Browsing Category

Top Stories

ଲଗାଣ ବର୍ଷାକୁ ନେଇ କ’ଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଜାଣନ୍ତୁ

ଭୁବନେଶ୍ୱର,(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ…

ଶାଶୁକୁ ହତ୍ୟା କରିବାପରେ ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇଦେଲା ଜ୍ୱାଇଁ

ମୁମ୍ବାଇ: ମୁମ୍ବାଇର ବିଲେ ପାର୍ଲେରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଏକ ଜ୍ୱାଇଁ ପ୍ରଥମେ ନିଜ ଶାଶୁକୁ ହତ୍ୟା କରିବା ପରେ ତାଙ୍କ ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇ ଦେଇଥିବା ଜଣାପଡ଼ିଛି ।…

ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ

ଭୁବନେଶ୍ୱର,(ଓଡିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି +୨ ପ୍ରଥମ କଟ୍ ଅଫ୍ ମାର୍କ । www.samsodisha.gov.in ୱେବସାଇଟରେ ତାଲିକା ଉପଲବ୍ଧ ହୋଇଛି । +୨ ପାଇଁ ୪ ଲକ୍ଷ ୩୫ ହଜାର…

ପ୍ରବଳ ବର୍ଷା ଓ ଭୁସ୍ଖଳନରେ ଆଖି ବୁଜିଲେ ୧୭ ଜୀବନ

ନୂଆଦିଲ୍ଲୀ: ଲଘୁଚାପ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଲଗାତର ଭାବରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ଗନତା ନାହିଁ ନଥିବା ହଇରାଣ ହେଉଛନ୍ତି କାହା ଘରେ ପାଣି ପଶିଛି ତ କେଉଁଠି ରାସ୍ତା ଘାଟରେ ଜଳାର୍ଣ୍ଣବ ହୋଇଯାଇଛି…

ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥାନ୍ତେ ସିନ୍ଧିଆ, ମାତ୍ର ଅନ୍ତିମ ମୁହୂର୍ତ୍ତରେ ସବୁ ଖେଳ ବିଗାଡ଼ିଦେଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସମୟ ଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଭାବେ ପରିଗଣିତ ହେଉଥିଲେ । ୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ…

ଦିବ୍ୟାଙ୍ଗ ବାପା-ମା’ଙ୍କ ସେବା କଲେ ମିଳିବ ଆୟକର ଟ୍ୟାକ୍ସ ଉପରେ ଛାଡ଼, ଜାଣନ୍ତୁ କଣ କହୁଛି ନିୟମ

ନୂଆଦିଲ୍ଲୀ: ଦିବ୍ୟାଙ୍ଗ ବାପା-ମାଆଙ୍କ ସେବା କରୁଥିଲେ ଇନକମ୍ ଟ୍ୟାକ୍ସରେ ରିହାତି ମିଳିପାରିବ । ଦିବ୍ୟାଙ୍ଗ ବାପା-ମାଆଙ୍ଗ ବାବଦକୁ ଖର୍ଚ୍ଚ ହେଉଥିବା ଟଙ୍କା ଆପଣ ମାନେ ଇନକମ୍ ଟ୍ୟାକ୍ସରୁ କ୍ଲେମ୍ କରିପାରିବେ ।…

ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ ଜଜ୍, ପାର୍କିଂରେ କଲେ ଶୁଣାଣି

କୋର୍ବା : ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ ଜଜ୍ । ଏଭଳି ଏକ ଘଟଣା ଛତିଶଗଡ଼ କୋର୍ବା ଜିଲ୍ଲା ଅଦାଲତରେ ଘଟିଛି । ଏକ ସଡ଼କ ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗରେ ପୀଡିତ ହୋଇଥିବା ୪୨ ବର୍ଷୀୟ ବ୍ୟକ୍ତିଙ୍କୁ…

ଓଡ଼ିଶାରୁୁ ପୁଣି ବାହାରିଲେ ୪୭୧ ପଜିଟିଭ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ମିଳିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ଖଟରେ ମୁଣ୍ଡେଇ ୧୨ କିମି ପାଦରେ ଚାଲିଲେ ସମ୍ପର୍କୀୟ

ନୂଆଦିଲ୍ଲୀ: ପୂର୍ବରୁ ଓଡ଼ିଶାର ଦାନ ମାଝି ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହିଥିଲେ । ଉକ୍ତ ଘଟଣାଟି ସେ ସମୟରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଅନୁରୂପ ଭାବେ ଏକ ଘଟଣା ଝାଡ଼ଖଣ୍ଡରେ…

ବର୍ଷା ଯୋଗୁଁ ୧୨ ଜିଲ୍ଲାରେ ସ୍କୁଲ ଛୁଟି, ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରେଡ୍…