Browsing Category
Top Stories
ବାତ୍ୟା ଜୱାଦ Update: ୯୫ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ବାତିଲ
ସମ୍ଭାବ୍ୟ ବାତ୍ୟା ପାଇଁ ୯୫ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ବାତିଲ । ଡିସେମ୍ବର ୩ ଓ ୪ ତାରିଖ ପାଇଁ ମେଲ୍ ଓ ଏକ୍ସପ୍ରେସ୍ ବାତିଲ । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ପୂର୍ବତଟ ରେଲୱେର ସୂଚନା ।
ସୂଚନାଯୋଗ୍ୟ,…
ISRO ପ୍ରୋଗ୍ରାମକୁ ବେଙ୍ଗାଲୁରୁରୁ ଗୁଜରାଟ ନେବାକୁ କେନ୍ଦ୍ରର ଯୋଜନା, କଂଗ୍ରେସର ତୀବ୍ର ବିରୋଧ
ବେଙ୍ଗାଲୁରୁ : ଭାରତୀୟ ମାନବ ଅନ୍ତରୀକ୍ଷ ଉଡାଣ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁରୁ ଗୁଜରାଟ ସ୍ଥାନାନ୍ତରଣ କରିବା ନେଇ ବିବାଦ ଦେଖା ଦେଇଛି। ଏହାକୁ ଦୃଢ ବିରୋଧ କରିଛି କଂଗ୍ରେସ। କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ…
Apple ଆଣୁଛି ଏହାର ଶସ୍ତା 5G iPhone, ଏହା ରହିବ ଖାସ୍
ନୂଆଦିଲ୍ଲୀ: iPhone 13କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ iPhone ପ୍ରେମୀଙ୍କ ପାଇଁ ଆଉ ଏକ ଖୁସିଖବର । ଖୁବଶୀଘ୍ର କମ୍ପାନୀ ଏହାର ପ୍ରଥମ ଶସ୍ତା ୫ଜି ଫୋନ ଲଞ୍ଚ କରିବାକୁ ଯାଉଛି । ଏହା ସହ ଆସିବାକୁ ଥିବା ଫୋନରେ…
‘ସ୍ୱାମୀ କହୁଛି ମୋତେ ମାରିଦେବ’; ଭିଡିଓ କରି ନ୍ୟାୟ ମାଗିଲେ ମହିଳା
‘ମୋ ସ୍ୱାମୀ କହୁଛି ମୋର ମର୍ଡର କରିବ, ଯାହା କରିବାର ଅଛି କର’... ନିଜ ସ୍ୱାମୀ କିଛି ଏଭଳି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଟାଙ୍ଗୀର ଜନୈକ ମହିଳା । ମାମଲାରେ ସେ କୋର୍ଟ ଥାନା ସବୁ ସ୍ଥାନରୁ ନିରାଶ ହେବା…
ସିନିୟରଙ୍କ ବଦଲା ନେଲେ ଜୁନିୟର: ପୱନଙ୍କ ଚମତ୍କାର ସେଭ ସହିତ ବିଶ୍ୱକପ ସେମିରେ ଭାରତ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସିନିୟରଙ୍କ ବଦଲା ନେଲେ ଜୁନିୟର । ଅଲିମ୍ପିକ୍ସରେ ଭାରତୀୟ ଦଳକୁ ସେମିରେ ପରାସ୍ତ କରିଥିଲା ବେଲଜିୟମ । ମାତ୍ର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ…
ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ନୂଆଦିଲ୍ଲୀ : ଶେଷରେ ରଦ୍ଦ ହେଲା ବିବାଦୀୟ ତିନି କୃଷି ଆଇନ। ବୁଧବାର କୃଷି ଆଇନ ପ୍ରତ୍ୟାହାର ବିଧେୟକ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିସହ ଆନୁଷ୍ଠାନିକ ଭାବେ ବିଧେୟକ ପ୍ରତ୍ୟାହାର…
ଖାଇବା ଅପେକ୍ଷା କରିପାରେ ହେଲେ SEX ନୁହେଁ: ଦେଖନ୍ତୁ ସାମନ୍ଥାଙ୍କ Viral Video
ନୂଆଦିଲ୍ଲୀ: ଡିଭୋର୍ସ ପରେ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରଥ୍ ପ୍ରଭୁ ବେଶ ଚର୍ଚ୍ଚାରେ । ସାମନ୍ଥା ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରର ବୟାନ ବର୍ତ୍ତମାନ ବେଶ ଭାଇରାଲ ହୋଇଛି । ସାମନ୍ଥାଙ୍କୁ ପଚରା ଯାଇଥିଲା କି ସେକ୍ସ…
ବିକଶିତ ହେବ ପୁରୁଣା ନିର୍ମାଣସୌଧ
ଭୁବନେଶ୍ୱର: ବିକଶିତ ହେବ ପୁରାତନ ନିର୍ମାଣସୌଧ ସର୍ଦ୍ଦାର ପଟେଲ ହଲ୍ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି । ସ୍ଥାନିତ ହେବ ୧୯୩୬-୪୬ ଯାଏ ବିଧାୟକଙ୍କ ତୈଳଚିତ୍ର । ତତ୍କାଳୀନ…
ପଞ୍ଜାବ କିଙ୍ଗ୍ସକୁ ଆଉ ଏକ ଝଟକା, କେଏଲ ରାହୁଲଙ୍କ ପରେ ଦଳ ଛାଡିଲେ ଏହି ଦିଗ୍ଗଜ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ଖେଳାଳିଙ୍କ ରିଟେନସନ ପ୍ରକ୍ରିୟା ପୂରା ହୋଇଛି। କିନ୍ତୁ ପଞ୍ଜାବ କିଙ୍ଗ୍ସକୁ ଝଟକା ଲାଗିଛି। ପଞ୍ଜାବ କିଙ୍ଗ୍ସର ଅଧିନାୟକ କେଏଲ ରାହୁଲ ପ୍ରଥମରୁ ହିଁ ଦଳରୁ ଅଲଗା…
ଆସୁଛି ବାତ୍ୟା ଜୱାଦ; ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ପୁରୀ ଜିଲ୍ଲାପାଳ
ପୁରୀ: ସମ୍ଭାବ୍ୟ ବାତ୍ୟା ନେଇ ପୁରୀ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ । ଜିଲ୍ଲାର ସବୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ଜିଲ୍ଲାପାଳ…