Browsing Category
Top Stories
ପିଇବା ଯୋଗ୍ୟ ନୂହେଁ ଏହି ସହର ଗୁଡ଼ିକର ପାଣି, ପ୍ଲାଷ୍ଟିକ୍ ଓ ମାଇକ୍ରୋପ୍ଲାଷ୍ଟିକ୍ ଦ୍ୱାରା ଦୂଷିତ ହେବାରେ ଲାଗିଛି ଗଙ୍ଗା ନଦୀର ଜଳ
ନୂଆଦିଲ୍ଲୀ: ଗଙ୍ଗାକୁ ପରିଷ୍କାର ଏବଂ ନିର୍ମଳ କରିବା ପାଇଁ ହେଉଥିବା ଦାବି ମଧ୍ୟରେ ଦିଲ୍ଲୀର ଏକ ଏନଜିଓ ଟକ୍ସିକ୍ ଲିଙ୍କ୍ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗଙ୍ଗା ନଦୀ ପ୍ଲାଷ୍ଟିକରେ ପରିଣତ ହୋଇଛି ।…
ଆଜି ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସମୀକ୍ଷା କରିବେ । ତେବେ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ…
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ପିଟିବା ସମୟ ଆସିଯାଇଛି, ବରିଷ୍ଠ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ୍, ଶୁଣନ୍ତୁ
ନୂଆଦିଲ୍ଲୀ: ବର୍ତ୍ତମାନ ପେଗାସସ୍ ମାମଲାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ସରକାରଙ୍କୁ ସଂସଦରେ ଘେରିବାରେ ଲାଗିଛନ୍ତି । ତେବେ ଏହି ସମୟରେ ରାଜସ୍ଥାନର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ବିବାଦୀୟ ଅଡିଓ…
ହତ୍ୟା ଅଭିଯୁକ୍ତଙ୍କ ରକ୍ଷା କବଚ ଜଣେ କ୍ଷମତାଶାଳୀ! ସୌମ୍ୟଙ୍କ ପରିବାର ନ୍ୟାୟ ପାଇବା ନେଇ ଉଠିଲାଣି ପ୍ରଶ୍ନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ପ୍ରହେଳିକା ରଚୁଛି । ତେବେ ଇତି ମଧ୍ୟରେ ପୋଲିସ ସୌମ୍ୟଙ୍କ ପରିବାର ଓ…
ରାଜ୍ୟରେ ଦୈନିକ ମୃତ୍ୟୁ ୬୦ ତଳକୁ ଖସୁନି: ଆଜି ପୁଣି ୬୯ ଜଣଙ୍କର ପ୍ରାଣହାନୀ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ…
RBI ଜାରି କରିବ ଡିଜିଟାଲ୍ କରେନ୍ସି, ସୂଚନା ଦେଲେ ଡେପୁଟି ଗଭର୍ଣ୍ଣର
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଡିଜିଟାଲ୍ କରେନ୍ସି ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଆରବିଆଇର ଜଣେ ଡେପୁଟି ଗଭର୍ଣ୍ଣର । ତେବେ ଯୋଜନା ମୁତାବକ ପ୍ରଥମେ ଟ୍ରାଏଲ୍ ବେସିସରେ…
ଆଜି ପୁଣି ସଂକ୍ରମଣ ଦୁଇ ହଜାର ତଳେ: ରାଜ୍ୟରୁ ଚିହ୍ନଟ ହେଲେ ୧୯୧୭ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ଆଜିଠୁ ଟୋକିଓ ଅଲିମ୍ପିକ୍ସ: ବିଶ୍ବ କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଯୋଗ ଦେବେ ୨୬ ଭାରତୀୟ
ଟୋକିଓ,(ଭାସ୍କର ନ୍ୟୁଜ୍): ଆଜିଠୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହ ଅଲିମ୍ପିକ୍ସ ଷ୍ଟାଡ଼ିୟମ୍ରେ ହେବ ଏବଂ ଏହି ଉଦ୍ଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ ।…
ବଙ୍ଗୋପସାଗରରେ ଲଘୁଚାପ, ବଡ ଧରଣର ବର୍ଷା ସମ୍ଭାବନା, ୨୦ ଜିଲ୍ଳାରେ ପ୍ରବଳ ଛେଚିବ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବଡ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)…
ଟଳିଲା ବିପଦ; ପୃଥିବୀକୁ ଧକ୍କା ହେବନି ଉଲକାପିଣ୍ଡ
ଭୁବନେଶ୍ୱର (ଓଡ଼ିଶା ଭାସ୍କର):ପୃଥିବୀ ଆଡକୁ ମାଡି ଆସୁଥିବା ଉଲକାପିଣ୍ଡ ୨୦୦୮ଗୋ୨୦ ପୃଥିବୀକୁ ଧକ୍କା ଦେବ ନାହିଁ । ଷ୍ଟାଡିୟମ ଆକାରର ଏହି ଉଲକାପିଣ୍ଡଟି ଆସନ୍ତା ଶନିବାର ପୃଥିବୀକୁ ଅତିକ୍ରମ କରିବ । ୨୦୦୮ଗୋ୨୦ ନାମକ…