Browsing Category
Top Stories
ରାଶିଫଳ (ଶୁକ୍ରବାର, ୨୭ ନଭେମ୍ବର ୨୦୨୦)
ମେଷ -
ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।…
ନେହେରୁ ଯୁବ କେନ୍ଦ୍ର ତରଫରୁ ଗ୍ରାମ୍ୟ ଯୁବ ସଙ୍ଘ ଗଠନ କାର୍ଯ୍ୟକ୍ରମର ଶୁଭାରମ୍ଭ ।
ପଡିଆ(ଆପ୍ରୋ),୨୬/୧୧:- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ବାପାନପଲ୍ଲୀ ପଞ୍ଚୟତର ସରକାରୀ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଟି ଗତ ୨୨/୧୧/୨୦୨୦ ରୁ ଆରମ୍ଭ…
ଆଜି ଆଉ ୭୩୭ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୨୬।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
TCS founder Faqir Chand Kohli dies at 96
In a piece of sad news, Faqir Chand Kohli, the founder and first CEO of Tata Consultancy Services, passed away on November 26. Kohli, often called the father of the Indian IT…
ସ୍ତ୍ରୀ ପୋଲିସ ତ ସ୍ୱାମୀ ଚୋର! ୫୦୦ରୁ ଅଧିକ ଗାଡି ଚୋରି କରିବା ପରେ ଏମିତି ଖୋଲିଲା ପୋଲ୍
ମଣିପୁର ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କ କାର ଚୋରି କରୁଥିବା ସ୍ୱାମୀ ମହମ୍ମଦ ହବିବୁର ରହମାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ନିକଟରୁ ଦିଲ୍ଲୀରୁ ଚୋରି ହୋଇଥିବା ୧୦ଟି ଲଜ୍ଜରୀ କାର ଜବତ…
ବିଷଧର ସାପ କାମୁଡ଼ିଲେ କିପରି ବଞ୍ଚାଇବେ ଜୀବନ ?
ଦେଶରେ ପ୍ରତିବର୍ଷ ସାପ କମିଡ଼ିବାରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। ବର୍ତ୍ତମାନର ଋତୁରେ ଅଧିକ ସାପ ବାହାରିବାରୁ ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ତେବେ ଦେଶରେ ସବୁ ରାଜ୍ୟ ମଧ୍ୟରୁ ବିହାରରେ ପ୍ରାୟ ଲୋକ…
ଗଡକରୀଙ୍କୁ ନବୀନଙ୍କ ଚିଠି, ଜାଣନ୍ତୁ କାହିଁକି
ଭୁବନେଶ୍ୱର, ୨୬ା୧୧: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ବିଭାଗୀୟ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । କେନ୍ଦ୍ରୀୟ ଅଧିକାରୀମାନଙ୍କ ସହ…
ନାଗାର୍ଜୁନ ବେଶ ପାଇଁ ବଡଦାଣ୍ଡରେ ୧୪୪ ଧାରା
ପୁରୀ,୨୬ ।୧୧(ଓଡିଶା ଭାସ୍କର): ଦେଶରେ କରୋନା ମହାମାରୀର ତୃତୀୟ ଲହରୀ ମାଡିଥିବା ବେଳେ ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ସତର୍କତା ଦୃଷ୍ଟିରୁ ଏବେବି କିଛି ଦିଗରେ କଟକଣା ଲାଗୁ କରାଯାଉଛି । ଏହାରି…
Former Assam CM Tarun Gogoi cremated with full state honours
Guwahati, 26/11: Former Chief Minister of Assam, Tarun Gogoi was cremated as Assam bid a tearful farewell to its longest-serving Chief Minister on Thursday. His body was cremated…
ଲାଲୁ ପ୍ରସାଦ ଯାଦବଙ୍କ ନାଁରେ FIR
ପାଟନା,୨୬ ।୧୧: ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ସମସ୍ୟା ଆହୁରି ବଢିବାରେ ଲାଗିଛି । ଜେଲରେ ବିଜେପି ବିଧାୟକ ଲଲନ ପାଶୱାନଙ୍କୁ ଫୋନ କରିବା ମାମଲାରେ ତାଙ୍କ ନାଁରେ ପାଟଣାରେ ଏଫଆଇଆର ରୁଜୁ…