fbpx
Browsing Category

Top Stories

ଆରମ୍ଭ ହେଲା କୁମ୍ଭୀର ଗଣନା

ରାଜନଗର, ୨୬ା୧୨(ଓଡ଼ିଶା ଭାସ୍କର): ଭିତରକନିକାରେ ଆଜି କୁମ୍ଭୀର ଗଣନା ଆରମ୍ଭ ହୋଇଛି । ରାଜନଗର, ଡାଙ୍ଗମାଳ, ମହାକାଳପଡ଼ା ଓ ଗହୀରମଥାରେ ଗଣନା ଚାଲିଛି । ଏହି ଗଣନାରେ ବନବିଭାଗର ୨୩ଟି ଟିମ୍ ସାମିଲ ହୋଇଥିବା ସୂଚନା…

ସୂର୍ଯ୍ୟୋପରାଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ

ନୂଆଦିଲ୍ଲୀ, ୨୬ା୧୨: ଆଜି ସୂର୍ଯୋ ପରାଗ ସକାଳ ୮ଟା ୧୯ରୁ ଦିନ ୧୧ଟା ୨୮ ଯାଏଁ ରହିଛି । ଏହା ମହାକାଶରେ ଦୃଶ୍ୟମାନ ମହାଜାଗତିକ ଦୃଶ୍ୟ । ଏହି ଦୃଶ୍ୟକୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କ ନିଜ…

ସଂସଦରେ ଐତିହାସିକ ଭୁଲକୁ ସରକାର ସୁଧାରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୨୬ା୧୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନିରେ ନାଗରିକତା ସଂଶୋଧନ ଆଇନକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସଂସଦରେ…

ଆକାଶ ମେଘାଚ୍ଛନ୍ନ, ସ୍ପଷ୍ଟ ଦେଖାଯାଉନି ସୂର୍ଯୋପରାଗ

ଭୁବନେଶ୍ୱର, ୨୬ା୧୨(ଓଡ଼ିଶା ଭାସ୍କର): ଆଜି ସୂର୍ଯୋ ପରାଗ ସକାଳ ୮ଟା ୧୯ରୁ ଦିନ ୧୧ଟା ୨୮ ଯାଏଁ ରହିଛି । ଏହା ମହାକାଶରେ ଦୃଶ୍ୟମାନ ମହାଜାଗତିକ ଦୃଶ୍ୟ । ଏନେଇ ପ୍ଲାନେଟୋରିୟମ ନିର୍ଦ୍ଦେଶକ ରସିତ ଖାନ ଏକ ସାମ୍ବାଦିକ…

ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୬ା୧୨(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପତାକା ଦେଖାଇ ସେ ଶୁଭାରମ୍ଭ କରିଛନ୍ତି । ଏଣିକି ଓଡ଼ିଆ…

ବଡ଼ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ଆଜି ବଡ଼ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖାଦେଇଛି । ଆଜି ନନ୍ଦନକାନନରେ ୨୯ହଜାର ୭୦୧ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ସୂଚନା ମିଳିଛି । ଟିକେଟ ବିକ୍ରି ବାବଦ ୧୪ଲକ୍ଷ…

୩କୋଟି ଘରକୁ ଯାଇ ଏନଆରସି ଓ ସିଏଏ ନେଇ ସଚେତନ କରାଯିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ଏନଆରସି ଓ ସିଏଏ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି ଏବଂ ଉତ୍ତେଜନା ସୃଷ୍ଟି କରୁଛି ବୋଲି ସେ…