Browsing Category

Top Stories

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ୱର: ୩ ଓ ୪ ତାରିଖରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଆଶଙ୍କା । ବର୍ଷାଠାରୁ ଫସଲ ସୁରକ୍ଷିତ ରଖିବା ପାଇଁ ପରାମର୍ଶ । ବର୍ଷା ପୂର୍ବରୁ ଫସଲ ଆଣି ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖବାକୁ ପରାମର୍ଶ । ସ୍ଥିତିର…

ଜାଡେଜା ଓ ଅଶ୍ୱିନଙ୍କ ବୋଲିଂ ସଫଳତା ବ୍ୟର୍ଥ: ଡ୍ର’ରେ ଶେଷ ହେଲା କାନପୁର ଟେଷ୍ଟ

ନୂଆଦିଲ୍ଲୀ: ପଦାର୍ପଣ ଟେଷ୍ଟରେ ଲଢୁଆ ବ୍ୟାଟିଂ କରିବା ସହିତ ଦଳକୁ ପରାଜୟରୁ ରକ୍ଷା କରିଛନ୍ତି ନ୍ୟୁଜିଲାଣ୍ଡର ରାଚିନ୍ ରବୀନ୍ଦ୍ର । ଶେଷ ୱିକେଟରେ ୫୨ ବଲ ମୁକାବିଲା କରିବା ସହିତ ମ୍ୟାଚକୁ ଅମୀମାଂସିତ ରଖିଥିଲେ ।…

ଆସନ୍ତାକାଲି ଶେଷ ହେବ ଲାଇଫ ସାର୍ଟିଫିକେଟ ଜମା କରିବାର ଅବଧି, ଆଜି ହିଁ ଜମା କରିନିଅନ୍ତୁ ନଚେତ୍ ହେବ ଅସୁବିଧା

ନୂଆଦିଲ୍ଲୀ: ପେନସନଭୋଗୀଙ୍କ ପାଇଁ ଲାଇଫ ସାର୍ଟିଫିକେଟ ବା ଜୀବନ ପ୍ରମାଣ ପତ୍ର ଏକ ଜରୁରୀ ଦସ୍ତାବେଜ ହୋଇଥାଏ । ଆପଣ ଲାଇଫ ସାର୍ଟିଫିକେଟ ଅନେକ ଉପାୟରେ ଜମା କରିପାରିବେ । ଟ୍ରେଜରୀ, ବ୍ୟାଙ୍କ ଶାଖା, କମନ ସର୍ଭିସ…

ଶୀତକାଳୀନ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ୧୨ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ପ୍ରଥମ ଦିନରେ ୧୨ ବିରୋଧୀ ଦଳ ସାଂସଦ ନିଲମ୍ବିତ ହୋଇଛନ୍ତି । ପ୍ରଥମ ଦିନରେ ନିୟମ ଭାଙ୍ଗିବା କାରଣରୁ ଏହି ସାଂସଦ ମାନଙ୍କୁ ନିଲମ୍ବିତ କରାଯାଇଛି…

ସ୍ୱାମୀ କରୁଛି ଦ୍ୱିତୀୟ ବିବାହ, ପୋଲିସ ରଖୁନାହିଁ ଅଭିଯୋଗ: ଦେଖନ୍ତୁ କଣ କହୁଛନ୍ତି ମହିଳା (VIDEO)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମ କରି ବିବାହ କରିଥିଲେ । ହେଲେ ଝିଅ ଜନ୍ମ ହେବା ପରେ ସବୁ ପ୍ରେମ କୁଆଡେ ଉଭାନ ହେଇଗଲା । ଆରମ୍ଭ ହେଲା ନିର୍ଯାତନା । କେବଳ ସ୍ୱାମୀ ନୁହେଁ ଶାଶୁ ଘର ଲୋକ ମଧ୍ୟ ନିର୍ଯାତନା ଦେବା…

ମାରାତ୍ମକ ଡେଲଟା ତୁଳନାରେ ନୂତନ ଓମିକ୍ରୋନ୍ ଭାରିଆଣ୍ଟ୍ ଏକ ଖୁସିଖବର; ଜାଣନ୍ତୁ କିପରି

ନୂଆଦିଲ୍ଲୀ: କୋଭିଡ୍-୧୯ ଭୁତାଣୁର ନୂତନ ସଂସ୍କରଣ ଭାବରେ ଦକ୍ଷିଣ ଆଫ୍ରିକାରେ ଉଭା ହୋଇଥିବା ଓମିକ୍ରନ୍ ଯୋଗୁଁ ବିଶ୍ୱବ୍ୟାପୀ ପୁଣିଥରେ ଲକଡାଉନ୍ ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ କଟକଣା ଲଗାଯିବା ଆରମ୍ଭ ହୋଇଯାଇଛି । ଏହି…

କଣ ଦିଲ୍ଲୀରେ ନିର୍ମାଣ ବ୍ୟାନ ପରେ ବି ସେଣ୍ଟ୍ରାଲ ଭିଷ୍ଟା ପାଇଁ ଚାଲିଛି କାମ? ସୁପ୍ରିମକୋର୍ଟର କେନ୍ଦ୍ରକୁ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ଏବେ ଅତି ଖରାପ ଶ୍ରେଣୀରେ ରହିଛି । ଯାହାଫଳରେ ବିଭିନ୍ନ କାର୍ଯ୍ୟକଳାପ ଉପରେ ସରକାର ରୋକ୍ ଲଗାଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ବାୟୁ ପ୍ରଦୂଷଣକୁ ନେଇ ସୋମବାର ଦିନ ଶୁଣାଣି…

MBBS ଓ BDS ନାମଲେଖା ପାଇଁ କାଉନସେଲିଂକୁ ସ୍ଥଗିତ ରଖିଲା OJEE

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଥିବା ଡାକ୍ତରୀ ନାମଲେଖା ପ୍ରକ୍ରିୟା ସ୍ଥଗିତ ହୋଇଛି । ଏମବିବିଏସ ଓ ବିଡିଏସରେ ନାମଲେଖା ପାଇଁ କାଉନସେଲିଂକୁ ଓଜେଇଇ ତରଫରୁ ସ୍ଥଗିତ ରଖାଯାଇଛି । ତେବେ ପରବର୍ତ୍ତୀ ବିଜ୍ଞପ୍ତି…

ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା, ଜାଣନ୍ତୁ ସମ୍ପୂର୍ଣ୍ଣ ସମୟ ସାରଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଦଳୀୟ ବୈଠକକୁ ନେଇ ବାଚସ୍ପତି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବର ୧ରୁ ୩୧ ଯାଏଁ ଅଧିବେଶନ ଚାଲିବ । ଏଥିମଧ୍ୟରେ ୨୬ଟି କାର୍ଯ୍ୟ ଦିବସ ଚାଲିବ । ପୂର୍ବାହ୍ନ ସାଢ଼େ…

କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ୍ । ସଂସଦରେ ଆଜି ଠାରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନର ପ୍ରଥମ ଦିନରେ ଏହି ବିଲ୍ ପାରିତ ହୋଇଛି । ବିଲ୍ ପାରିତ ସମୟରେ ବିରୋଧୀ ମାନେ ହଟ୍ଟଗୋଳ ଜୋରଦାର…