Browsing Category

Top Stories

ଜଗତା ନାଳରେ ଭାସିଗଲା ନାବାଳକ: ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

ବେଗୁନିଆପଡା(ଓଡ଼ିଶା ଭାସ୍କର): ଲଗାଣ ବର୍ଷାରେ କୋଦଳା ନିକଟସ୍ଥ ଜଗତା ନାଳରେ ଯାଉଥିବା ବଢି ପାଣିରେ ଭାସିଗଲା ୧୫ ବର୍ଷର ନାବାଳକ ଆକାଶ ନାହାକ। ପ୍ରାପ୍ତ ସୂଚନା ଅନୁଯାୟୀ କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତ।ପଡା…

ବର୍ଷକୁ ମିଳିବ ୩୦୦ ଦିନର ଛୁଟି: ସରକାର ଆଣୁଛନ୍ତି ନୂଆ ନିୟମ, ଏହି ତାରିଖରୁ କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ: ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ କର୍ମଚାରୀଙ୍କୁ ବର୍ଷକୁ ୩୦୦ ଦିନ ପର୍ଯ୍ୟନ୍ତ ଛୁଟି ମିଳିପାରିବ । ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂତନ ବେତନ ଆଇନ ଅନୁଯାୟୀ…

ଫ୍ରାନ୍ସ ସହ ଲଢେଇ କରି ହାରିଲା ଭାରତ: ଚତୁର୍ଥ ସ୍ଥାନରେ ରହି ଟୁର୍ଣ୍ଣାମେଣ୍ଟ ଶେଷ କଲା ଡିଫେଣ୍ଡିଂ ଚାମ୍ପିୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଜୁନିୟର ହକି ବିଶ୍ୱକପରେ ଶେଷ ହୋଇଛି ଭାରତର ଅଭିଯାନ । ଡିଫେଣ୍ଡିଂ ଚାମ୍ପିୟନ ଭାରତ ବ୍ରୋଞ୍ଜ ପଦକ ମୁକାବିଲାରେ ପରାଜିତ ହେବା ସହିତ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଛି । ଫ୍ରାନ୍ସ…

ଭାରତର ହାତ ମୁଠାରେ ମୁମ୍ବାଇ ଟେଷ୍ଟ, ବିଜୟଠୁ ୫ ଓ୍ଵିକେଟ୍ ଦୂରରେ ବିରାଟ ବାହିନୀ

ମୁମ୍ଵାଇ : ଭାରତର ହାତ ମୁଠାରେ ମୁମ୍ବାଇ ଟେଷ୍ଟ। ପୂରା ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ବିରାଟ ବାହିନୀ। ଦ୍ଵିତୀୟ ଟେଷ୍ଟରେ ବିଜୟଠୁ ଆଉ ୫ ଓ୍ଵିକେଟ୍ ଦୂରରେ ଭାରତୀୟ ଦଳ। ମୁମ୍ଵାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ…

PAN CARDରେ ଫୋଟୋ ବଦଳାଇବାକୁ ଚାହୁଛନ୍ତି? ଘରେ ବସି କରିପାରିବେ ଏହି କାମ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ବ୍ୟାଙ୍କ କିମ୍ବା କୌଣସି ସରକାରୀ କାମରେ ପ୍ୟାନ୍ କାର୍ଡର ଆବଶ୍ୟକତା ନିଶ୍ଚିତ ପଡ଼ିଥାଏ । ଏମିତିରେ ଏହା ଜରୁରୀ ଯେ ଆପଣ ପ୍ୟାନ୍ କାର୍ଡକୁ ଅପଡେଟ୍ ରଖିବା ଆବଶ୍ୟକ । ତେବେ ପ୍ୟାନ୍ କାର୍ଡରେ ସହଜରେ ଆପଣ…

ପୁରୀରୁ ୫୦ କିମି ଦୂରରେ ଜୱାଦ: ଘଣ୍ଟାପ୍ରତି ବେଗ ୧୮ କିମି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁରୀ ଠାରୁ ୫୦ କିମି ଦୂରରେ ରହିଛି ସାମୁଦ୍ରିକ ବାତ୍ୟା ଜୱାଦ । ଧୀରେ ଧୀରେ ଏହା ଦୁର୍ବଳ ହେଉଥିବାରୁ ବାତ୍ୟା ବର୍ତ୍ତମାନ ଅବପାତର ରୂପ ନେବାରେ ଲାଗିଛି । ଏହି ସାମୁଦ୍ରିକ ବାତ୍ୟା…

କେନ୍ଦ୍ରକୁ ସ୍ୱାସ୍ଥ୍ୟ ସଚିବଙ୍କ ଜବାବ: ଜାତୀୟ ହାରଠାରୁ ଓଡ଼ିଶାରେ ଅଧିକ ରହିଛି ଟେଷ୍ଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଟେଷ୍ଟିଂ କମିଥିବା ନେଇ ତାଗିଦ କରି ସ୍ୱାସ୍ଥ୍ୟ ସଚିବ ପତ୍ର ଲେଖିବା ପରେ ଏହାର ଗୋଟିଏ ଦିନ ପରେ ଉତ୍ତର ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ରାଜ କୁମାର ଶର୍ମା । ରାଜ୍ୟରେ କୋଭିଡ…

ଦିଲ୍ଲୀରେ ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କଠାରେ ଦେଖାଦେଇଛି ଏହି ଲକ୍ଷଣ, LNJP ଏମଡିଙ୍କ ସୂଚନା

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ନିଜର କାୟା ବିସ୍ତାର କରିଛିି । ଏହି ଓମିକ୍ରନ ଭାରିଆଣ୍ଟ ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରବେଶ କରିଛି । ଦିଲ୍ଲୀରୁ ପ୍ରଥମ ମାମଲା ଚିହ୍ନଟ ପରେ ହଇଚଇ ସୃଷ୍ଟି…

ରାଜଧାନୀରେ ଆସନ୍ତା କାଲି ବନ୍ଦ ରହିବ ସ୍ୱାସ୍ଥ୍ୟସେବା: ଆନ୍ଦୋଳନରେ ଡାକ୍ତର, ଜାଣନ୍ତୁ କାରଣ

ନୂଆଦିଲ୍ଳୀ: ରାଜଧାନୀରେ ବ୍ୟାହତ ହେବ ସ୍ୱାସ୍ଥ୍ୟ ସେବା । ନିଟ୍ କାନସେଲିଙ୍ଗରେ ବିଳମ୍ବ ହେଉଥିବାରୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରେସିଡେଣ୍ଡ ଡାକ୍ତର । ଜାତୀୟ ରାଜଧାନୀ ନୂଆଦିଲ୍ଳୀରେ ଆସନ୍ତା ମଙ୍ଗଳବାର…

୫ ଝିଅଙ୍କୁ ଧରି କୂଅକୁ ଡେଇଁପଡିଲା ମା’, ଜାଣନ୍ତୁ କାହିଁକି ନେଲେ ଏପରି ପଦକ୍ଷେପ

କୋଟା: ରାଜସ୍ଥାନର କୋଟାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯାହାକୁ ଆପଣଙ୍କୁ ମର୍ମାହତ କରିବ । ପାରିବାରିକ କଳହକୁ ଆଉ ସହିନପାରି ଜଣେ ମହିଳା କୂଅକୁ ଡ଼େଇ ଆତ୍ମହତ୍ୟା କରିଛନ୍ତି । ସେ ନିଜ ସହିତ ୫ ଝିଅଙ୍କୁ ନେଇ…