fbpx
BSKY
BJD MC SKY
BJD YOUTH SKY
Browsing Category

Top Stories

ହିମସ୍ଖଳନ ଯୋଗୁଁ ୩ଯବାନ ସହିଦ

ଜାମ୍ମୁକାଶ୍ମୀର, ୧୪ା୧: ଜାମ୍ମୁ ଓ କାଶ୍ମୀରରେ ଗତ ୪୮ଘଣ୍ଟା ଧରି ବରଫପାତ ଜାରି ରହିଛି । ଏନେଇ ଉତ୍ତର କାଶ୍ମୀରରେ ବିଭିନ୍ନ ସ୍ଥାନରେ ହିମସ୍ଖଳନ ହୋଇଛି । ଯାହାଫଳରେ ୩ଜଣ ଯବାନ ପ୍ରାଣ ହରାଇଛନ୍ତି । ବହୁ ଯବାନ ଉଦ୍ଧାର…

ଅତ୍ୟାଧୁନିକ ସମ୍ମିଳନୀ ଗୃହ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ଲୋକସେବା ଭବନରେ ଅତ୍ୟାଧୁନିକ ସମ୍ମିଳନୀ ଗୃହ ଉଦଘାଟିତ ହୋଇଯାଇଛି । ଏହି ସମ୍ମିଳନୀ ଗୃହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀ ଗୃହ ସୌର ଶକ୍ତିରେ…

ପୁରୀରେ ମନମୋହନଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ,୧୪ ।୧(ଓଡିଶା ଭାସ୍କର): ପଞ୍ଚମହାଭୂତରେ ବିଲୀନ ହେଲା ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପାର୍ଥିବ ଶରୀର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ…

RBIର ଓଡିଆ ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ,୧୪ ।୧: ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ହେଲେ ମାଇକେଲ ପାତ୍ର । ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ଓଡିଆର ମାଇକେଲ ପାତ୍ରଙ୍କ ନିଯୁକ୍ତି ଦିଆଯାଇଛି । ତିନି ବର୍ଷ ପାଇଁ ମାଇକେଲ ପାତ୍ର ନିଜ ପଦବୀରେ ରହିବେ ।…

୪ RPF କର୍ମଚାରୀ ନିଲମ୍ବିତ

ଝାରୁସୁଗୁଡା,୧୪ ।୧(ଓଡିଶା ଭାସ୍କର): ଝାରୁସୁଗୁଡାରୁ ୨୮୮ବସ୍ତା ଚୋରା ଚାଉଳ ଜବତ ଘଟଣାରେ ଆରପିଏଫର ଜଣେ ଇନ୍ସପେକ୍ଟରଙ୍କ ସମେତ ୪ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଟ୍ରେନ୍‌ରୁ ଚାଉଳ ଚୋରି ଘଟଣାରେ ୪ RPF…

୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହର

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବାରେ ଲାଗିଛି । ୯ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫.୫ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ସବୁଠୁ ଶୀତଳ ସହର ହୋଇଛି । ସେହିପରି…

ଆଜି ନିର୍ଭୟା ଦୋଷୀଙ୍କ ଶୁଣାଣି

ନୂଆଦିଲ୍ଲ,୧୪ ।୧: ସୁପ୍ରିମକୋର୍ଟରେ ଆଜି ନିର୍ଭୟା ଦୁଷ୍କର୍ମକାରୀଙ୍କ କ୍ୟୁରେଟିଭ ପିଟିସନ ଉପରେ ଶୁଣାଣି ହେବ । ସୁପ୍ରିମକୋର୍ଟ ୫ ଜଣିଆ ଖଣ୍ଡପୀଠରେ ଆବେଦନର ଶୁଣାଣି ହେବ । ମୁକେଶ ଓ ବିନୟଙ୍କ କ୍ୟୁରେଟିଭ ପିଟିସନ…