fbpx
Browsing Category

Top Stories

ନିର୍ଭୟା ମାମଲା, ପବନକୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଯାଇଥିଲା ଦୋଷୀ ପବନ ଗୁପ୍ତା । ପବନର ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟରେ…

ମେ ପ୍ରଥମ ସପ୍ତାହରେ ହେବ OJEE

ଭୁବନେଶ୍ୱର, ୩୧ା୧(ଓଡ଼ିଶା ଭାସ୍କର): ମେ ପ୍ରଥମ ସପ୍ତାହରେ OJEE ପରୀକ୍ଷା ହେବ । ଚଳିତବର୍ଷ OJEEର ସମସ୍ତ ପରୀକ୍ଷା ସିବିଟିରେ ହେବ । ଉଭୟ ୟୁଜି ଓ ପିଜି ପାଠ୍ୟକ୍ରମ ପାଇଁ ଅନଲାଇନ ପରୀକ୍ଷା କରାଯିବା ନେଇ ଜଣାପଡ଼ିଛି ।…

ଭାଙ୍ଗିବ ରାଜ୍ୟ ଯୋଜନା ବୋର୍ଡ଼

ଭୁବନେଶ୍ୱର, ୩୧ା୧(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ଼ ଭାଙ୍ଗିବ ବୋଲି ସୂଚନା ମିଳିଛି । ନୀତି ଆୟୋଗ ଢ଼ାଞ୍ଚାରେ ଯୋଜନା ବୋର୍ଡ଼ ହେବ । ଏନେଇ ପୂର୍ଣ୍ଣାଙ୍ଗ ରୂପ ନେବା ପର୍ଯ୍ୟାୟରେ କାର୍ଯ୍ୟ ପହଞ୍ଚିଛି । ଏହି…

ଓଡ଼ିଶାରେ କରୋନା ଆକ୍ରାନ୍ତ ସନ୍ଦେହ !

ଫୁଳବାଣୀ, ୩୧ା୧(ଓଡ଼ିଶା ଭାସ୍କର): ଫୁଲବାଣୀରେ କେତେ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ନିକଟରେ ଚୀନରୁ ଫେରିଥିବା ଫୁଲବାଣୀ ଛାତ୍ର ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।…

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଶୁଣାଣି ଶେଷ, କିଛି ସମୟ ପରେ ରାୟ

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିର୍ଭୟା ଦୁର୍ଷ୍କମୀଙ୍କୁ ଫାଶୀ ଶୁଣାଣି ଶେଷ ହୋଇଛି । ଏହି ମାମଲାର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।…

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

ନୂଆଦିଲ୍ଲୀ, ୩୧ା୧: ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତାକାଲି ଗୃହରେ ଉପସ୍ଥାପିତ ହେବ ସାଧାରଣ ବଜେଟ । ଏହାସହ…

ଆଜିଠୁ ଝାରସୁଗୁଡ଼ାରୁ ବାରଣାସୀକୁ ସିଧାସଳଖ ବିମାନସେବା ଆରମ୍ଭ

ଝାରସୁଗୁଡ଼ା, ୩୧ା୧(ଓଡ଼ିଶା ଭାସ୍କର): ଆଜି ଝାରସୁଗୁଡ଼ାରୁ ବାରଣାସୀକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି । ଭୁବନେଶ୍ୱର ଦେଇ ବାରଣାସୀକୁ ଆଲିଏନ୍ସ ଏୟାର ବିମାନ ଉଡ଼ିଛି । ଭୁବନେଶ୍ୱରରୁ ଦିନ ୧୨ଟା ୧୫ରେ ବିମାନ ଛାଡ଼ିବ ।…