରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ବିବାଦର ଶୁଣାଣି ଆଜି କୋର୍ଟରେ ହେବ । ମାସାଧିକ ସମୟ ଧରି ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସମାଧାନର ବାଟ…

କରୋନା ଯୋଗୁଁ ବଦଳିଗଲା ମା’ କ୍ଷୀରର ରଙ୍ଗ, ଧଳାରୁ ହେଲା ସବୁଜ!

ନୂଆଦିଲ୍ଲୀ: କଣ କରୋନା ଭାଇରସ୍ କାରଣରୁ ମା' କ୍ଷୀରର ରଙ୍ଗ ବଦଳି ଯାଉଛି? ଏହି ପ୍ରଶ୍ନର ଜବାବ ହେଉଛି, ହଁ । ଜଣେ ମହିଳା ଦାବି ସହିତ କହିଛନ୍ତି ଯେ, କରୋନା ସଂକ୍ରମିତ ହେବା ପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହେଉଛି ।…

(See Video) ଭଦ୍ରକର ବହୁଚର୍ଚ୍ଚିତ ଅଭିଷେକଙ୍କ ମୃତ୍ୟୁ ଘଟଣା: ବଳକା ୪୦ ଲକ୍ଷ ଦାନ କଲେ ପତ୍ନୀ ମୌସୁମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ବାସୁଦେବପୁରର ଅଭିଷେକ ମହାପାତ୍ର ଦୀର୍ଘଦିନର ଏକକୋ ଚିକିତ୍ସା ପରେ ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ପ୍ରାଣ ହରାଇଥିଲେ । କୋଭିଡ୍ ସମୟରେ ଅଭିଷେକଙ୍କୁ ନେଇ ସେ ସମୟରେ ସାରା…

କଣ୍ଟେନମେଣ୍ଟ୍ ଜୋନ ହେଲା ଅନୁଗୁଳ କୋର୍ଟ, ୧୨ ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍

ଅନୁଗୁଳ(ଓଡ଼ିଶା ଭାସ୍କର): ଅନୁଗୁଳ କୋର୍ଟ ହେଲା କଣ୍ଟେନମେଣ୍ଟ୍ ଜୋନ୍ । କୋର୍ଟର ୧୨ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିଠାରୁ ୩୦ ତାରିଖ ଯାଏଁ…