fbpx
BJD SKY
BJD SKY
Browsing Category

Top Stories

ବଜେଟ ଆଗତ ହେବା ପୂର୍ବରୁ ସେୟାର ବଜାରରେ ଉତ୍ସାହ

ମୁମ୍ବାଇ,୧ ।୨: ଦେଶର ସାଧାରଣ ବଜେଟ୍ ଆଉ କିଛି ସମୟ ପରେ ସଂସଦରେ ଆଗତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ଉପସ୍ଥାପନା କରିବେ । ବଜେଟ୍ ଆଗତ ହେବା ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି…

କରୋନା ଭୟରେ ଚୀନରୁ ଫେରିଲେ ୩୨୪ ଭାରତୀୟ, ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

ନୂଆଦିଲ୍ଲୀ,୧ ।୨: ଚୀନରୁ ଆରମ୍ଭ ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି କରୋନା ଭାଇରସ୍ । କରୋନାରେ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ହୋଇଥିବା ବେଳେ ୧୧,୭୯୧ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ…

ଆଜି ବସିବ ବଜେଟ୍

ନୂଆଦିଲ୍ଲୀ,୧ ।୨: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ ଥର ପାଇଁ ଆଜି ବଜେଟ୍ ଆଗତ କରିବେ । ଏନେଇ ନଥିପତ୍ର ସହ ଅର୍ଥ ମନ୍ତ୍ରାଳୟରେ…

ସେସୁ ପରେ ସାଉଥକୋ, ନେସ୍କୋର ଚେତାବନୀ: ବକେୟା ନଦେଲେ କଟିବ ଲାଇନ

ଭୁବନେଶ୍ୱର, ୩୧ା୧(ଓଡ଼ିଶା ଭାସ୍କର): ସେସୁ ପରେ ବର୍ତ୍ତମାନ ବାକି ରଖିଥିବା ବିଦ୍ୟୁତ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରିଛନ୍ତି ସାଉଥକୋ ଏବଂ ନେସ୍କୋ । ଏନେଇ ବକେୟା ବିଲ୍ ନଦେଲେ ଫେବୃଆରି ୧୬ରୁ ବିଜୁଳି କଟିବ…

ଫାଶି ତାରିଖ ଟଳିବା ପରେ ନିର୍ଭୟା ମାଆ, ବାପାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଦୋଷୀଙ୍କୁ ଫାଶୀ ଦେବା ତାରିଖ ଘୁଞ୍ଚିଥିବା ସୂଚନା ମିଳିଛି । ଫେବୃଆରୀ ୧ରେ ନିର୍ଭୟା ଗଣଦୁଷ୍କର୍ମରେ ସାମିଲ ଥିବା ଦୋଷୀମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ।…

ନିର୍ଭୟା ଗଣଦୁଷ୍କର୍ମ ମାମଲା, ୪ଦୋଷୀଙ୍କୁ ଆସନ୍ତାକାଲି ଦିଆଯିବନି ଫାଶୀ

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଦୋଷୀଙ୍କୁ ଫାଶୀ ଦେବା ତାରିଖ ଘୁଞ୍ଚିଥିବା ସୂଚନା ମିଳିଛି । ଫେବୃଆରୀ ୧ରେ ନିର୍ଭୟା ଗଣଦୁଷ୍କର୍ମରେ ସାମିଲ ଥିବା ଦୋଷୀମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ।…

ନିର୍ଭୟା ଗଣଦୁଷ୍କର୍ମ ମାମଲା, ୪ଦୋଷୀଙ୍କ ପୁତ୍ତଳିକାକୁ ଫାଶୀ

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ଦୋଷୀଙ୍କ ପୁତ୍ତଳିକାକୁ ଫାଶୀ ଦିଆଯାଇଛି । ଆସନ୍ତାକାଲି ଫାଶୀଥିବା ବେଳେ ଆଜି ଚାରି ଦୋଷୀଙ୍କ ପୁତ୍ତଳିକାକୁ ଫାଶୀ ଲଗାଇ ଟ୍ରାଏଲ କରାଯାଇଛି । ଦୋଷୀଙ୍କ ଓଜନରୁ ଦେଢ଼…