Browsing Category
Top Stories
ହିନ୍ଦୁଙ୍କ ଘର ଜଳିଲେ ମୁସଲମାନଙ୍କ ଘର କେମିତି ସୁରକ୍ଷିତ ରହିବ: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ : ଯଦି ହିନ୍ଦୁଙ୍କ ଘର ଜଳିବ ତେବେ ମୁସଲମାନଙ୍କ ଘର କେମିତି ସୁରକ୍ଷିତ ରହିବ। ହିନ୍ଦୁ ସୁରକ୍ଷିତ ରହିବ ତ ମୁସଲମାନ ମଧ୍ୟ ସୁରକ୍ଷିତ ରହିବେ। ହିନ୍ଦୁଙ୍କ ଘର ସୁରକ୍ଷିତ ରହିବ ତ ମୁସଲିମଙ୍କ ଘର ମଧ୍ୟ ସୁରକ୍ଷିତ…
ମିସ୍ ଇଣ୍ଡିଆ ପ୍ଲାନେଟ୍: ଟପ୍-୧୫ରେ ଓଡ଼ିଆ ଝିଆ ଅନ୍ୱେଶା, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ବ୍ୟୁଟିପିଜାଣ୍ଟ ପ୍ରତିଯୋଗିତାରେ ଜାତୀୟ ସ୍ତରରେ ସମ୍ବଲପୁର ଝିଅ କମାଲ ଦେଖାଇଛନନ୍ତି ।ମିସ ଇଣ୍ଡିଆ ପ୍ଲାନେଟ ଟପ ୧୫ ରେ ସମ୍ବଲପୁର ଝିଅ ଅନ୍ୱେଶା ମହାପାତ୍ର। ଏହି ଖବର ଜଣାପଡିବା ପରେ…
ବିସିସିଆଇର ଚିନ୍ତା ବଢାଇଲା କରୋନା, ବିଦେଶରେ ଆୟୋଜିତ ହେବ IPL !
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଉପରେ ପୁଣି ଥରେ କରୋନା ସଙ୍କଟର ବାଦଲ। ଆଇପିଏଲ ୨୦୨୦ର ଆୟୋଜନ କୋଭିଡ୍ ସଙ୍କଟ କାରଣରୁ ୟୁଏଇରେ ହୋଇଥିଲା। ପୁଣି ୨୦୨୧ ସଂସ୍କରଣ ଭାରତରେ ହୋଇଥିଲେ ମଧ୍ୟ କରୋନା…
କୋଭିଡ୍ ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଟିକାକରଣକୁ ଦେଲେ ଗୁରୁତ୍ୱ
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଗୃହ…
ଭୁବନେଶ୍ୱର ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ
ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ । ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହେବାରୁ ବିମାନର ଜରୁରୀ ଅବତରଣ । ରାଞ୍ଚିରୁ ଚେନ୍ନାଇ ଯାଉଥିବା ଏୟାର ଏସିଆ ଯାଉଥିବା ବିମାନର ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ…
UPIର ସର୍ଭର ଡାଉନ୍: Pay-tm ଓ G-pay ଟ୍ରାଞ୍ଜାକ୍ସନ ଫେଲ, ଏମିତି କହିଲା ଏନପିସିଆଇ
ନୂଆଦିଲ୍ଳୀ: ରବିବାର କୌଣସି ବି ପ୍ରକାରର ଡିଜିଟାଲ ପେମେଣ୍ଟ ହୋଇନଥିଲା । କିଛି ବ୍ୟବହାର କାରୀ ୟୁପିଆଇ ପେମେଣ୍ଟ ହେଉନଥିବା ନେଇ ଅଭିଯୋଗ କରିଥିଲେ । ଗୁଗୁଲ ପେ, ପେଟିଏମ୍ ଏବଂ ଫୋନ ପେ ପରି ୟୁପିଆଇ ବେସଡ ଆପରେ…
ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ନାହିଁ ହସ୍ପିଟାଲ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ସାଢ଼େ ଚାରି ହଜାରରୁ ଅଧିକ ହେଲାଣି । ଏହାକୁ ଦୃଷ୍ଟରେ ରଖି ସରକାର…
ରାଜଧାନୀରେ ଲାଗୁ ହେବନି ଲକଡାଉନ୍: ମୁଖ୍ୟମନ୍ତ୍ରୀ ରଖିଲେ ଏମିତି ସର୍ତ୍ତ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ପୁଣି ଥରେ ଲକଡାଉନ୍ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି । ଜାତୀୟ…
ମାର୍କେଟ ବିଲ୍ଡିଂ ବ୍ୟବସାୟୀଙ୍କ ଆତ୍ମହତ୍ୟା, ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ: ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ
ଭୁବନେଶ୍ୱର: ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସାଧୀନ ଅବସ୍ଥାରେ ବ୍ୟବସାୟୀଙ୍କ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ବ୍ୟବସାୟୀଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ । ମାର୍କେଟ ବିଲ୍ଡିଂଠାରେ ଉଚ୍ଛେଦ ପରେ ବ୍ୟବସାୟୀ…
କରୋନା ମୁକାବିଲା ପାଇଁ ତୟାର ସରକାର: ରାଜଧାନୀରେ କୋଭିଡ ହସ୍ପିଟାଲ ଓ ବେଡ ସଂଖ୍ୟା ବଢିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂଖ୍ୟା ବଢି ଚାଲିଥିବା ବେଳେ କରୋନା ମୁକାବିଲା ପାଇଁ ସରକାର ସଜାଗ ହୋଇଛନ୍ତି । ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ଘରୋଇ ହସ୍ପିଟାଲରେ କରୋନା ବେଡ…