fbpx
Browsing Category

Top Stories

ଦୁବାଇ ଫେରନ୍ତା ଯୁବକଠାରୁ ୨୮ ଜଣଙ୍କୁ ବ୍ୟାପିଲା କରୋନା

କରୋନା ଭାଇରସ୍ କିପରି ଗୋଟିଏ ଲୋକଠାରୁ ଅଧିକ ଲୋକଙ୍କୁ ସଂକ୍ରମଣ କରୁଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ନାଳନ୍ଦାରେ ଦେଖିବାକୁ ମିଳିଛି । ସୋମବାର ବିହାରଶରୀଫ ହୋଟେଲରେ କ୍ୱାରେଣ୍ଟାଇନରେ ରହିଥିବା ୧୭ ଲୋକଙ୍କ ରିପୋର୍ଟ…

ସାରା ବିଶ୍ୱ କରୋନାରେ ଚିନ୍ତିତ ଥିବା ବେଳେ ସବୁଠାରୁ ବଡ ଫୁଟବଲ ଷ୍ଟାଡିୟମ ପ୍ରସ୍ତୁତିରେ ଲାଗିଛି ଚୀନ୍

ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନା ଭାଇରସ ଯୁଦ୍ଧରେ ଲଢେଇ କରୁଥିବା ବେଳେ ଚୀନ୍ ଏକ ନୂଆ ପ୍ରୋଜେକ୍ଟ ପ୍ରସ୍ତୁତିରେ ଲାଗିପଡିଛି । ବିଶ୍ୱର ସବୁଠାରୁ ବଡ ଫୁଟବଲ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଛି…

୧୦୪ ନମ୍ବର କୁ କଲ କରି କହୁଛନ୍ତି I LOVE U

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): କରୋନା ମହାମାରୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟଗତ ସୂଚନା ଦେବାକୁ ସରକାର ଜାରୀ କରିଛନ୍ତି ହେଲ୍ପ ଲାଇନ ନମ୍ବର । ତାଛଡା ବାହାରୁ ରାଜ୍ୟକୁ ଆସିଥିବା ଲୋକେ ବି ୧୦୪ ନମ୍ବରକୁ କଲ୍…

ତିନି ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ତଦାରଖ ନିର୍ଦ୍ଦେଶ ସହ ରାପିଡ଼ ରେସପନ୍ସ ଟିମ୍ ଗଠିତ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ତିନି ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ତଦାରଖ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ସ୍ୱାସ୍ଥ୍ୟ…

ଆସିଲା ୫ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ଆଜି ସକାଳେ ଚିହ୍ନଟ ହୋଇଥିବା ୫ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୫ଆକ୍ରାନ୍ତଙ୍କ ମଧ୍ୟରେ ୨ମହିଳା, ୨ଜଣ ପୁରୁଷ ଥିବା ବେଳେ ଜଣେ ନାବଳକ ରହିଛି । ସବୁ ଆକ୍ରାନ୍ତଙ୍କ ବୟସ…

ଭୁବନେଶ୍ୱରରେ ସାମ୍ବାଦିକଙ୍କୁ କରୋନା !

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର): ଭୁବନେଶ୍ୱରରେ ସାମ୍ବାଦିକଙ୍କୁ କରୋନା । ଗତକାଲି ରାଜଧାନୀ ଭୁବନେଶ୍ୱରରେ ୧୪୭ ଜଣ ମିଡିଆ କର୍ମୀଙ୍କ ରାପିଡ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ଜଣେ ସମ୍ବାଦିକ ପଜେଟିଭ ଥିବା…

ବାହା ହେଲେ ସବୁଠୁ ଅଧିକ ରୋଜଗାରୀ ବ୍ଳୁ ଫିଲ୍ମ ଅଭିନେତ୍ରୀ

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର): ଆଉ ଅପେକ୍ଷା କରି ହେଲାନି । ଗତ ୧୦ ତାରିଖରେ ନିଜ ବାହାଘର ଅନିଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ ବ୍ଳୁ ଫିଲ୍ମ ଷ୍ଟାର ମିଆ ଖଲିଫା । କିନ୍ତୁ ୧୦ ଦିନ ୧୦ ବର୍ଷ ଭଳି ଲାଗିଲା…

ତାନ୍ତ୍ରିକ କଥାରେ ଅଢ଼େଇବର୍ଷ ଝିଅର ବଳି ଦେଲା ବାପା

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର): ଘରେ ଲାଗି ରହୁଥିଲା ଆର୍ଥିକ ଅନଟନ । ବାପା କଥା ଶୁଣୁନଥିଲା ଅଢ଼େଇବର୍ଷର ଝିଅ । ଖାସ ଏଥିପାଇଁ ଝିଅର ବଳି ଚଢ଼େଇଲା ଜନ୍ମକଲାବାପା ।ଘଟଣା ଘଟିଛି ମୁଜଫରନଗରରେ । ଜଣେ…

ଚୀନକୁ ବାୟ ବାୟ ,୧୦୦୦ କମ୍ପାନୀ ଭାରତ ମୁହାଁ

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର):କୋରୋନା ପାଇଁ ଏବେ ସଂକଟରେ ବିଶ୍ୱ। ଆଉ ଏଇଥି ପାଇଁ ସମଗ୍ର ବିଶ୍ୱର ବିକାଶଶୀଳ ରାଷ୍ଟ୍ର ଗୁଡ଼ିକ ଚୀନ ଠାରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ପ୍ରାରମ୍ଭିକ ପର୍ୟ୍ୟାୟରେ ଜାପାନ ଓ…