Browsing Category

Top Stories

ମମିତାଙ୍କ ହତ୍ୟାକୁ ନେଇ ବିଜେପି-କଂଗ୍ରେସର ଟାର୍ଗେଟ୍, ଉତ୍ତରରେ କଡ଼ା ଜବାବ୍ ଦେଲା ବିଜେଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ କୁହୁଳୁଛି ରାଜନୀତି । ମାମଲାରେ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ ନେତା ।…

ତାଲିବାନୀ ବର୍ବରତା; ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟିଦେଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ କ୍ଷମତା ଦଖଲ କରିଥିବା ତାଲିବାନର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିଛି । ଜଣେ ଜୁନିୟର ଭଲିବଲ ଖେଳାଳିଙ୍କ ମୁଣ୍ଡକାଟ କରିଛନ୍ତି ତାଲିବାନୀ ଆତଙ୍କୀ । ବୁଧବାର ଏକ…

କାଲିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସ; ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍ ଭଗବାନ୍ ବିଷ୍ଣୁ…

ନୂଆଦିଲ୍ଲୀ: କାର୍ତ୍ତିକ ମାସ ହେଉଛି ଭଗବାନ୍ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ମାସ । ଏଥର କାର୍ତ୍ତିକ ମାସ ୨୧ ଅକ୍ଟୋବର ୨୦୨୧ ଦିନ ଗୁରୁବାରରୁ ଆରମ୍ଭ ହେଉଛି, ଯାହାକି ୧୯ ନଭେମ୍ବର ପର୍ଯ୍ୟନ୍ତ ରହିବ । କୁହାଯାଏ…

ମମିତା କେସରେ ବାହାରିବ କି ଆଉ କିଛି ଗୁମର! ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେବ ପୋଲିସ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଗୋଟିଏ ପରେ ଗୋଟିଏ ଖୁଲାସା ହେବା ପରେ ମମିତାଙ୍କୁ…

ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ୍; ଏମିତି ବୟାନ ରଖିଲେ ସମୀର ୱାଙ୍ଖେଡେ

ନୂଆଦିଲ୍ଲୀ: ବୁଧବାର ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନର ଜାମିନ ଆବେଦନ ଖାରଜ ହୋଇଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ଏନସିବି ଜୋନାଲ ଡିରେକ୍ଟରଙ୍କ ବୟାନ ହିଁ ଚର୍ଚ୍ଚା ସୃଷ୍ଟି କରିଛି । ଆର୍ଯ୍ୟନ…

ଭାରତ-ଅଷ୍ଟ୍ରେଲିଆ ୱାର୍ମଅପରେ ରୋହିତ ଅଧିନାୟକ; କଙ୍ଗାରୁ ଦଳର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଠିକ ପୂର୍ବରୁ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ୱାର୍ମଅପ୍ ମ୍ୟାଚରେ ବିଶ୍ରାମ ନେଇଛନ୍ତି ଅଧିନାୟକ ବିରାଟ କୋହଲି । ରୋହିତ ଶର୍ମର୍ା ଅଧିନାୟକ ରହିଥିବା ବେଳେ ଟସ୍ ଜିତି…

ଆର୍ଯ୍ୟନଙ୍କୁ ପୁଣି ଝଟକା: ଜାମିନ ଖାରଜ କଲେ କୋର୍ଟ, ଏବେ ହାଇକୋର୍ଟ ଭରସା

ନୂଆଦିଲ୍ଲୀ: ଡ୍ରଗ୍ସ କେସରେ ଫସିଥିବା ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ଖାରଜ ହୋଇଯାଇଛି । ଆର୍ଯ୍ୟନଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚ୍ଚେଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଖାରଜ କରିଛନ୍ତି…

ମମିତା ମେହେରଙ୍କୁ କାହିଁକି ମାରିଥିଲା ଗୋବିନ୍ଦ? ଜାଣନ୍ତୁ କ’ଣ କହିଲେ ଡିଆଇଜି

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବଲାଙ୍ଗିର ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ଏକ…

ମମିତା କେସ୍: ଆସନ୍ତାକାଲି ବଲାଙ୍ଗିର ବନ୍ଦ

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବିଜେପି ପକ୍ଷରୁ ଆସନ୍ତାକାଲି ବଲାଙ୍ଗିର…

ଗୋବିନ୍ଦର ସମସ୍ତ ଡାର୍କ ସିକେଟ୍ ଜାଣିଥିଲେ ମମିତା: ଲାପଟପ୍ ମିଳିଲା କିନ୍ତୁ ପେନଡ୍ରାଇଭ ଗଲା କୁଆଡ଼େ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଖୁଲାସା ହେଉଛି । ତେବେ ଏହା ମଧ୍ୟରେ ଗୋବିନ୍ଦକୁ କୋର୍ଟ ଚାଲାଣ…