Browsing Category
Top Stories
ଆମେରିକା ରକ୍ଷା ବିଭାଗ ପେଣ୍ଟାଗନ ନିକଟରେ ଗୁଳିମାଡ଼, ପେଣ୍ଟାଗନ ଅଧିକାରୀଙ୍କୁ ଛୁରୀ ମାରି ହତ୍ୟା
ନୂଆଦିଲ୍ଲୀ: ଆମେରିକା ରକ୍ଷା ବିଭାଗ ମୁଖ୍ୟାଳୟ ପେଣ୍ଟାଗନର ପ୍ରବେଶ ପଥ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ଏହି ସମୟରେ ପେଣ୍ଟାଗନ ପୋଲିସ ଅଫିସରଙ୍କୁ ଛୁରୀ ମାରି ହତ୍ୟା କରାଯାଇଛି । ହତ୍ୟାକାରୀ…
ଦେଶର ସବୁଠୁ ଧନୀ ଗାଁ: ୧୭ଟି ବ୍ୟାଙ୍କରେ ଡିପୋଜିଟ୍ ଅଛି ୫ହଜାର କୋଟି
ଗୁଜୁରାଟ: ଭାରତରେ ଏମିତି ଏକ ଗାଁ ରହିଛି । ଯାହାକୁ ଦେଶର ସବୁଠାରୁ ଧନୀ ଗାଁ ବୋଲି କୁହାଯାଇଥାଏ । ଏଠାରେ ପ୍ରତି ଘର ଦେଖିବାକୁ ଏକଦମ୍ ମହଲ ପରି । ଖାଲି ସେତିକି ନୂହେଁ ବ୍ୟାଙ୍କ୍ ପାଇଁ ଏହି ଗାଁ ବେଶ୍…
ସେମିରେ ଝୁଣ୍ଟିଲେ ଭାରତୀୟ ମହିଳା; ଶୁକ୍ରବାର ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ଲଢେଇ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ପଛରେ ଝୁଣ୍ଟିଛି ଭାରତୀୟ ମହିଳା ହକି ଦଳ । ବୁଧବାର ଅନୁଷ୍ଠିତ ସେମିରେ ଭାରତୀୟ ମହିଳା ଦଳ ଆର୍ଜେଣ୍ଟିନା ନିକଟରୁ ୨-୧ରେ ପରାଜିତ ହୋଇଛି ।…
ରିଲିଜ ହୋଇଛି ‘ବେଲ ବଟମ’ ଟ୍ରେଲର; ଲାରାଙ୍କ ଚମତ୍କାର ଅଭିନୟ, ଚିହ୍ନି ପାରିଲେନି ଦର୍ଶକ
ମୁମ୍ବାଇ: ଅଗଷ୍ଟ ୧୯ରେ ରିଲିଜ ହେବାକୁ ଯାଉଥିବା ଅକ୍ଷୟ କୁମାର ଅଭିନୀତ ଫିଲ୍ମ ‘ବେଲ ବଟମ’ର ଟ୍ରେଲର ଲଞ୍ଚ ହୋଇଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ, ବାଣୀ କପୁର, ହୁମା କୁରେସି ଏବଂ ଲାରା ଦତ୍ତ ଦମଦାର ଅଭିନୟ…
ରାଜ୍ୟସଭାରୁ ବାସନ୍ଦ ହେଲେ ୬ ଟିଏମସି ସାଂସଦ; ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ବୁଧବାର ରାଜ୍ୟସଭାରୁ ୬ ଜଣ ଟିଏମସି ସାଂସଦଙ୍କୁ ବାସନ୍ଦ କରାଯାଇଛି । ରାଜ୍ୟସଭାରେ ହଙ୍ଗାମା କାରଣରୁ ୬ ଜଣ ଟିଏମସି ସାଂସଦଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି । ୬ ସାଂସଦଙ୍କୁ ଉପରେ ସଂସଦର ଉଚ୍ଚତମ ସଦନ…
ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁଯୋଗ; ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ
ନୂଆଦିଲ୍ଲୀ: ୮୬ କିଗ୍ରା ବର୍ଗରେ ପରାଜିତ ହୋଇଥିବା ଭାରତୀୟ ରେସଲର ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁବର୍ଣ୍ଣ ସୁଯୋଗ ରହିଛି । ଆସନ୍ତା କାଲି ବ୍ରୋଞ୍ଜ ପଦକ ମୁକାବିଲାରେ ଉପନୀତ ହେବେ ଭାରତୀୟ କୁସ୍ତିଯୋଦ୍ଧା ଦୀପକ…
ଜୟ ଶ୍ରୀ ରାମ କହୁନଥିବା ଲୋକଙ୍କ ଡିଏନଏ ଉପରେ ମୋର ସନ୍ଦେହ ହେଉଛି: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଗୋରଖପୁର: 'ରାମ ହେଉଛନ୍ତି ଆମର ପୂର୍ବଜ । ଯେଉଁ ମାନେ ଜୟ ଶ୍ରୀ ରାମ କହୁନାହାନ୍ତି ସେମାନଙ୍କ ଡିଏନଏ ଉପରେ ମୋର ସନ୍ଦେହ' । ଏହିଭଳି କିଛି ବୟାନ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକ ସାକ୍ଷାତକାରରେ…
ଆଜି ‘କିଶୋର ଦା’ ଙ୍କ ଜନ୍ମ ଦିନ; ମହିଳାଙ୍କ ସ୍ୱରରେ ଗାଇପାରୁଥିଲେ ଗୀତ, ମଧୁବାଲାଙ୍କ ସହ ବିବାହ ପାଇଁ ହୋଇଗଲେ କରୀମ ଅବଦୁଲ
ନୂଆଦିଲ୍ଲ: କିଶେରେ କୁମାର ବଲିଉଡ ଜଗତର ଏକ ସୁପରିଚିତ ନାମ । କିଶୋର କୁମାର ଅଭିନୟରେ ଯେମିତି ପାରଙ୍ଗମ ସେହିଭଳି ତାଙ୍କର ସୁମଧୁର କଣ୍ଠରେ ଗାଇଥିବା ସଂଙ୍ଗୀତ ଆଜି ବି ଲୋକଙ୍କ ହୃଦୟରେ ରାଜ କରୁଛି । ଆଜି ହେଉଛି କିଶୋର…
LIVE IND vs ENG: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବାଦ୍ ପଡ଼ିଲେ ଅଶ୍ୱିନ୍
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଯାଇଛି । ଇଂଲଣ୍ଡ ଜିତିବା ପରେ ଭାରତ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ଟିମ୍ ରେ ଆଶ୍ଚର୍ଯ୍ୟ କରିବା…
ବିନା ଆଧାର କାର୍ଡରେ ବ୍ୟାଙ୍କିଙ୍କଠୁ ନେଇ ଟିକେଟ୍ ବୁକିଂ କେମିତି କରିବେ, UIDAI ଦେଲା ସୂଚନା
ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ କାଳରେ ଟିକାକରଣ ସମେତ ଅନ୍ୟାନ୍ୟ ସରକାରୀ ଏବଂ ବେସରକାରୀ କାର୍ୟ୍ୟ ଆଧାର କାର୍ଡ ବିନା ପୂରା ହୋଇପାରୁନି । ଆଉ ଆଜିର ସମୟରେ ବିନା ଆଧାର କାର୍ଡରେ ଟିକେଟ୍ ବୁକିଂ ଠାରୁ ଆରମ୍ଭ…