fbpx
BSKY
BJD MC SKY
BJD YOUTH SKY
Browsing Category

Top Stories

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ । ବୈଦେଶିକ ବ୍ୟାପାର ପରାମର୍ଶଦାତା କମିଟିର ସଭ୍ୟ ହେଲେ ସସ୍ମିତ । ସେହିପରି ଶଶୀ ଥରୁର, ରାହୁଲ ଗାନ୍ଧୀ,…

୧୬ଜାନୁଆରିରୁ ବକେୟା ଉପଭୋକ୍ତାଙ୍କ କଟିବ ବିଦ୍ୟୁତ

ଭୁବନେଶ୍ୱର, ୯ା୧(ଓଡ଼ିଶା ଭାସ୍କର): ସେସୁ ସିଇଓ ଅରୁଣ ବୋଥ୍ରା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜାନୁଆରୀ ୧୦ସୁଦ୍ଧା ବକେୟା ବିଦ୍ୟୁତ ଦେୟ ପଇଠ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦେୟ ପଇଠ ନ କଲେ…

ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବେ ୨ ଜଲ୍ଲାଦ

ଲଖନଉ,୯ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବାର ରାୟ ଶୁଣାଇଛନ୍ତି ପଟିୟାଲା ହାଉସ୍ କୋର୍ଟ । ଏନେଇ ଉତ୍ତରପ୍ରଦେଶ ଡିଜିଙ୍କିୁ ୨ ଜଲ୍ଲାଦ ଦେବାକୁ ଚିଠି ମାଧ୍ୟମରେ ଦାବି କରିଛନ୍ତି ତିହାର…

ଓଡ଼ିଶା, ବିହାରଓ ପଶ୍ଚିମବଙ୍ଗରେ ଜଣେ ବି ଚାଷୀଙ୍କ ମୃତ୍ୟୁ ଘଟିନି: ୨୦୧୮ଏନସିଆରବି ରିପୋର୍ଟ

ନୂଆଦିଲ୍ଲୀ, ୯ା୧: ଆଜି ଏନସିଆରବି-୨୦୧୮ ରିପୋର୍ଟ ପ୍ରକାଶ ପାଇଛି । ସେହି ରିପୋର୍ଟରେ ଗରିବୀ ପାଇଁ ଦେଶରେ ଆତ୍ମହତ୍ୟା ବଢ଼ୁଛି ବୋଲି ରହିଛି । ୨୦୧୮ରେ ଗରିବୀ ପାଇଁ ସର୍ବାଧିକ ଆତ୍ମହତ୍ୟା ଘଟିଛି । ଯେଉଁମାନଙ୍କର…

ଓଡିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ସିଏଏ ସଚେତନତା ରାଲି ପାଇଁ ଓଡିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ଗିରିରାଜ ସିଂ ଓଡିଶା ଆସୁଛନ୍ତି  ବୋଲି ଜଣାପଡିଛି । ୧୦ ତାରିଖରେ…

କାଲି ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ଦେବାଭିଷେକ ପୂର୍ଣ୍ଣିମାରେ ଆସନ୍ତାକାଲି ଏ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ । କାଲି ରାତି ୧୦ଟା ୩୭ରୁ ୨ଟା ୪୨ ଯାଏ ଭାରତରେ ଏହା ଦୃଶ୍ୟମାନ ହେବ । ଉପଛାୟା ଚନ୍ଦ୍ରଗ୍ରହଣ…