Browsing Category
Top Stories
କ୍ୟାପଟେନ ହେବା ଅଫରକୁ ପ୍ରତ୍ୟାଖ୍ୟାନକଲେ କେଏଲ ରାହୁଲ, ଚାମ୍ପିୟନ୍ସ ଟ୍ରଫିରୁ ଫେରିବା ପରେ ନେଲେ ଏହି ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ କେ.ଏଲ୍ ରାହୁଲ ଅଧିନାୟକତ୍ୱକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାହୁଲଙ୍କ ଏହି ନିଷ୍ପତ୍ତି ଆଇପିଏଲ୍ ଅଧିନାୟକତ୍ୱ ସହିତ ଜଡିତ।
ମିଡିଆ ରିପୋର୍ଟ ଅନୁଯାୟୀ,…
୮ ମାସ ମଧ୍ୟରେ ୬ ମୁଣ୍ଡ ନେଲାଣି ମୋ ବସ୍, ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ୮ ମାସ ମଧ୍ୟରେ କଟକ, ପୁରୀ, ଭୁବନେଶ୍ୱରେ ୬ ମୁଣ୍ଡ ନେଇଛି ‘ମୋ ବସ୍’। ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।
୨୦୨୪ ଜୁନ୍ ଠାରୁ ଏପର୍ଯ୍ୟନ୍ତ ୧୯ଟି…
ଆଉ ମାଗଣାରେ ହେବନି ଡିଜିଟାଲ ପେମେଣ୍ଟ: UPI ଏବଂ RuPay କାରବାର ଉପରେ ମର୍ଚ୍ଚାଣ୍ଟ ଚାର୍ଜ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ସରକାର
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ UPI ଏବଂ RuPay ଡେବିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କାରବାର ଉପରେ କୌଣସି ଚାର୍ଜ (MDR) ଲାଗୁନାହିଁ। କିନ୍ତୁ ଏବେ ସରକାର ଏହି କାରବାର ଉପରେ ବ୍ୟବସାୟୀ ଶୁଳ୍କ ଲାଗୁ କରିବାକୁ…
(Video) ‘ସେ କ’ଣ ଗ୍ରେଟ୍ ଖଲିଙ୍କ ଭଉଣୀ’, ଭାଇରାଲ ଭିଡିଓରେ ଏହି ଯୁବତୀଙ୍କ ହାଇଟ୍ ଦେଖି ସବୁ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିିଡିଓ ଭାଇରାଲ ହେବାରେ ଲାଗିଛି। ଭ୍ୟୁଜ ଏବଂ ଲାଇକ୍ ପାଇଁ ଲୋକେ କିଛି ବି କରିବାକୁ ପଛାଉ ନାହାନ୍ତି।
କିଏ ଡ୍ୟାନ୍ସ, କିଏ କମେଡି ଏବଂ କିଏ ରୋଷେଇର…
PM Internship Scheme 2025: ଆଜି ହିଁ କରନ୍ତୁ ଆବେଦନ, କାଲି ବନ୍ଦ ହୋଇଯିବ ରେଜିଷ୍ଟ୍ରେସନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ ୨୦୨୫ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆବେଦନ ପ୍ରକ୍ରିୟା କାଲି ଅର୍ଥାତ ୧୨ ମାର୍ଚ୍ଚରେ ବନ୍ଦ ହୋଇଯିବ। ତେବେ ଯେଉଁ ପ୍ରାର୍ଥୀ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ…
ବିଜେଡି ବିଧାୟିକା ମନୋରମା, ଅଶ୍ୱିନୀଙ୍କୁ ହାଇକୋର୍ଟଙ୍କ ଝଟକା
ଭୁବନେଶ୍ୱର: ବିଜେଡି ବିଧାୟିକା ମନୋରମା ମହାନ୍ତି ଓ ଜଳେଶ୍ୱର ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ଲାଗିଛି ବଡ଼ ଝଟକା । ନିର୍ବାଚନ ଅନିୟମିତତାର ଶୁଣାଣି ହେବ ବୋଲି କହିଛନ୍ତି ହାଇକୋର୍ଟ । ତେବେ ସେମାନେ ଆବେଦନ ଖାରଜ…
ଶନିଦେବ ମାର୍ଚ୍ଚ ଏତିକି ତାରିଖରେ କରିବେ ରାଶି ପରିବର୍ତ୍ତନ, ଏହି ରାଶିମାନେ ଭୋଗିବେ ସମସ୍ୟା
ଓଡ଼ିଶା ଭାସ୍କର: ଶନିଦେବ ୨୦୨୫ରେ ରାଶି ପରିବର୍ତ୍ତନ କରିବେ। ଶନିଦେବଙ୍କ ଏହି ରାଶି ପରିବର୍ତ୍ତନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏଥିରେ ସମସ୍ତ ୧୨ ରାଶି ଶନିଦେବଙ୍କ ରାଶି ପରିବର୍ତ୍ତନରେ ପ୍ରଭାବିତ ହେବେ।
ସେହିପରି ଏହି…
ଭାଇରାଲ ହେଉଛି ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ପ୍ରି-ୱେଡିଂ ଫଟୋସୁଟ୍, ଖୁବଶୀଘ୍ର କରିବେ ବିବାହ
ବିବାହ କରିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଗୋଆରେ ହେବ ବିବାହ ଉତ୍ସବ। ମାର୍ଚ୍ଚ ୧୨ ରେ ବିଜେଡି ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦିପ କୁମାର ମାଝୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।…
ବିଧାନସଭାରେ ବାଡ଼ିଆବାଡ଼ି, ଧସ୍ତାଧସ୍ତି ପାଇଁ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବି
ଭୁବନେଶ୍ୱର: ଆଜି ବିଧାନସଭା ଦ୍ୱିତୀୟ ବଜେଟ୍ ଅଧିବେଶନ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କର ନାରାବାଜି ଆରମ୍ଭ ହୋଇଛି। ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ ଉପରକୁ ଗଢିଗଲେ ବିରୋଧୀ।
ଏହାପରେ ବିଧାନସଭାରେ…
ୟୁଜବେନ୍ଦ୍ର ଚହଲଙ୍କ ସହ ଫଟୋ ରିଷ୍ଟୋର କଲେ ଧନଶ୍ରୀ ବର୍ମା, ୟୁଜର କହିଲେ- ‘ଜଲନ୍ ହୋ ରହି ହୈ’
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ, ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ନିଜ ସଂପର୍କକୁ ନେଇ କିଛିଦିନ ହେବ ଚର୍ଚ୍ଚାରେ ରହିଛନ୍ତି। କିଛି ମାସ ତଳେ ୟୁଜବେନ୍ଦ୍ର ଏବଂ ଧନଶ୍ରୀଙ୍କ ମଧ୍ୟରେ ଛାଡପତ୍ର ଖବର…