fbpx
BSKY SKY
BSKY SKY
Browsing Category

Top Stories

ବାତିଲ ହେବନି ଶିକ୍ଷକଙ୍କ ଖରାଛୁଟି

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ରାଜ୍ୟର ସ୍କୁଲ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବନାହିଁ । ଛୁଟି ବାତିଲ କଥା କହି ନଥିଲେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ରୋଷ୍ଟର ଡ୍ୟୁଟିରେ ଥିବା ଶିକ୍ଷକ…

FIH ହକି ପ୍ରୋଲିଗ୍-୨୦୨୦ରେ ସ୍ଥାନ ପାଇଲେ ୨ ଓଡିଆ

ନୂଆଦିଲ୍ଲୀ,୧୩ ।୧: FIH ହକି ପ୍ରୋଲିଗ୍ ପାଇଁ ୨୦ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରାଯାଇଛି । ଦଳରେ ସ୍ଥାନ ପାଇଛନ୍ତି ୨ ଓଡିଆ ଖେଳାଳି । ସେହି ୨ ଓଡିଆ ଖେଳାଳି ହେଉଛନ୍ତି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ଆଜି ନବୀନ ନିବାସରେ ରାୟଗଡ଼ା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ପହଞ୍ଚିଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କଲେ ସିରିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିରିଆ ରାଷ୍ଟଦୂତ ରେଡ୍ କାମେଲ ଆବାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆବାସ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ,…

ଲକ୍ଷ୍ନୌ ଓ ନୋଏଡାରେ ପୋଲିସ କମିସନର ବ୍ୟବସ୍ଥାକୁ ଯୋଗୀଙ୍କ ମଞ୍ଜୁରୀ

ଲକ୍ଷ୍ନୌ,୧୩ ।୧: ଉତ୍ତରପ୍ରଦେଶ ଓ ନୋଏଡାରେ ପୋଲିସ କମିସନର ବ୍ୟବସ୍ଥାକୁ ମଞ୍ଜରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ଲକ୍ଷ୍ନୌରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ସବୁଜ ସଂକେତ…

ଘର ଭିତରୁ ୨ଟି ମୃତଦେହ ଉଦ୍ଧାର

କେନ୍ଦୁଝର,୧୩ ।୧(ଓଡିଶା ଭାସ୍କର): କେନ୍ଦୁଝର ନୂଆବନ୍ଧ ଗାଁରେ ଜଣଙ୍କ ଘର ଭିତରୁ ୨ଟି ମୃତ ଦେହ ଉଦ୍ଧାର କରାଯାଇଛି । ଗୋଟିଏ ମହିଳା ଓ ପୁରୁଷଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ…