CHARIDHAM
Browsing Category

Top Stories

ରାଶିଫଳ(ମଙ୍ଗଳବାର,୧୯ ଅକ୍ଟୋବର,୨୦୨୧)

ମେଷ - ଆଜି ଆପଣ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ । ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ, ଅବଶ୍ୟ ଆଶା ପୂରଣ ହୋଇଯିବ, ଏଥିରେ ଆଦୌ ସନ୍ଦେହ…

ଟି-୨୦ ବିଶ୍ୱକପ୍ ୱାର୍ମଅପ୍: ଇଂଲଣ୍ଡକୁ ୬ ୱିକେଟରେ ହରାଇଲା ଭାରତ

ନୂଆଦିଲ୍ଳୀ: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ବିପକ୍ଷ ୱାର୍ମ ଅପ ମ୍ୟାଚରେ ଭାରତ ଚମକ୍ରାର ବିଜୟ ହାସଲ କରିଛି । ୧୮୯ ରନ ଲକ୍ଷ୍ୟର ପିଛା କରୁଥିବା ଭାରତ ଗୋଟିଏ ଓଭର ପୂର୍ବରୁ ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ…

ମୁହଁରେ ଟେପ୍ ବାନ୍ଧି ଚୋରି କରୁଥିଲେ ଛେଳି: ପୋଲିସ କବଜାରେ ଦୁଇ ଅପରାଧୀ; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କାକଟପୁର ଓ କୋଣାର୍କ ପୋଲିସ ପଞ୍ଝାରେ ଅନ୍ତଃଜିଲ୍ଲା ଛେଳି ଚୋର । କିଛିଦିନ ଧରି ଅସ୍ତରଙ୍ଗ, କାକଟପୁର, ଗୋପ କୋଣାର୍କ, ନିଆଳି ଅଂଚଳରେ ବେଧଡ଼କ ଛେଳି ଚୋରି ଚାଲିଛି । କିଛି ଦିନ ତଳେ…

ଅବୈଧ ସମ୍ପର୍କର କୁପରିଣାମ: ଲୁଚାଇବାକୁ ଯାଇ ସାବତ ଝିଅକୁ ହତ୍ୟା କଲା ବାପା

ବିହାର ଅରବଲ ଜିଲ୍ଲାର ସଦର ଥାନା ଅଧୀନ ଜଲପୁରା ଗ୍ରାମରେ ଜଣେ ବାପା ତା'ର ସାବତ ଝିଅକୁ ଗୁଳିମାରି ହତ୍ୟା କରିଛି । ମୃତ ରାନୀ କୁମାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଗୁଳି ମାରି ଘଟଣା ସ୍ଥଳରୁ ଫେରାର ହେବା…

Whatsapp ବ୍ୟବହାରକାରୀ ସାବଧାନ; ଏହି ଲିଙ୍କରେ କ୍ଲିକ୍ କଲେ ଖାଲି ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଆଜିର ଜୀବନରେ ସମୟରେ ସବୁଠାରୁ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ତେବେ ଏହା ଦୁଇ ଧାରିଆ ଛୁରୀ ଅଟେ । ହ୍ୟାକର ମାନଙ୍କ ଦ୍ୱାରା ଲୋଭର ବଶବର୍ତ୍ତୀ ହୋଇ ମାତ୍ର ଗୋଟିଏ କ୍ଲିକରେ ଆପଣଙ୍କ ଆକାଉଣ୍ଟ…

ଭାରତୀୟ ଟିକାକୁ ମିଳିବ WHO ଅନୁମତି

ନୂଆଦିଲ୍ଲୀ:କୋଭାକ୍ସିନକୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନ୍ୟତା । ଏନେଇ ୨୬ ଅକ୍ଟୋବରରେ ବସିବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଠକ । ଭାରତ ବାୟୋଟେକର ଟୀକା କୋଭାକ୍ସିନକୁ ଜରୁରୀକାଳୀନ…

ଟ୍ରେନ ଟିକେଟ ବାତିଲ କରୁଛନ୍ତି କି? କଟିବ ଏତିକି ଟଙ୍କା, ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଟ୍ରେନ ଟିକେଟ ବୁକିଂ କରିବାଠାରୁ ଆରମ୍ଭ କରି କ୍ୟାନ୍ସଲ କରିବା ଆଜିର ସମୟରେ ଅତି ସରଳ ହୋଇଯାଇଛି । ପୂର୍ବଭଳି ଟିକେଟ କାଉଣ୍ଟରରେ ଲାଇନ ଲଗାଇବାକୁ ଦରକାର ପଡ଼ୁନାହିଁ । ଘରେ ବସି ବସି ଆରାମରେ ହୋଇଯାଉଛି…

ସଂଘବଦ୍ଧ ହତ୍ୟାର ରାଜଧାନୀ ପାଲଟୁଛି ଭୁବନେଶ୍ୱର; ୮ ମାସରେ ହେଲାଣି ୧୫ ହତ୍ୟା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ବଢ଼ୁଛି ସଂଘବଦ୍ଧ ଆକ୍ରମଣ । ବିଗତ ୮ ମାସ ମଧ୍ୟରେ ୧୫ରୁ ଅଧିକ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ମଧ୍ୟରେ ୭ରୁ ଅଧିକ ସଂଘବଦ୍ଧ ଆକ୍ରମଣ ସାମିଲ ଅଛି । ବିଗତ ୮ ମାସରେ ପ୍ରାୟ ୭ଟି…

ନଭେମ୍ବର ୩୦ରୁ CBSE ଦଶମ ଟର୍ମ-୧

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ୱାଦଶ ଟର୍ମ-୧ ପରୀକ୍ଷା । ନଭେମ୍ବର ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ଦଶମ ଟର୍ମ-୧ ପରୀକ୍ଷା ।…

ଶାମିଙ୍କୁ ୩ ୱିକେଟ: ୱାର୍ମ ଅପ୍ ମ୍ୟାଚରେ ଭାରତ ସମ୍ମୁଖରେ ୧୮୯ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୱାର୍ମ ଅପ୍ ମୁକାବିଲାରେ ଭାରତ ସମ୍ମୁଖରେ ୧୮୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ । ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଇଂଲଣ୍ଡ ୫ ୱିକେଟ…