Browsing Category
Top Stories
କାଲି କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ଦ ରହିବ ସରକାରୀ ଅଫିସ୍ ।
କଟକ , ୨୩ ।୧୨(ଓଡିଶା ଭାସ୍କର): ସରକାରୀ ଚାକିରିଆ ପାଇଁ ଖୁସି ଖବର।ଆସନ୍ତାକାଲି ବନ୍ଦ ରହିବ କଟକ ଓ କେନ୍ଦ୍ରାପଡା ର ସମସ୍ତ ସରକାରୀ ଅଫିସ । ଏନେଇ ଘୋଷଣା କରିଛନ୍ତି ରାଜସ୍ବ କମିସନର । ମାଣବସା ପାଇଁ ସ୍ଥାନୀୟ ଛୁଟି…
କରୋନା କାଳରେ ଆତଙ୍କୀ ଅଧିକ ସକ୍ରିୟ: ଇଣ୍ଟରପୋଲ
ନୂଆଦିଲ୍ଲୀ, ୨୩ା୧୨: କରୋନା ସମୟରେ ଯେତେବେଳେ ସାଧାରଣ ଜନତା ନିଜର ଜୀବନ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଥିଲେ, ସେତେବେଳେ ଆତଙ୍କବାଦୀମାନେ ନିଜର ସଙ୍ଗଠନକୁ ମଜବୁତ କରିବାକୁ ପ୍ରୟାସ କରୁଥିଲେ । ଏହା ଖୁଲାସା କରିଛି…
ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ
ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ଦେଶବ୍ୟାପୀ ଆତଙ୍କ ଖେଳିଯାଇଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୧୮ରେ…
କରୋନାର ନୂଆ ରୂପକୁ ନେଇ ୟୁରୋପରେ ହାହାକାର
ନୂଆଦିଲ୍ଲୀ, ୨୩ା୧୨: ଟିକା ଆସିବାକୁ ନେଇ ବିଶ୍ୱବାସୀ ଅପେକ୍ଷା କରି ରହିଥିବା ବେଳେ ବର୍ତ୍ତମାନ କରୋନାର ନୂଆ ରୂପକୁ ନେଇ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି । ୟୁକେରେ ଅନେକ ନୂଆ ମାମଲା ସାମନାକୁ ଆସିଛି । କେବଳ ୟୁକେ…
୩୧ରେ ଅବସର ନେବେ ଅସିତ ତ୍ରିପାଠୀ
ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ଡିସେମ୍ବର ୩୧ରେ ଅବସର ନେବେ ଅସିତ ତ୍ରିପାଠୀ । ଅସିତ ଏବେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ କାର୍ଯ୍ୟରତ ଅଛନ୍ତି । ୧୯୭୬ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଫିସର…
ଜାନୁଆରୀ ୨ ପର୍ଯ୍ୟନ୍ତ ଏଠାରେ ଲାଗିଲା ନାଇଟ୍ କର୍ଫ୍ୟୁ, ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ପ୍ରସ୍ତୁତି
ନୂଆଦିଲ୍ଲୀ,୨୩ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟ ସରକାର ମଧ୍ୟ ସର୍ତକ ମୋଡକୁ ଆସିଛନ୍ତି । ଏହାରି ମଧ୍ୟରେ କର୍ଣ୍ଣାଟକ ସରକାର ରାତ୍ରି କର୍ଫ୍ୟୁର ଘୋଷଣା କରିଛନ୍ତି । ଏହି ରାତ୍ରି କର୍ଫ୍ୟୁ ୨ ଜାନୁଆରୀ…
ଜାଣନ୍ତୁ ସେଇ ସ୍ଥାନ ବିଷୟରେ, ଯେଉଁଠାରେ ବିବାହ କରିଥିଲେ ରାବଣ ଓ ମନ୍ଦୋଦରୀ
ରାମାୟଣରେ ଲଙ୍କା ସ୍ଥପତି ରାବଣ ବିଷୟରେ କିଏ ବା ନ ଜାଣେ । କୁହାଯାଏ, ଭାରତର ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ରାବଣ ଓ ମନ୍ଦୋଦରୀ ବିବାହ କରିଥିଲେ । ଯୋଧପୁରର ମଣ୍ଡୋରର ରେଳ ଷ୍ଟେସନ ନିକଟରେ ଏକ ପାହାଡ଼ ଉପରେ ଗଣେଶ…
ଜୁଲାଇ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ, ଶିଶୁଙ୍କ ଭବିଷ୍ୟତ ଅନ୍ଧାରରେ
ନୂଆଦିଲ୍ଲୀ, ୨୩ା୧୨: ଦିଲ୍ଲୀରେ ଜୁଲାଇ ମାସ ସୁଦ୍ଧା ନର୍ସରୀ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ । ତେଣୁ ୨୦୨୧-୨୨ ଏକାଡେମିକ ଅଧିବେଶନରେ ନର୍ସରୀ ଆଡମିଶନ ବାତିଲ କରାଯାଇପାରେ ।
କରୋନା ସମୟରେ ଦେଶରେ ସ୍କୁଲ, କଲେଜ,…
ଶ୍ରୀମନ୍ଦିର ଦର୍ଶନ ନେଇ ନୂଆ ଏସଓପି ଜାରି
ପୁରୀ, ୨୩ା୧୨ (ଓଡିଶା ଭାସ୍କର): ୯ ମାସ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଅନୁମତି ଆଜି ମିଳିଛି । ତେବେ ପ୍ରଭୁଙ୍କ ଦର୍ଶନ ନେଇ ପ୍ରଶାସନ ତରଫରୁ ଏସଓପି ଜାରି କରାଯାଇଛି । ଭକ୍ତମାନେ ଏହାକୁ ମାନି…
ଜାଣନ୍ତୁ ଭାରତର ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଥିବା ଅଞ୍ଚଳ ବିଷୟରେ
ଶୀତ ଆଗମନରେ ଭାରତବର୍ଷର କିଛି ଅଞ୍ଚଳରେ ସୌନ୍ଦର୍ଯ୍ୟ ଝଲସି ଉଠିଥାଏ । ବିଶେଷ କରି ଦକ୍ଷିଣ ଭାରତରେ ଏପରି କିଛି ସ୍ଥାନ ରହିଛି । ପାହାଡ଼ ପର୍ବତ ଘେରା ଉକ୍ତ ଅଞ୍ଚଳରେ ଭୟଙ୍କର ଥଣ୍ଡା ପବନ ସାଙ୍ଗକୁ ତାପମାତ୍ରାରେ ହ୍ରାସ…