CHARIDHAM
Browsing Category

Top Stories

ବକ୍ସ ଅଫିସରେ କମାଲ୍ କରୁଛି ‘ସୂର୍ଯ୍ୟବଂଶୀ’, ପ୍ରଥମ ଦିନରେ ଧୁଆଁଧାର କଲେକ୍ସନ୍

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ "ସୂର୍ଯ୍ୟବଂଶୀ" ଏବେ ସିନେମା ହଲରେ ମୁକ୍ତିଲାଭ କରିଛି । ଫିଲ୍ମଟି ୨୦୨୦ ମାର୍ଚ୍ଚରେ ରିଲିଜ୍ ହେବାକୁ ଥିବା ବେଳେ କରୋନା ମହାମାରୀ କାରଣରୁ ଏହା ରିଲିଜ୍…

ପ୍ରକାଶ ପାଇଲା B.Ed ମେଧା ତାଲିକା, ଆସନ୍ତା ୮ରୁ ହୋଇପାରେ ନାମଲେଖା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସରକାରୀ ବିଏଡ୍ କଲେଜରେ ବିଏଡ୍ ନାମଲେଖା ପାଇଁ ପ୍ରକାଶ ପାଇଛି ମେଧା ତାଲିକା । ଆସନ୍ତା ୮ ତାରିଖରୁ ନାମଲେଖା ଆରମ୍ଭ ହୋଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ…

ଟି୨୦ ବିଶ୍ୱକପ୍: ଆଥିୟାଙ୍କ ଜନ୍ମଦିନ ପାଳନ କଲେ କେ ଏଲ୍ ରାହୁଲ, ଦେଲେ ଏହି ଗିଫ୍ଟ

ନୂଆଦିଲ୍ଲୀ: ଭାରତ, ସ୍କଟଲ୍ୟାଣ୍ଡକୁ ଟି୨୦ ବିଶ୍ୱକପ୍ ରେ ୮ ୱିକେଟ୍ ରେ ହରାଇ ବିଜୟ ହାସଲ କରିଛି । ଭାରତ ମାତ୍ର ୬.୩ ଓଭର୍ ରେ ଜିତ୍ ହାସଲ କରି ଦମଦାର୍ ବିଜୟ ପ୍ରାପ୍ତ କରିଛି । ତେବେ ଗତକାଲିର ମ୍ୟାଚ୍ ରେ ଭାରତ ଭଲ…

୪ ଜିଲ୍ଲାରେ ବଦଳିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ: ୧୫ଟି ଆସନରେ ଚାଲିବ ମହିଳାଙ୍କ ରାଜୁତି, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ପର୍ଯ୍ୟାୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା । ତେବେ ଗତ ଚିଠା ତାଲିକାଠାରୁ ଚୂଡ଼ାନ୍ତ ତାଲିକାରେ ୪ଟି ଜିଲ୍ଲାରେ…

ନୂଆ ଅପଡେଟ୍: ଏବେ ୪ଟି ଡିଭାଇସରେ ଚାଲିବ ହ୍ୱାଟସଆପ୍, ଦରକାର ପଡ଼ିବନାହିଁ ମୋବାଇଲ୍ କନେକ୍ସନ୍

ନୂଆଦିଲ୍ଲୀ: ହ୍ୱାଟସଆପ୍ ନିଜ ୟୁଜର୍ସଙ୍କ ପାଇଁ ନୂତନ ଅପଡେଟ୍ ଆଣିଛି । ଏବେ କମ୍ପାନୀ ମଲ୍ଟି-ଡିଭାଇସ୍ ଫିଚର୍ ଲଞ୍ଚ କରିଛି । ଯାହା ସାହାଯ୍ୟରେ ୟଜର୍ସ ମାନେ ଏକାସାଙ୍ଗରେ ଚାରିଟି ଡିଭାଇସ୍ ରେ ହ୍ୱାଟସଆପ୍ ବ୍ୟବହାର…

ଉଚ୍ଛେଦ ହୋଇଯିବ DRDA: ରାଜ୍ୟମାନଙ୍କୁ ଅବଗତ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଛେଦ ହେବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) । ଆସନ୍ତା ୨୦୨୨ ମସିହା ଏପ୍ରିଲ ମାସରୁ ଏହି ବିଭାଗ ହୋଇଯିବ ଅକାମି । ଏହି ବିଭାଗଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କୁ କିପରି…

‘ରସଗୋଲା’କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ‘କାଳିଆ କରୁଛି ଲୀଳା’କୁ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଭାବରେ ପୁରସ୍କୃତ ହୋଇଛି 'ରସଗୋଲା' । ଏହି ଚଳଚ୍ଚିତ୍ରକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱରାଜ ମିଶ୍ରଙ୍କ ପ୍ରଯୋଜିତ 'ରସଗୋଲା'କୁ…

ସ୍କଟଲ୍ୟାଣ୍ଡ ବିପକ୍ଷରେ ଜିତ୍ ପରେ ଖାସ୍ ହେଲା ବିରାଟଙ୍କ ଜନ୍ମଦିନ, ଏପରି ହେଲା ସେଲିବ୍ରେସନ୍; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୧ରେ ଭାରତ ଗ୍ରୁପ୍-୨ ମୁକାବିଲାରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଖୁବ୍ ଭଲ ପ୍ରଦର୍ଶନ କରି ଜିତ୍ ହାସଲ କରିଛନ୍ତି । ମ୍ୟାଚ୍ ରେ କେ ଏଲ୍ ରାହୁଲଙ୍କ ଧୁଆଁଧାର ବ୍ୟାଟିଂରେ ସ୍କଟଲ୍ୟାଣ୍ଡ…

ରାଶିଫଳ(ଶନିବାର,୦୬ ନଭେମ୍ବର,୨୦୨୧)

ମେଷ - କୌଣସି ପ୍ରକାର ହଇରାଣ ହେବାକୁ ପଡିବ, ଚେଷ୍ଟା କରୁଥିବା କାର୍ଯ୍ୟରେ ବିଳମ୍ବ ଘଟିବ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା…

ପୂର୍ବତନ ସରପଞ୍ଚଙ୍କୁ ଖଣ୍ଡାରେ ହାଣି ନୃସଂଶ ହତ୍ୟା, ଦୁର୍ବୁତ୍ତ ଫେରାର

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ନେତା ତଥା ୨ ଥରର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା । ଗତ କିଛି ମାସ ହେଲା ସେ ଜେଲରୁ ପାରୋଲରେ ଆସିଥିଲେ । ଶୁକ୍ରବାର ସକାଳେ ବେଳେ କେହି ଦୁବୃତ ତାଙ୍କ ମୁଣ୍ଡକୁ ଖଣ୍ଡାରେ…