Browsing Category
Top Stories
କୋରାପୁଟର କଫିକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା, ମୁଖ୍ୟମନ୍ତ୍ରୀ ଲଞ୍ଚକଲେ ଇ-କମର୍ସ ପ୍ଲାଟଫର୍ମ
ଭୁବନେଶ୍ୱର: ରାଜ୍ୟର କୋରାପୁଟ ଜିଲ୍ଲାର କଫିକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋରାପୁଟ କଫିର ଇ-କମର୍ସ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଅନ୍ତର୍ଜାତୀୟ…
ଲକ୍ଷ୍ମୀପୁର ହିଂସା: କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ବିରୋଧରେ ଅଭିଯୋଗ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରର ଖିରୀରେ ୮ଜଣ ଚାଷୀଙ୍କ ମୃତ୍ୟୁ ପରେ ସେଠାରେ ବର୍ତ୍ତମାନ ହଙ୍ଗାମା ଦେଖିବାକୁ ମିଳିଛି । ତେବେ ଏହି ଲକ୍ଷ୍ମୀପୁର କାଣ୍ଡରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ…
ରାଶିଫଳ(ସୋମବାର,୦୪ ଅକ୍ଟୋବର,୨୦୨୧)
ମେଷ - ପୂର୍ବ ସ୍ଥିତିରେ ସୁଧାର ଆସିବ, କୌଣସି ସହାୟତା ମିଳିବ, କିନ୍ତୁ ଅଭାବ ଲାଗିରହିବ, ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ, ଦାୟିତ୍ବ ବଢିବ,ପାରିବାରିକ ସମ୍ପର୍କରେ…
ଚାଷୀଙ୍କ ଉପରେ ଚଢ଼ିଗଲା କାର୍, ଘଟଣାସ୍ଥଳରେ ୮ ମୃତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ଉପରେ କାର୍ ମାଡ଼ିଯାଇଛି । କାର୍ ଚଢ଼ିଯାଇଥିବା ନେଇ ସଂପୃକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ଅଣାଯାଇଛି । ଏଥିରେ ୪ ଜଣ ଆନ୍ଦୋଳନକାରୀଙ୍କ ସହିତ କାର୍ ଭିତରେ…
ପୋଲିସ ହେପାଜତରେ ପ୍ରିୟଙ୍କା ଗାନ୍ଧୀ, ଲକ୍ଷ୍ମୀପୁର କାଣ୍ଡରେ ଜୀବନ ହରାଇଥିବା ଚାଷୀଙ୍କ ପରିବାରକୁ ଯାଉଥିଲେ ଭେଟିବାକୁ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖୀରୀରେ ରବିବାର ହୋଇଥିବା ଘଟଣାକୁ ନେଇ ଉତ୍ତେଜନା ତେଜିଛି । କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଳମ୍ବିତ ରାତି ଲକ୍ଷ୍ନୌ ପହଞ୍ଚି ଲକ୍ଷ୍ମୀପୁର ଖୀରୀ…
ଶୁବମନ ଗିଲଙ୍କ ଅର୍ଦ୍ଧଶତକ; କେକେଆର ପ୍ଲେ ଅଫ୍ ସମ୍ଭାବନା ବଢିଲା
ନୂଆଦିଲ୍ଳୀ: କୋଲକାତା ନାଇଟ ରାଇଡର୍ସ ଓପନର ଶୁବମନ ଗିଲଙ୍କ ଅର୍ଦ୍ଧଶତକ ଜରିଆରେ ସିଜିନର ଷଷ୍ଠ ବିଜୟ ହାସଲ କରିବା ସହିତ ପ୍ଲେ ଅଫର ନିକଟବର୍ତ୍ତୀ ହୋଇଛି । ୧୧୬ ରନ ଲକ୍ଷ୍ୟର ପିଛା କରୁଥିବ କୋଲକାତା ୧୯.୩ ଓଭରରେ ୪…
ଆର୍ୟନ ଖାନଙ୍କ ସହ ସେଲ୍ଫି ନେଉଥିବା ବ୍ୟକ୍ତି ଏନସିବି ଅଫିସର ନୁହେଁ: ସ୍ପଷ୍ଟ କଲା ଏନସିବି
ରବିବାର ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସହ ୮ ଜଣଙ୍କୁ ଗିରଫ କରିଛି । ସମସ୍ତେ କ୍ରୁଜରେ ରେଭ୍ ପାର୍ଟିରେ ଡ୍ରଗ୍ସ ସେବନ କରି ଚୁର ହୋଇଥିବା ଅଭିଯୋଗରେ ଗିରଫ କରିଛି…
ରିଲିଜ ହେଲା ସମ୍ବଲପୁରୀ ଫୋକ ମ୍ୟୁଜିକ ‘ଏ ଲବ୍’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରୀ ଲୋକ ଗୀତ ଉପରେ ଆଧାରିତ ନୂତନ ସମ୍ବଲପୁରୀ ମ୍ୟୁଜିକ ଭିଡିଓ ଏ ଲବ୍ ଆଜି ଉଦଘାଟିତ ହୋଇଯାଇଛି । ମାଁ ସମଲେଶ୍ବରୀ ଙ୍କ ମନ୍ଦିର ଠାରେ ସ୍ୱତନ୍ତ୍ର ପୁଜାଚ୍ଚନା ପରେ ମ୍ୟୁଜିକ ଭିଡିଓ…
ଲଖୀମପୁର ମାମଲାରେ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ-ପ୍ରିୟଙ୍କା ଗାନ୍ଧୀ, କହିଲେ ବ୍ୟର୍ଥ ଯିବନି ବଳିଦାନ
ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ଘଟିଥିବା ଘଟଣାକୁ ନେଇ ଏବେ ଜୋର ଧରିଛି ରାଜନୀତି । ବିରୋଧୀ ଦଳ ଉତ୍ତରପ୍ରଦେଶ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ସେପଟେ ଘଟଣାକୁ ନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ…
ବଡ଼ବିଲ ସିନେମା ହଲ ଛକରେ ବୋମା ମାଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଡ଼ବିଲ ଥାନା ସିନେମା ହଲ ଛକ ନିକଟରେ ଘଟିଯାଇଛି ବୋମାମାଡ । ସିନେମା ହଲ ଛକରେ ଥିବା ଓଡିଶା ହାର୍ଡୱେୟାରରେ ବୋମା ମାଡ଼ ଘଟିୟଛି । ମାଲିକ ଦିନେଶ ଅଗ୍ରୱାଲ ଅଳ୍ପକେ ବର୍ତି ଯାଇଥିବା ବେଳେ…